𝙂𝙊𝘿 𝙄𝙎 𝙊𝙉𝙀, 𝘾𝙪𝙩𝙩𝙖𝙘𝙠

  • Home
  • India
  • Cuttack
  • 𝙂𝙊𝘿 𝙄𝙎 𝙊𝙉𝙀, 𝘾𝙪𝙩𝙩𝙖𝙘𝙠

𝙂𝙊𝘿 𝙄𝙎 𝙊𝙉𝙀, 𝘾𝙪𝙩𝙩𝙖𝙘𝙠 Convert none, help all

29/10/2025
କଟକର ଅଗ୍ରଣୀ ସାମାଜିକ ସଂଗଠନ "Royalty Social Service" ର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଆମ"God is One" ଚାରିଟେବୁଲ ଫାଉଣ୍ଡେସନ...
23/08/2025

କଟକର ଅଗ୍ରଣୀ ସାମାଜିକ ସଂଗଠନ "Royalty Social Service" ର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଆମ
"God is One" ଚାରିଟେବୁଲ ଫାଉଣ୍ଡେସନ କୁ
୨୦୨୫-ସେବା ସୈନିକ ସମ୍ମାନରେ ସମ୍ମାନୀତ କରିଛନ୍ତି,Royalty Social Service ର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ।
🙏🏻🙏🏻

ଶହେ ସରଗର ଦେବତା ଯେଉଁଠି ମୋ ଜଗନ୍ନାଥ ପରା ସିଏ           ମୋ ଜଗନ୍ନାଥ ପରା ସିଏ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ             ...
28/06/2025

ଶହେ ସରଗର ଦେବତା ଯେଉଁଠି ମୋ ଜଗନ୍ନାଥ ପରା ସିଏ
ମୋ ଜଗନ୍ନାଥ ପରା ସିଏ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ତୁମ ପାଦ ପଦ୍ମରେ ମୋର କୋଟି ପ୍ରଣାମ
ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ 🙏🙏🙏
ପବିତ୍ର ରଥଯାତ୍ରା ରେ ଆମ ଗଡ୍ ଇଜ୍ ୱ‌।ନ୍ ଚାରିଟେବୁଲ ଫାଉଣ୍ଡେସନ ତରଫରୁ କଟକ ଚାନ୍ଦିନୀ ଚୌକ ଠାରେ ସେବା କାର୍ଯ୍ୟ

16/06/2025

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ମୋ ପରିବାର God is One ଚାରିଟେବୁଲ ଟ୍ରଷ୍ଟ ତରଫରୁ ବେଲଗଚ୍ଛିଆ, ଜୟପୁର(ସାମଲ ସାହି)ର କୁନି କୁନି ପିଲାମାନେ ଓ ଗାଁ ର ମୂରବୀ ଓ ଯୁବକ ମାନଙ୍କ ସହିତ ରଜ ପର୍ବ କୁ ପାଳନ କରାଯାଇଛି, ୫୦ ଜଣ ପିଲାମାନଙ୍କୁ ରଜ ର ସଜବାଜ ସାମଗ୍ରୀ ଦେବା ସହିତ ନୃତ୍ୟ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଛି,ପରି ଶେଷରେ ସମସ୍ତ ଗ୍ରାମବାସୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ।

20/05/2025
ଗ୍ରୀଷ୍ମ ପ୍ରବାହକୁ ଦେଖି ଆମ God is one  ପରିବାର ତରପରୁ କଟକ ଚୌଧୁରିବଜାର ଠାରେ ଜଳ ବିତରଣ କାର୍ଯ୍ୟକ୍ରମ ଆଜି କି  ୩୧ ଦିନ ହେବ କରାଯାଉଅଛି।
15/05/2025

ଗ୍ରୀଷ୍ମ ପ୍ରବାହକୁ ଦେଖି ଆମ God is one ପରିବାର ତରପରୁ କଟକ ଚୌଧୁରିବଜାର ଠାରେ ଜଳ ବିତରଣ କାର୍ଯ୍ୟକ୍ରମ ଆଜି କି ୩୧ ଦିନ ହେବ କରାଯାଉଅଛି।

କିନ୍ନର ସମାଜର କୂଳ ଦେବୀ ମା ବହୁଚାରା ମା ଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେବା ସହିତ କିନ୍ନର ଭଉଣୀ ମାନଙ୍କୁ ମା ଘଣ୍ଟ ଘୋ...
14/05/2025

କିନ୍ନର ସମାଜର କୂଳ ଦେବୀ ମା ବହୁଚାରା ମା ଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେବା ସହିତ କିନ୍ନର ଭଉଣୀ ମାନଙ୍କୁ ମା ଘଣ୍ଟ ଘୋଡେ଼ଇ ରଖନ୍ତୁ।ଆମ god is one ପରିବାର ତରପରୁ ମା ଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ସହିତ ଆଗାମୀ ବର୍ଷ ମାଙ୍କ ପୂଜା କିପରି ଆଡ଼ମ୍ବରେ କରାଯିବ ତା ଦାୟୂତ god is one ପରିବାର ନେବ।

Address

Badhei Sahi 72 Matha Cuttack
Cuttack
754022

Telephone

+919861298617

Website

Alerts

Be the first to know and let us send you an email when 𝙂𝙊𝘿 𝙄𝙎 𝙊𝙉𝙀, 𝘾𝙪𝙩𝙩𝙖𝙘𝙠 posts news and promotions. Your email address will not be used for any other purpose, and you can unsubscribe at any time.

Share