Help the Humanity

Help the Humanity help to helpless

Silver City Cuttack public charitable trust ର ପ୍ରତିଷ୍ଠାତା ସ୍ୱର୍ଗତ ଅଭିଜିତ ପୃଷ୍ଟିଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ "Youth Con...
06/07/2026

Silver City Cuttack public charitable trust ର ପ୍ରତିଷ୍ଠାତା ସ୍ୱର୍ଗତ ଅଭିଜିତ ପୃଷ୍ଟିଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ "Youth Conclave – ଯୁବ ସମ୍ମିଳନୀ (Youth For A Change in Society)" ଯୋଗ ଦେଇଥିଲୁ।।

ଏହି ସମ୍ମିଳନୀ ରେ ହେଲ୍ପ ଦ ହ୍ୟୁମାନିଟି ଚାରିଟେବୁଲ ଟ୍ରଷ୍ଟ କୁ ସମ୍ମାନିତ କରିଥିବାରୁ silver City Cuttack public charitable trust କୁ ହୃଦୟ ରୁ ଧନ୍ଯବାଦ ଜଣାଉଛୁ 🙏

ବାପା ମାଆ ପୁଅ ଜନ୍ମ କରିଥାନ୍ତି କି ବାପା ମା ଙ୍କ ମୃତ୍ୟୁ ବେଳେ ତାଙ୍କ ମୁହଁରେ ଟିକେ ନିଆଁ ଦେବା ପାଇଁ।।ହେଲେ ଦୁଃଖର ବିଷୟ ଆଜି ଗୋଟେ ମାଆ ତା...
05/07/2026

ବାପା ମାଆ ପୁଅ ଜନ୍ମ କରିଥାନ୍ତି କି ବାପା ମା ଙ୍କ ମୃତ୍ୟୁ ବେଳେ ତାଙ୍କ ମୁହଁରେ ଟିକେ ନିଆଁ ଦେବା ପାଇଁ।।
ହେଲେ ଦୁଃଖର ବିଷୟ ଆଜି ଗୋଟେ ମାଆ ତା ପୁଅ ମୁହଁରେ ନିଆଁ ଦେଇଛି।।

ଗଞ୍ଜାମ ଜିଲ୍ଲାର ସୁରେଶ ବୋଲି ଜଣେ ଯୁବକ ଗତ ୬ମାସ ତଳେ ଲିଫ୍ଟ ରେ କାମ କରୁଥିବା ବେଳେ ତଳେ ପଡ଼ି ତାଙ୍କର ଅଣ୍ଟା ର ହାଡ଼ ଭାଙ୍ଗି କଟକ SCB medical ରେ ଚିକିତ୍ସିତ ହେଉଥିଲେ, ହେଲେ ଦୁଃଖର ବିଷୟ ଗତ କାଲି ତାଙ୍କର ମୃତ୍ୟୁ ହେଇଥିଲା। ପାଖରେ ଦୁଃଖୀ ମାଆ ଛଡ଼ା ଆଉ କେହି ନଥିଲେ ଏବଂ ପାଖରେ ଅର୍ଥ ଅଭାବ ରୁ ସେ ପୁଅ ର ଶବ କୁ ଘରକୁ ନେଇ ସତ୍କାର କରିବା ସମ୍ଭବ ନଥିଲା।। ଏକଥା ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ଜାଣିବା ପରେ, ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଆମେ ସସମ୍ମାନ ରେ ତାଙ୍କର ଶବ ସତ୍କାର କରିଥିଲୁ।।

ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଏକ ଅସହାୟ ମାଉସୀଙ୍କ ଶବ ସତ୍କାର କରିଥିଲୁ
28/06/2026

ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଏକ ଅସହାୟ ମାଉସୀଙ୍କ ଶବ ସତ୍କାର କରିଥିଲୁ

ହେଲ୍ପ ଦ ହ୍ୟୁମାନିଟି ପୋଷ୍ୟ ଭାବେ ଗ୍ରହଣ କରିଥିବା ବନବିଦ୍ୟାଧରପୁର ବସ୍ତି ରେ ଥିବା କୁନି କୁନି ପିଲାଙ୍କ ସହ ରଜ ପାଳନ କରିଥିଲୁ।। ଚେଷ୍ଟା କର...
14/06/2026

ହେଲ୍ପ ଦ ହ୍ୟୁମାନିଟି ପୋଷ୍ୟ ଭାବେ ଗ୍ରହଣ କରିଥିବା ବନବିଦ୍ୟାଧରପୁର ବସ୍ତି ରେ ଥିବା କୁନି କୁନି ପିଲାଙ୍କ ସହ ରଜ ପାଳନ କରିଥିଲୁ।।
ଚେଷ୍ଟା କରିଥିଲୁ ପିଲାଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ।।

ଧନ୍ଯବାଦ ଦେବୁ ପ୍ରମିଳା ଅପା ଙ୍କୁ ଯିଏ ପିଲାଙ୍କ ସଜବାଜ ନିମନ୍ତେ ସମସ୍ତ ଜିନିଷ ପିଲାଙ୍କୁ ଦେଇଥିଲେ।।

କଥାରେ ଅଛି ଯାହାର କେହି ନଥାନ୍ତି, ତା ପାଇଁ ଜଗନ୍ନାଥ ସମସ୍ତଙ୍କୁ ପଠାନ୍ତି।। ଯାଜପୁର ଜିଲ୍ଲା ର ଏକ ମହିଳା ଯାହାଙ୍କର କେହି ନାହାନ୍ତି। ଗାଁ ଲ...
23/05/2026

କଥାରେ ଅଛି ଯାହାର କେହି ନଥାନ୍ତି, ତା ପାଇଁ ଜଗନ୍ନାଥ ସମସ୍ତଙ୍କୁ ପଠାନ୍ତି।।

ଯାଜପୁର ଜିଲ୍ଲା ର ଏକ ମହିଳା ଯାହାଙ୍କର କେହି ନାହାନ୍ତି। ଗାଁ ଲୋକଙ୍କ ସାହାଯ୍ୟ ରେ ସେ SCB medical ରେ admission ହେଇ ଚିକିତ୍ସିତ ହେଉଥିଲେ।। ହେଲେ ଗତ କାଲି ତାଙ୍କର ମୃତ୍ୟୁ ଘଟିଥିଲା।। ପରେ ଶବ ର ସାଥୀ ଅଭିମନ୍ୟୁ ଭାଇ ଜାଣିବା ପରେ, ଅଭିମନ୍ୟୁ ଭାଇ ଏବଂ ସେ ଗାଁ ଲୋକଙ୍କ ସହଯୋଗରେ ସେ ଅସହାୟ ମହିଳା ଙ୍କ ଶବ ସତ୍କାର କରାଯାଇଥିଲା।।

ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଭାଇ ଙ୍କ ସହଯୋଗରେ SCB medical କୁ ଆସିଥିବା ଏକ ଅସହାୟ ମଉସା ଙ୍କର ଶବ ସତ୍କାର କରି...
14/05/2026

ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଭାଇ ଙ୍କ ସହଯୋଗରେ SCB medical କୁ ଆସିଥିବା ଏକ ଅସହାୟ ମଉସା ଙ୍କର ଶବ ସତ୍କାର କରିଥିଲୁ ।।

Abhimanyu Das
J P Mohanty Papun
Highlights
Help the Humanity

Address

Cuttack
75004

Telephone

+18658564448

Website

Alerts

Be the first to know and let us send you an email when Help the Humanity posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Help the Humanity:

Shortcuts

Share