BloodMatters

Call Directions Website

BloodMatters BloodMatters.org was established in 2016 as the International platform of Voluntary non-remunerative Blood Donor organisations of World.

It is a Place for sharing , Learning and farming policies for Blood Science and Blood donation.

🩸ମା- ଝିଅ ଙ୍କର ସ୍ବେଚ୍ଛାକୃତ ରକ୍ତଦାନ 🩸ବାପା- ମା ଓ ବଡ ଭଉଣୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଝିଅ " ସୁନୈନା" ର ପ୍ରଥମ ରକ୍ତଦାନ ତାହା ପୁଣି ସ...
24/08/2026

🩸ମା- ଝିଅ ଙ୍କର ସ୍ବେଚ୍ଛାକୃତ ରକ୍ତଦାନ 🩸
ବାପା- ମା ଓ ବଡ ଭଉଣୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଝିଅ " ସୁନୈନା" ର ପ୍ରଥମ ରକ୍ତଦାନ ତାହା ପୁଣି ସ୍ବେଚ୍ଛାକୃତ ରକ୍ତଦାନ ।
ଦୁହିଁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।Donor Name- Sunaina Behera/Meena Behera

Kudos to   and the  , Government of Odisha, Bhubaneswar, for successfully organizing a Voluntary Blood Donation Camp at ...
03/08/2026

Kudos to and the , Government of Odisha, Bhubaneswar, for successfully organizing a Voluntary Blood Donation Camp at .Collecting 107 units of blood is a remarkable achievement.

ଜଣେ ଗର୍ଭବତୀ ମହିଳାଙ୍କୁ ବିରଳ AB- ନେଗେଟିଭ ରକ୍ତ ର ଆବଶ୍ୟକତା ଥିଲା ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଠାରୁ ଖବର ପାଇ ନିୟମିତ ରକ୍ତଦାତା ସନ୍ତକ ...
03/08/2026

ଜଣେ ଗର୍ଭବତୀ ମହିଳାଙ୍କୁ ବିରଳ AB- ନେଗେଟିଭ ରକ୍ତ ର ଆବଶ୍ୟକତା ଥିଲା ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଠାରୁ ଖବର ପାଇ ନିୟମିତ ରକ୍ତଦାତା ସନ୍ତକ ପଣ୍ଡା ଭାଇଙ୍କୁ ରକ୍ତଦାନ ପାଇଁ ଯୋଗାଯୋଗ କଲି ସନ୍ତକ ଭାଇ ସଂଗେ ସଂଗେ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରି ଦୁଇଟି ଜୀବନ ବଂଚେଇବା ର ପ୍ରଶଂସନୀୟ ଉଦ୍ୟମ ପାଇଁ ସନ୍ତକ ଭାଇକୁ ବହୁତ ବହୁତ ଧନ୍ୟବାଦ l ଯେତେବେଳେ ବି ସନ୍ତକ ଭାଇକୁ ରକ୍ତଦେବା ପାଇଁ ଅନୁରୋଧ କରିଛି ସେ ରକ୍ତଦାନ କରିଛନ୍ତି l 🙏

ମୟୂରଭଞ୍ଜ (ବୈଶିଙ୍ଗା)ର ସାମ୍ବାଦିକ, ନିୟମିତ ରକ୍ତଦାତା 🩸 ତଥା ଜଣେ ଯୁବ ସମାଜସେବୀ ଭାବେ ଶ୍ରୀ ଅବିନାଶ ପଣ୍ଡା ବେଶ୍ ପରିଚିତ।ଭୁବନେଶ୍ୱରସ୍ଥିତ...
01/08/2026

ମୟୂରଭଞ୍ଜ (ବୈଶିଙ୍ଗା)ର ସାମ୍ବାଦିକ, ନିୟମିତ ରକ୍ତଦାତା 🩸 ତଥା ଜଣେ ଯୁବ ସମାଜସେବୀ ଭାବେ ଶ୍ରୀ ଅବିନାଶ ପଣ୍ଡା ବେଶ୍ ପରିଚିତ।

