Bipadara bandhu charitebul trust

Bipadara bandhu charitebul trust ଆପଣ ମାନଙ୍କର ଭଲ ପାଇବା ଆମ କୁ ଅସହାୟ ମାନଙ? ours team is very positivly

15.10.2022ରିଖ  #ପବିତ୍ର_ଆତ୍ମା_ଡକ୍ଟର_ଅବଦୁଲ  #କଲାମ_ଙ୍କ ଜନ୍ମଦିବସରେ ତିନି ଗୋଟି ଜାଗାରେ ବୃକ୍ଷ ରୋପଣ #ସରସ୍ବତୀ_ଶିଶୁବିଦ୍ୟାମନ୍ଦିର_ରେମ...
15/10/2022

15.10.2022ରିଖ #ପବିତ୍ର_ଆତ୍ମା_ଡକ୍ଟର_ଅବଦୁଲ #କଲାମ_ଙ୍କ ଜନ୍ମଦିବସରେ ତିନି ଗୋଟି ଜାଗାରେ ବୃକ୍ଷ ରୋପଣ
#ସରସ୍ବତୀ_ଶିଶୁବିଦ୍ୟାମନ୍ଦିର_ରେମୁଣା 25ଗୋଟି
#ମା_ଭାରତୀ_ଗୋ_ସେବା_କେନ୍ଦ୍ର #ବାମପଦା 70ଗୋଟି
#କୃଷ୍ଟ_ଆଶ୍ରମ_ବାମପଦା 10ଗୋଟି 🙏

ଧନ୍ୟବାଦ ସରସ୍ବତୀ ଶିଶୁ ମନ୍ଦିର ରେ କୁନି କୁନି ପିଲାମାନଙ୍କୁ ନିଜର ଏହି ଅବଦ୍ଧ ବୟସରେ ଶିଷ୍ଟାଚାର ସ୍ୱାଭିମାନ ଉତ୍ତମ ଆଚରଣ ବ୍ୟବହାର ରେ ଭରିପୂର୍ଣ ବହୁତ ଖୁସି ଅନୁଭବ କଲୁ ଆପଣ ମାନଙ୍କ ସହିତ କିଛି ସମୟ ଅତିବାହିତ କରି 🙏🙏
ଧନ୍ୟବାଦ ମା ଭାରତୀ ଗୋ ସେବା କେନ୍ଦ୍ର ରୋ ସମସ୍ତ ଭାଇ ମାନଙ୍କୁ ଓ କୃଷ୍ଟ ଆଶ୍ରମ ରୋ ଭାଇ ମାନଙ୍କୁ 🙏🙏🙏🙏
ଅଶେଷ ଅଶେଷ ଧନ୍ୟବାଦ #ବିରଞ୍ଚି_ସାର #ପ୍ରଶାନ୍ତ_ସାର #ପ୍ରଶାନ୍ତ_ଭାଇ #ମହିନ୍ଦ୍ରା_ଫାଇନାନ୍ସ #ଭୂୟାଁ_ଭାଇ #ସରସ୍ବତୀ_ଦିଦି #ବାପୁନ_ଭାଇ #ସିପୁନୁ #ରାଜୁ_ଭାଇ #ସଞ୍ଜୟ ଓ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ଙ୍କୁ
ଗଛ ଲଗାଇବା ପରିବେଷକୁ ପ୍ରଦୂଷଣ ରୁ ମୁକ୍ତ ରଖିବା
ପରିବେଶ ସୁରକ୍ଷା ଆମର କର୍ତବ୍ୟ ଆସନ୍ତୁ ଆମ ସହିତ ମିଶି ଏହିଭଳି କାର୍ଯ୍ୟ ରେ ନିୟଜିତ ହୁଅନ୍ତୁ 🙏🙏🙏🙏🙏

🙏   #ଗଛଟିଏ_ଜୀବନଟିଏ 🙏 ଆଜି 15.10.2022ରିଖ  #ପବିତ୍ର_ଆତ୍ମା_ଡକ୍ଟର_ଅବଦୁଲ  #କଲାମ_ଙ୍କରୋ ଜନ୍ମଦିବସରେ ତିନି ଗୋଟି ଜାଗାରେ ବୃକ୍ଷ ରୋପଣ କର...
15/10/2022

