Aswasti Foundation

Aswasti Foundation Contact information, map and directions, contact form, opening hours, services, ratings, photos, videos and announcements from Aswasti Foundation, Non-Governmental Organization (NGO), Cuttack.

30/11/2024

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଏକ ପରିବାର ର କଳହ କୁ Foundationଦ୍ଵାରା ଆପେକ୍ଷ ସମାଧାନ କରାଗଲା।
ସଦା ସର୍ବଦା ଆପଣଙ୍କ ସେବାରେ।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଏକ ପରିବାର ର କଳହ କୁ   Foundationଦ୍ଵାରା ଆପେକ୍ଷ ସମାଧାନ କରାଗଲା।  ସଦା ସର୍ବଦା ଆପଣଙ...
29/11/2024

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଏକ ପରିବାର ର କଳହ କୁ Foundationଦ୍ଵାରା ଆପେକ୍ଷ ସମାଧାନ କରାଗଲା।
ସଦା ସର୍ବଦା ଆପଣଙ୍କ ସେବାରେ



କଟକ ଗ୍ରାମାଞ୍ଚଳ ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ପତୀକ ଗୀତା ସିଂହ ଙ୍କୁ ଆଶ୍ୱସ୍ତି ଫାଉଣ୍ଡେସନ କଟକ ତରଫରୁ ସମ୍ବର୍ଦ୍ଧନା 🙏🙏🙏🙏🌹🌹🌹🌹
16/11/2024

କଟକ ଗ୍ରାମାଞ୍ଚଳ ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ପତୀକ ଗୀତା ସିଂହ ଙ୍କୁ ଆଶ୍ୱସ୍ତି ଫାଉଣ୍ଡେସନ କଟକ ତରଫରୁ ସମ୍ବର୍ଦ୍ଧନା 🙏🙏🙏🙏🌹🌹🌹🌹

30/10/2024







28/10/2024

"ଦାନା" ଦ୍ଵାରା ପ୍ରଭାବିତ ହୋଇଥିବା ଅଞ୍ଚଳମାନଙ୍କ ରେ ଜିଲ୍ଲା ସ୍ଵେଚ୍ଛାସେବୀ ସମନ୍ୱୟ ସମିତି-କଟକ ଦ୍ଵାରା ସହାୟତା ରାଶି ବଣ୍ଟନ। ସା- ରାଜନଗର, ଜିଲ୍ଲା - କେନ୍ଦ୍ରାପଡ଼ା ।
ସଦା ସର୍ବଦା ଆପଣଙ୍କ ସେବାରେ 🙏🙏🙏 |











 "ଦାନା" ଦ୍ଵାରା ପ୍ରଭାବିତ ହୋଇଥିବା ଅଞ୍ଚଳ (ବଗପାଟିଆ,ଚାରିଘରିଆ,ସାତବାୟା) ମାନଙ୍କ ରେ "ସ୍ଵେଚ୍ଛାସେବୀ ସମନ୍ୱୟ ସମିତି-କଟକ" ଦ୍ଵାରା ସହାୟତା...
28/10/2024

"ଦାନା" ଦ୍ଵାରା ପ୍ରଭାବିତ ହୋଇଥିବା ଅଞ୍ଚଳ (ବଗପାଟିଆ,ଚାରିଘରିଆ,ସାତବାୟା) ମାନଙ୍କ ରେ "ସ୍ଵେଚ୍ଛାସେବୀ ସମନ୍ୱୟ ସମିତି-କଟକ" ଦ୍ଵାରା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ। ସା- ରାଜନଗର, ଜିଲ୍ଲା - କେନ୍ଦ୍ରାପଡ଼ା।
ସଦା ସର୍ବଦା ଆପଣଙ୍କ ସେବାରେ 🙏🙏🙏 |










  ସଦା ସର୍ବଦା ଆପଣଙ୍କ ସେବାରେ 🙏🙏🙏|
22/10/2024

ସଦା ସର୍ବଦା ଆପଣଙ୍କ ସେବାରେ 🙏🙏🙏|

ଗଛ ଲଗାଇବା କାହା ପାଇଁ ?" ନଇ କେବେ ଜଳ ପିଏନି; ବୃକ୍ଷ କେବେ ଫଳ ଖାଏନି।"ସେବିତବ୍ୟ ମହାବୃକ୍ଷ ,ଫଳ ଛାୟା ସମ୍ମନ୍ୟତ ।    ଯଦି ଦ୍ୟବା ଫଳଂ ନାସ...
22/10/2024

ଗଛ ଲଗାଇବା କାହା ପାଇଁ ?
" ନଇ କେବେ ଜଳ ପିଏନି; ବୃକ୍ଷ କେବେ ଫଳ ଖାଏନି।"
ସେବିତବ୍ୟ ମହାବୃକ୍ଷ ,ଫଳ ଛାୟା ସମ୍ମନ୍ୟତ ।
ଯଦି ଦ୍ୟବା ଫଳଂ ନାସ୍ତି, ଛାୟା କେନ ନିବାର୍ତ୍ତତେ।
ର ସଭାପତି ଓ କର୍ମକର୍ତ୍ତା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଏମିତି ପ୍ରାକୃତିକ କାର୍ଯ୍ୟକ୍ରମ ନିୟୋଜିତ କରିଥିବାରୁ।ଚମ୍ପତି ପଞ୍ଚାୟତ ରେ ଦ୍ଵାରା ଅନୁଷ୍ଠିତ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ସଦା ସର୍ବଦା ଆପଣଙ୍କ ସେବାରେ |




