Azad Hind Foundation

Azad Hind Foundation Contact information, map and directions, contact form, opening hours, services, ratings, photos, videos and announcements from Azad Hind Foundation, Non-Governmental Organization (NGO), Baliapal, Balasore.

ଆଜାଦ ହିନ୍ଦ ଫାଉଣ୍ଡେସନ ସବୁବେଳେ ଚେଷ୍ଟା କରେ ଭୋକିଲା ଓଠରେ ହସ ଭରିବା ପାଇଁ l ସାହାଯ୍ୟ କରିବା ପାଇଁ ଧନର ଆବଶ୍ୟକ ପଡେ ନାହିଁ ଗୋଟେ ଭଲ ମନ ଥିବା ନିହାତି ଦରକାର l ଆମେ ସବୁବେଳେ ଆପଣ ମାନଙ୍କ ସହ ଅଛୁ l ଆପଣମାନଙ୍କ ଭଲ ପାଇବା ଆମ ମାନଙ୍କ ପାଇଁ ଆଶୀର୍ବାଦ l ଜୟ ଜଗନ୍ନାଥ

09/08/2026

ସ୍ୱାଧୀନତା ଦିବସରେ ଆସନ୍ତୁ, ଦେଶର ଉନତି ରେ ନିଜକୁ ସାମିଲ କରିବା l

ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ ବୁକ୍ଷ୍ୟ ରୋପଣ କାଯ୍ୟ କର୍ମ lବାଲିଆପାଳ ତାରିଖ 02/08/2026 ମା ମାଟି ପାଇଁ ବୁକ୍ଷ୍ୟ ରୋପଣ କାଯ୍ୟ କର୍ମ l
06/08/2026

ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ ବୁକ୍ଷ୍ୟ ରୋପଣ କାଯ୍ୟ କର୍ମ l
ବାଲିଆପାଳ
ତାରିଖ 02/08/2026
ମା ମାଟି ପାଇଁ ବୁକ୍ଷ୍ୟ ରୋପଣ କାଯ୍ୟ କର୍ମ l

06/08/2026
06/08/2026

ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ ପୃଥିବୀରେ ବଢୁଥିବା ଉତ୍ତାପକୁ ନିୟଂତ୍ରଣ କରିବା ପାଇଁ ଏକ ଛୋଟ ପ୍ରୟାଶ, ବୁକ୍ଷ୍ୟ ରୋପଣ କରି ପରିବେଶକୁ ସବୁଜ ସୀମା କରିବା ଆମର ଲକ୍ଷ୍ୟ l
hind foundation baliapal
platanestion of earth
revolation create
jagannath of men

03/08/2026

ମା ମାଟି ପାଇଁ ବୁକ୍ଷ୍ୟ ରୂପଣ ଅଭିଯାନ l
ଆଜି ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ ପୃଥିବୀ ରେ ପଢ଼ୁଥିବା ଉତ୍ତାପକୁ ଦୂରୀ କରଣ କରିବା ପାଇଁ ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ ବୁକ୍ଷ୍ୟ ରୂପଣ କାଯ୍ୟ କର୍ମ ସମସ୍ତ କର୍ମ କର୍ତ୍ତା ଦ୍ୱାରା l
ଆସନ୍ତୁ ଗୋଟିର ଗୋଟିଏ ବୁକ୍ଷ୍ୟ ରୂପଣ କରି ପରିବେଶକୁ ସୁନ୍ଦର ଭାବରେ ଗଢିବା l
#ଆଜାଦ ହିନ୍ଦ ଫାଉଣ୍ଡେସନ ବାଲିଆପାଳ
#ବୁକ୍ଷ୍ୟ ରୂପଣ କାଯ୍ୟ କର୍ମ
#ମାନବ ସେବା ହିଁ ଶେଷ୍ଠ ଧର୍ମ l

02/08/2026

ମାଟି ମା ପାଇଁ ବୁକ୍ଷ୍ୟ ରୂପଣ ଅଭିଯାନ ଆଜାଦ ହିନ୍ଦ ଫାଉଣ୍ଡେସନ ତରଫରୁ କାଯ୍ୟ କାରି କରାଗଲା l ପୃଥିବୀରେ ବଢୁଥିବା ଉତ୍ତାପକୁ ନିୟଂତ୍ରଣ କରିବା l ସବୁଜ ପୃଥିବୀ ଗଠନ କରିବା ଆମର ଲକ୍ଷ୍ୟ l
#ଆଜାଦ ହିନ୍ଦ ଫାଉଣ୍ଡେସନ
#ମା ପାଇଁ ବୁକ୍ଷ୍ୟ ଟିଏ ଆମର ଅଭିଯାନ

Address

Baliapal
Balasore
756026

Website

Alerts

Be the first to know and let us send you an email when Azad Hind Foundation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share