ଭୁବନେଶ୍ୱରସ୍ଥିତ AIIMS Hospitalରେ ଜଣେ ରୋଗୀଙ୍କ ପାଇଁ ଜରୁରୀକାଳୀନ **SDP (ପ୍ଲେଟଲେଟ୍)**ର ଆବଶ୍ୟକତା ଥିବାରୁ, କଟକର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ପୁଷ୍ପଲତା ମହାନ୍ତିଙ୍କ ଅନୁରୋଧକ୍ରମେ ଶ୍ରୀ ଅବିନାଶ ପଣ୍ଡା ବୈଶିଙ୍ଗାରୁ ଭୁବନେଶ୍ୱର ଯାଇ ଅନେକ ଦିନ ରୁ କର୍କଟ ରୋଗ ରେ ପୀଡ଼ିତ ହିତେଶ କୁମାର ନାଥ ( ୨୩ ବର୍ଷ) ଙ୍କୁ ସାକ୍ଷାତ୍ କରିବା ପରେ ନିଜେ SDP (ପ୍ଲେଟଲେଟ୍) 🩸 ଦାନ କରି ନିଜର ମହାନତାର ପରିଚୟ ଦେଇଛନ୍ତି।

ଶ୍ରୀ ଅବିନାଶ ପଣ୍ଡାଙ୍କର ଏହି ମହାନ ସେବାକାର୍ଯ୍ୟ ପାଇଁ ତାଙ୍କୁ ଏବଂ ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ମୋର ଭଉଣୀ ଶ୍ରୀମତୀ ପୁଷ୍ପଲତା ମହାନ୍ତିଙ୍କୁ ମୁଁ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି।

ଶ୍ରୀ ଅବିନାଶ ପଣ୍ଡାଙ୍କର ଏହି ମହାନ କାର୍ଯ୍ୟ ନିଶ୍ଚିତ ଭାବରେ ଯୁବ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବ। 💐💐

ମହାପ୍ରଭୁ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ। 🙏🏻🙏🏻

ରକ୍ତଦାନ 🩸 ମହତ୍ ଦାନ। 🙏🏻

ଆସନ୍ତୁ, ଆମେ ସମସ୍ତେ ମିଳିମିଶି ସ୍ୱଇଚ୍ଛାରେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ରକ୍ଷା କରିବା। 🙏🏻🙏🏻

ଜୟ ଜଗନ୍ନାଥ। 🙏🏻

ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ୍ ସହ:- ନିରୋଜ କୁମାର ପୋଥାଳ, ବାରିପଦା

🎉 Blood Donation Camp Success! ❤️🩸We are delighted to share that 33 units of blood were successfully collected at the Bl...
28/07/2026

🎉 Blood Donation Camp Success! ❤️🩸
We are delighted to share that 33 units of blood were successfully collected at the Blood Donation Camp organized by the Federation of Blood Donor Organisations of Odisha (FBDOO) in association with the Regional Red Cross Blood Center at Mindtree.

A heartfelt thank you to all the voluntary blood donors, volunteers, the Mindtree team, and the Regional Red Cross Blood Center for making this noble initiative a great success.
Your one donation can save multiple lives. ❤️

pl join at Rayagada
28/07/2026

pl join at Rayagada

28/07/2026

A grand salute to today's super hero Keshab Chandra Sahoo for donating SDP in emergency to Bhimsen Sethy 74 yrs at SUM-2...
28/07/2026

A grand salute to today's super hero Keshab Chandra Sahoo for donating SDP in emergency to Bhimsen Sethy 74 yrs at SUM-2 , Nakhara . Thanks to our youngest motivator Minaketan Sahoo for coordination. FBDOO appreciate your humantarian commitment Keshab.

Address

Federation Of Blood Donor Org Of Odisha, College Square, Piligrim Road, Near Ambika Hotel
Cuttack
753003

Alerts

Be the first to know and let us send you an email when BloodMatters posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share