minister of odisha

22/10/2024

ଗଛ ଲଗାଇବା କାହା ପାଇଁ ?
" ନଇ କେବେ ଜଳ ପିଏନି; ବୃକ୍ଷ କେବେ ଫଳ ଖାଏନି।"
ସେବିତବ୍ୟ ମହାବୃକ୍ଷ ,ଫଳ ଛାୟା ସମ୍ମନ୍ୟତ ।
ଯଦି ଦ୍ୟବା ଫଳଂ ନାସ୍ତି, ଛାୟା କେନ ନିବାର୍ତ୍ତତେ।
ଚମ୍ପତି ପଞ୍ଚାୟତ ରେ ଦ୍ଵାରା ଅନୁଷ୍ଠିତ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ସଦା ସର୍ବଦା ଆପଣଙ୍କ ସେବାରେ |


minister of odisha

ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ୪୫ଦିନ ଚିକିତ୍ସା ହେଉଥିବା ଶିଶୁ ପୁତ୍ର କୁ discharge କରିବା ପାଇଁ ଅଭାବୀ ବାପା ଓ ମା' ଙ୍କୁ ୧,୦୦,୦୦୦ ଟଙ୍କା ...
21/10/2024

ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ୪୫ଦିନ ଚିକିତ୍ସା ହେଉଥିବା ଶିଶୁ ପୁତ୍ର କୁ discharge କରିବା ପାଇଁ ଅଭାବୀ ବାପା ଓ ମା' ଙ୍କୁ ୧,୦୦,୦୦୦ ଟଙ୍କା (ପୂର୍ବରୁ ୧,୩୦,୦୦୦ ଟଙ୍କା ନେଇଛନ୍ତି) ଦାବି କରି ମାଗିଥିଲେ। ଯାହା ଫଳରେ ସେ ଅଭାବୀ ବାପା ଓ ମା' ର ଦ୍ଵାରସ୍ଥ ହେଇ ନ୍ୟାୟ ପାଇଲେ।

" ଧୈର୍ଯ୍ୟ ପିତା ସତ କିନ୍ତୁ ଫଳ ବଡ଼ ମଧୂର "ଆତ୍ମ ବିଶ୍ୱାସ ହରାଇ ଆତ୍ମହତ୍ୟା କରିବାକୁ ଯାଉଥିବା ନିରୀହା ମହିଳା ଟି  ପାରିବାରିକ ସମସ୍ୟାର ଆପୋ...
18/10/2024

" ଧୈର୍ଯ୍ୟ ପିତା ସତ କିନ୍ତୁ ଫଳ ବଡ଼ ମଧୂର "
ଆତ୍ମ ବିଶ୍ୱାସ ହରାଇ ଆତ୍ମହତ୍ୟା କରିବାକୁ ଯାଉଥିବା ନିରୀହା ମହିଳା ଟି ପାରିବାରିକ ସମସ୍ୟାର ଆପୋଷ ସମାଧାନ କରୁଥିବା ସାମାଜିକ ସଂଗଠନ ର ଉଚିତ ପରାମର୍ଶ ରେ ଆଶି ଅନେକ ଆତ୍ମବିଶ୍ବାସ ସହ ଆତ୍ମୀୟ ମାନଙ୍କୁ ନେଇ ପୂନର୍ବାର ସଂସାର ଗଢିବାରେ ଆଗେଇ ଆସିଲେ ମହିଳା ମାନସୀ ନାୟକ | ର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ପକ୍ଷ; ସେମାନଙ୍କର ମୁରବୀ ଏବଂ ସଂଗଠନ ର କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ତାଙ୍କ ପରିବାର ର ସମସ୍ୟାକୁ ସମାଧାନ କରଗଲା , ଯାହା ଦ୍ୱାରା #ଆଶ୍ୱସ୍ତି ପାଇଲେ ମାନସୀ ଓ ତାଙ୍କ ଉଭୟ ପରିବାର ର ସ୍ୱାମୀ ଓ ସ୍ତ୍ରୀ ପୂର୍ବ କଥା ଭୁଲି ସମସ୍ତଙ୍କ ଆଶିର୍ବାଦ ନେଇ ନିଜ ପରିବାରକୁ ଗଲେ , ଶେଷରେ ସଂଗଠନ ର ରାଜ୍ୟ ସଂପାଦିକା ଭାବରେ ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଏପରି ଦୁଃଖ କୋୖଣସି ପରିବାର କୁ ନ ଦିଅନ୍ତୁ ,ସମସ୍ତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ,ଜୀବନରେ ତ ବହୁତ ଝଡ଼ ଆସିବ ତାକୁ ସାମ୍ନା କରିବାକୁ ଧୈର୍ଯ୍ୟ ଦିଅନ୍ତୁ " 🙏🙏🙏🙏🙏🙏🙏🙏
ସଦା ସର୍ବଦା ଆପଣଙ୍କ ସେବାରେ:-contact:8637288810

Address

Cuttack
753001

Alerts

Be the first to know and let us send you an email when Aswasti Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aswasti Foundation:

Share