ChandraShekhar Azad Foundation

ChandraShekhar Azad Foundation always open

03/08/2026

ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନ 💙🤍
ସେବା ହିଁ ଆମର ଧର୍ମ, ସମାଜର ଉନ୍ନତି ହିଁ ଆମର ଲକ୍ଷ୍ୟ। ଆସନ୍ତୁ, ଏକାଠି ହୋଇ ମାନବ ସେବାରେ ସାମିଲ ହେବା। 🇮🇳🙏

Keywords:
Chandrasekhar Azad Foundation, NGO, Social Service, Humanity, Community Service, Odisha, Blood Donation, Education, Tree Plantation, Charity, Youth, Volunteer, Public Welfare

Hashtags:
#ଚନ୍ଦ୍ରଶେଖରଆଜାଦଫାଉଣ୍ଡେସନ CommunityService Odisha BloodDonation EducationForAll TreePlantation Volunteer Charity YouthPower ServeHumanity India

ଆପଣ ମାନଙ୍କ ସେବାରେ ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ଗ୍ରୁପ।ଆଜକୁ 6 ବର୍ଷ ଧରି ଆପଣ ମାଙ୍କ ସେବାରେ ସମର୍ପିତ।ଜୁଲାଇ 23 ,1906 ମସିହା ରେ ଚ...
24/07/2026

ଆପଣ ମାନଙ୍କ ସେବାରେ ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ଗ୍ରୁପ।ଆଜକୁ 6 ବର୍ଷ ଧରି ଆପଣ ମାଙ୍କ ସେବାରେ ସମର୍ପିତ।ଜୁଲାଇ 23 ,1906 ମସିହା ରେ ଚନ୍ଦ୍ର ଶେଖର ଆଜାଦ୍ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କୁ ବହୁତ୍ କମ ଲୋକ ମାନେ ଜାଣିଛନ୍ତି। ସେ ପଛରେ ରହି ,ଭକତ ସିଂହ ପରି ଲୋକ ମାନଙ୍କୁ ଆଗକୁ ଆଣିଥିଲେ।ସେ ଇଂରେଜ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।ଆଉ ସେମାନଙ୍କୁ ଭଲ ଭାବରେ ପାଣି ପିଉଥିଲେ।ସେ କେବେ ହେଲେ ଇଂରେଜ ଙ୍କ ହାତ ରେ ଗୁଳି ଖାଇବେ ନାହିଁ ବୋଲି କହିଥିଲେ। ତାଙ୍କ ଜୀବନ ଶୋଇଲି ବହୁତ୍ ଅଲଗା ସେ ଏ ବୋଲି ଜଣେ ଯୋଦ୍ଧା କି ଯିଏ କି ଆଜାଦ ନାମରେ ନାମିତ ହେଲେ।ସେ ସବୁବେଳେ କହୁଥିଲେ କି,ଯେ ମୁଁ ଆଜାଦ୍ ଅଛି,ଥିଲି ,ରହିବି,ତେଣୁ କରି ସେହି ପରି ବିର ମହାପୁରୁଷ ଙ୍କ ର ଜା ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା।
ଜୟ ଆଜାଦ।

ଚନ୍ଦ୍ର ଶେଖର ଆଜାଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ତରଫରୁ ଡଗରା ରେ ଥିବା ଅନ୍ଧ,ମୂକ ବିଦ୍ୟାଳୟ ରେ ଥିବା ସମସ୍ତ...
24/07/2026

ଚନ୍ଦ୍ର ଶେଖର ଆଜାଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ତରଫରୁ ଡଗରା ରେ ଥିବା ଅନ୍ଧ,ମୂକ ବିଦ୍ୟାଳୟ ରେ ଥିବା ସମସ୍ତ ପିଲାଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଲୁ ।

23/07/2026

ଚନ୍ଦ୍ରଶେଖର ଆଜାଦ ଙ୍କ ର ଆଜି ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲୁ ଅଫିସରେ

15/06/2026
*ବାଲିଆପାଳ : ୧୪.୦୬.୨୬ : ବିଶ୍ୱ ରକ୍ତଦାତା ଦିବସ - ୨୦୨୬ ପାଳନ ଅବସରରେ ଓଡ଼ିଶା ବ୍ଲଡ ଡୋନର ଆସୋସିଏସନ୍ ତରଫରୁ ବାଲିଆପାଳର ଅନ୍ୟତମ ସ୍ୱେଚ୍ଛା...
14/06/2026

*ବାଲିଆପାଳ : ୧୪.୦୬.୨୬ : ବିଶ୍ୱ ରକ୍ତଦାତା ଦିବସ - ୨୦୨୬ ପାଳନ ଅବସରରେ ଓଡ଼ିଶା ବ୍ଲଡ ଡୋନର ଆସୋସିଏସନ୍ ତରଫରୁ ବାଲିଆପାଳର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚନ୍ଦ୍ରଶେଖର ଆଜାଦ ଫାଉଣ୍ଡେସନକୁ ସମାଜ ସେବା ଗୌରବ ସମ୍ମାନ - ୨୦୨୬*

ଜୟ ଜଗନ୍ନାଥ,ଜୟ ଆଜାଦ,ଆଜି ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ ସହ ମହା ବିଷୁବ ସଂକରାନ୍ତି ତା ସହ ହନୁମାନ ଜୟନ୍ତୀ ଓ ବାବା ସାହେବ୍ ଆମ୍ବେଦକର ଙ୍କ ଜନ...
14/04/2026

ଜୟ ଜଗନ୍ନାଥ,
ଜୟ ଆଜାଦ,
ଆଜି ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ ସହ ମହା ବିଷୁବ ସଂକରାନ୍ତି ତା ସହ ହନୁମାନ ଜୟନ୍ତୀ ଓ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ଗ୍ରୁପ ପକ୍ଷ ରୁ ହାର୍ଦିକ ଶୁଭକାମନା ଓ ଅଭିନନ୍ଦନ।

ଆମ୍ଭେମାନେ ଜଣେ ଜଣେ ଓଡ଼ିଆ ହିସାବ ରେ ସବୁବେଳେ ଗର୍ବ କରୁ।ଆମେ ଓଡ଼ିଆ ସବୁଠୁ ବଡିଆ।ବନ୍ଦେ ଉତ୍କଳ ଜନନୀ।ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ପକ...
02/04/2026

ଆମ୍ଭେମାନେ ଜଣେ ଜଣେ ଓଡ଼ିଆ ହିସାବ ରେ ସବୁବେଳେ ଗର୍ବ କରୁ।ଆମେ ଓଡ଼ିଆ ସବୁଠୁ ବଡିଆ।ବନ୍ଦେ ଉତ୍କଳ ଜନନୀ।ଆମ ଚନ୍ଦ୍ର ଶେଖର ଆଜାଦ ଫାଉଣ୍ଡେସନ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

17/03/2026

Address

Balasore

Alerts

Be the first to know and let us send you an email when ChandraShekhar Azad Foundation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share