Jay Mahaveer Seva Samiti

Jay Mahaveer Seva Samiti Jay Mahaveer Seva Samiti welcomes all of you to serve the people.
(1)

ଆମର ଲକ୍ଷ୍ୟ ଖାଦ୍ୟକୁ ନଷ୍ଟ ନକରି କିଛି ଅଭାବୀ ବ୍ୟକ୍ତିମାନଙ୍କ ପେଟକୁ ଦୁଇ ମୁଠା ଖାଦ୍ୟ ପ୍ରଦାନ କରିବା  ll  ଆଜିର ଏହି ମହାନ କାର୍ଯ୍ୟକୁ ସହଯ...
14/08/2026

ଆମର ଲକ୍ଷ୍ୟ ଖାଦ୍ୟକୁ ନଷ୍ଟ ନକରି କିଛି ଅଭାବୀ ବ୍ୟକ୍ତିମାନଙ୍କ ପେଟକୁ ଦୁଇ ମୁଠା ଖାଦ୍ୟ ପ୍ରଦାନ କରିବା ll

ଆଜିର ଏହି ମହାନ କାର୍ଯ୍ୟକୁ ସହଯୋଗ କରିଥିଲେ ଆମ ଅନୁଷ୍ଠାନର ସକ୍ରିୟ ସଦସ୍ୟ/ସଦସ୍ୟା ମାନେ, ତେଣୁ ତାଙ୍କ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ll

ଆପଣଙ୍କର କିମ୍ୱା ଆପଣଙ୍କର ବନ୍ଧୁ-ବାନ୍ଧବ ମାନଙ୍କ ବିବାହ, ବ୍ରତଘର, ଜନ୍ମଦିନ କି କୌଣସି ପର୍ବ ରେ ବଳକା ଖାଦ୍ୟ ନଷ୍ଟ ନ କରି ଆମ " ଅନୁଷ୍ଠାନ ସହିତ ଯୋଗାଯୋଗ କରିପାରିବେ ଯେପରି କି ପ୍ରତ୍ୟେକ ଅଭାବୀ ଓ ନିରାଶ୍ରୟ ଲୋକ ମାନଙ୍କ ପେଟକୁ ଦୁଇ ମୁଠା ଖାଦ୍ୟ ଖାଇବାକୁ ଦେଇପାରିବା ll

ଯୋଗାଯୋଗ ନମ୍ବର :- 8249323215

With just ₹500, you can help distribute 20 food packets, along with birthday or special day wishes, a professionally edi...
07/05/2026

With just ₹500, you can help distribute 20 food packets, along with birthday or special day wishes, a professionally edited motion video, and your name and photo printed on each food packet—turning a small contribution into a meaningful and personal act of kindness 🤍

💌 DM 8249323215,,,, us to donate & celebrate your special moments by feeding someone in need.

ପ୍ରଭୁ ରଘୁନାଥଙ୍କ ସହିତ ଦେବୀ ବୈଦେହୀଙ୍କ ଶୁଭ ବିବାହ - ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ହଁ , ମୋ ସହର ସଗର୍ବେ ପାଳନ କରେ ରଘୁନ...
30/03/2026

ପ୍ରଭୁ ରଘୁନାଥଙ୍କ ସହିତ ଦେବୀ ବୈଦେହୀଙ୍କ ଶୁଭ ବିବାହ - ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି

ହଁ , ମୋ ସହର ସଗର୍ବେ ପାଳନ କରେ ରଘୁନାଥଙ୍କ ଏହି ମହାନ୍ ପର୍ବକୁ ଭବ୍ୟରେ , ରମ୍ୟରେ , ପାରମ୍ପରିକତାରେ ।

ଜୟ ସୀତାରାମ ।

ସ୍ଥାନ - ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର , ତେଲେଙ୍ଗା ବଜାର , ମହାଐତିହ୍ୟ କ୍ଷେତ୍ର କଟକ
ଶ୍ରୀ ରଘୁନାଥ ଜୀଉ ମନ୍ଦିର

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ 'ରାମ ନବମୀ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🏹🚩ପ୍ରଭୁ...
27/03/2026

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ 'ରାମ ନବମୀ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🏹🚩

ପ୍ରଭୁ ଶ୍ରୀରାମଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଆସନ୍ତୁ ଏହି ପବିତ୍ର ଦିନରେ ସତ୍ୟ ଓ ନ୍ୟାୟର ପଥରେ ଚାଲିବା ପାଇଁ ସଙ୍କଳ୍ପ କରିବା।

ଜୟ ଶ୍ରୀରାମ! 🙏

Address

Cuttack
753001

Alerts

Be the first to know and let us send you an email when Jay Mahaveer Seva Samiti posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jay Mahaveer Seva Samiti:

Shortcuts

Share