🙏 #ଗଛଟିଏ_ଜୀବନଟିଏ 🙏

ଆଜି 15.10.2022ରିଖ #ପବିତ୍ର_ଆତ୍ମା_ଡକ୍ଟର_ଅବଦୁଲ #କଲାମ_ଙ୍କରୋ ଜନ୍ମଦିବସରେ ତିନି ଗୋଟି ଜାଗାରେ ବୃକ୍ଷ ରୋପଣ କରାଯାଇଥିଲା #ବିପଦର_ବନ୍ଧୁ_ପରିବାର ବର୍ଗ ତରଫରୁ
#ସରସ୍ବତୀ_ଶିଶୁବିଦ୍ୟାମନ୍ଦିର_ରେମୁଣା_ସ୍କୁଲ ରୋ ପ୍ରାଗଣ ରେ 25ଗୋଟି ଫଳ ଏବଂ ଔଷଧୀୟ ବୃକ୍ଷ୍ୟ କୁନି କୁନି ସ୍କୁଲ ରୋ ବିଦ୍ୟାଥୀ ମାନଙ୍କ ହାତରେ ରୋପଣ କରାଯାଇଥିଲା.. ବୃକ୍ଷ୍ୟ ରୋପଣ କରିବା ସହିତ ସ୍କୁଲ ମଧ୍ୟ୍ୟ ରେ ପିଲାମାନଙ୍କୁ ଆମ ପରିବାର ବର୍ଗ ତରଫରୁ ଛୋଟ ଉପହାର ପ୍ରଦାନ କରିଥିଲୁ ଏବଂ ସ୍କୁଲ ରୋ ଗୁରୁମା ଓ ଗୁରୁଜୀ ମାନଙ୍କୁ ତାଙ୍କର ସାହାଯ୍ୟ ପାଇଁ ଆମେ ଧନ୍ୟବାଦ ଅର୍ପଣ କଲୁ.
ଆମର ଦ୍ୱିତୀୟ ଅଭିଯାନ ରେ
#ମା_ଭାରତୀ_ଗୋ_ସେବା_କେନ୍ଦ୍ର #ବାମପଦା ରେ 70ଗୋଟି ଫଳନ୍ତି ବୃକ୍ଷ୍ୟା ଗୋ ସେବା କେନ୍ଦ୍ର ରୋ କାର୍ଯ୍ୟ କର୍ତ୍ତାଙ୍କର ଅନୁମତି କ୍ରମେ ରୋପଣ କରିଥିଲୁ
ଆମର ତୃତୀୟ ଅଭିଯାନ
#କୃଷ୍ଟ_ଆଶ୍ରମ_ବାମପଦା 10ଗୋଟି ବୃକ୍ଷ୍ୟା ରୋପଣ କରାଯାଇଛି 🙏
ଅଶେଷ ଅଶେଷ ଧନ୍ୟବାଦ #ବିରଞ୍ଚି_ସାର #ପ୍ରଶାନ୍ତ_ସାର #ପ୍ରଶାନ୍ତ_ଭାଇ #ମହିନ୍ଦ୍ରା_ଫାଇନାନ୍ସ #ଭୂୟାଁ_ଭାଇ #ସରସ୍ବତୀ_ଦିଦି #ବାପୁନ_ଭାଇ #ସିପୁନୁ #ରାଜୁ_ଭାଇ #ସଞ୍ଜୟ ଓ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ଙ୍କୁ
ଗଛ ଲଗାଇବା ପରିବେଷକୁ ପ୍ରଦୂଷଣ ରୁ ମୁକ୍ତ ରଖିବା
ପରିବେଶ ସୁରକ୍ଷା ଆମର କର୍ତବ୍ୟ ଆସନ୍ତୁ ଆମ ସହିତ ମିଶି ଗଛ ଲଗାଇବା ଏବଂ ପୃଥିବୀ କୁ ସବୁଜ ସୁନ୍ଦରରେ ଗଢି ତୋଳିବା ଆମର ଲକ୍ଷ୍ୟ 🙏








Address

Odisa
Balasore
756019

Telephone

+919692135769

Website

Alerts

Be the first to know and let us send you an email when Bipadara bandhu charitebul trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bipadara bandhu charitebul trust:

Share