Araksh*ta Seba Kendra

Araksh*ta Seba Kendra Non-Governmental & Non- profit organization
ପରୋପକାରାୟ ସ୍ବର୍ଗାୟ ପାପାୟ ପରପୀଡ଼ନମ ।
ମାନବ ସେବା ହିଁ ମାଧବ ସେବା 🙏

ଜାତି ନନ୍ଦିଘୋଷ ଚାଲିବକି ଭାଇ ସ୍ବାର୍ଥକୁ ସାରଥୀ କଲେ ।ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ । #ମଧୁବାବୁ  #ମଧୁବାରିଷ...
28/04/2026

ଜାତି ନନ୍ଦିଘୋଷ ଚାଲିବକି ଭାଇ ସ୍ବାର୍ଥକୁ ସାରଥୀ କଲେ ।
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ ।
#ମଧୁବାବୁ
#ମଧୁବାରିଷ୍ଟର
ଚିର ନମସ୍ୟ
#ଉତ୍କଳ_ଗୌରବ_ମଧୁସୂଦନ_ଦାସ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 💐🙏

22/04/2026

ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଅନେକ ଗାଡ଼ି ମାଲିକ କାଗଜପତ୍ର ଅପଡେଟ୍ ରଖିନାହାନ୍ତି। ଯାହା ସାମଗ୍ରିକ ଭାବେ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହାସହ ମୋଟରଯାନ ତଥ୍ୟ ଅନୁଶୀଳନରେ ମଧ୍ୟ ଅସଙ୍ଗତି ସୃଷ୍ଟି ହେଉଛି। ତେଣୁ 'VAHAN' ତଥ୍ୟାବଳୀରେ ସଂସ୍କାର ଓ ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।
ସ୍ଥିତି ଅନୁଯାୟୀ ଯାନବାହନ ଚାରି ଭାଗରେ ବିଭକ୍ତ କରାଯାଇଛି।

-ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant)
-ଆକ୍ଟିଭ୍ ନନ୍ କମ୍ପ୍ଲିଆଣ୍ଟ (Active non-compliant)
-ଅସ୍ଥାୟୀ ଆର୍କାଇଭ୍ (Temporary Archive)
-ସ୍ଥାୟୀ ଆର୍କାଇଭ୍ (Permanent Archive)

ସବୁବେଳେ ନିଜର ଗାଡ଼ି କାଗଜପତ୍ର ଅପଡେଟ୍ ରଖନ୍ତୁ। ସର୍ବଦା ଆକ୍ଟିଭ୍-କମ୍ପ୍ଲିଆଣ୍ଟ ବର୍ଗରେ ରୁହନ୍ତୁ।

fans

08/04/2026

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ନହେଉ, ତ୍ୱରିତ ଚିକିତ୍ସା ମିଳୁ। ଏହି ଲକ୍ଷ୍ୟରେ ସରକାରଙ୍କ ପଦକ୍ଷେପ "ପିଏମ୍ ରାହତ" (Road Accident Victims' Hospitalisation & Assured Treatment)। ଏହି ଯୋଜନାରେ ଦୁର୍ଘଟଣାର ସାତ ଦିନ ଯାଏଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ ଚିକିତ୍ସା ଯୋଗାଉଛନ୍ତି ସରକାର ।

07/04/2026

ଆସନ୍ତୁ ଜାଣିବା ସ୍ବପରାୟଣତା (AUTISM) ବିଷୟରେ ନିହାତି କେତୋଟି ଜାଣିବା କଥା



CMO Odisha Nityananda Gond Suresh Kumar Vashishth Information & Public Relations Department, Government of Odisha State Institute for Empowerment of Persons with Disabilities Health & Family Welfare Department, Government of Odisha Ministry of Social Justice and Empowerment, Government of India

07/04/2026
07/04/2026

ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ
୧-ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ହେଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି
୨-ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ହେଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି
୩-ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି
୪-ପ୍ରଫେସର ସଞ୍ଜୟ କୁମାର ପାତ୍ର ହେଲେ ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି
୫-ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ହେଲେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି
୬-ପ୍ରଫେସର ଅସୀମା ସାହୁ ହେଲେ ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ କୁଳପତି
୭-ପ୍ରଫେସର ପବନ କୁମାର ଅଗ୍ରୱାଲ ହେଲେ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି
୮-ପ୍ରଫେସର ଶିବରାମ ତ୍ରିପାଠୀ ହେଲେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି
୯-ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ହେଲେ MSCBD ବିଶ୍ବବିଦ୍ୟାଳୟ କୁଳପତି
୧୦-ପ୍ରଫେସର ବିଭୂତି ଭୂଷଣ ମଲିକ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି
୧୧-ପ୍ରଫେସର ଜ୍ୟୋସ୍ନା କେବି ରାଉତ ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି
୧୨-ପ୍ରଫେସର ପ୍ରଭାତ କୁମାର ମହାପାତ୍ର ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି
୧୩-ପ୍ରଫେସର ହୃଷିକେଶ ସେନାପତି ବିକ୍ରମ ଦେବ ହେଲେ ବିଶ୍ବବିଦ୍ୟାଳୟ କୁଳପତି
୧୪-ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ହେଲେ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି
ସମସ୍ତ ଙ୍କୁ ରାଜ୍ଯପାଳ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି

06/04/2026

ଆପଣ ଜାଣିଛନ୍ତି କି ?



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India State Institute for Empowerment of Persons with Disabilities

06/04/2026

ଘରୋଇ ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ; ବହି ନାଁରେ ଚଳିବନି ବ୍ୟବସାୟ

ଆପଣଙ୍କ ବିଲ୍ ‌ରେ ଅତିରିକ୍ତ “LPG ଫି” ଚାର୍ଜ ହୋଇଛି? ଏହା ଗ୍ରହଣୀୟ ନୁହେଁ—ମେନୁ ମୂଲ୍ୟ (କର ସମେତ) ହିଁ ଦେବେ, ଏବଂ ଏଭଳି ଚାର୍ଜ ଦେଖିଲେ ଅଭ...
26/03/2026

ଆପଣଙ୍କ ବିଲ୍ ‌ରେ ଅତିରିକ୍ତ “LPG ଫି” ଚାର୍ଜ ହୋଇଛି? ଏହା ଗ୍ରହଣୀୟ ନୁହେଁ—ମେନୁ ମୂଲ୍ୟ (କର ସମେତ) ହିଁ ଦେବେ, ଏବଂ ଏଭଳି ଚାର୍ଜ ଦେଖିଲେ ଅଭିଯୋଗ କରନ୍ତୁ କିମ୍ବା NCH 1915 କିମ୍ବା e-Jagriti ମାଧ୍ୟମରେ ରିପୋର୍ଟ କରନ୍ତୁ।
ଅଧିକ ତଥ୍ୟ ପାଇଁ କ୍ଲିକ୍ କରନ୍ତୁ
https://www.pib.gov.in/PressReleasePage.aspx?PRID=2245074®=3&lang=2

26/03/2026
26/03/2026

ଶ୍ରୀରାମାୟ ରାମ ଭଦ୍ରାୟ ରାମ ଚନ୍ଦ୍ରାୟ ବେଧସେ
ରଘୁନାଥାୟ ନାଥାୟ ସିତୟା ପତୟେ ନମଃ
#ଶ୍ରୀରାମ_ନବମୀ
#ଜୟଶ୍ରୀରାମ 🚩🙏

Address

LALITAGIRI
Cuttack
754205

Website

Alerts

Be the first to know and let us send you an email when Araksh*ta Seba Kendra posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Araksh*ta Seba Kendra:

Share