26/04/2026
𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥
ିନର_ଅନ୍ନଦାତା
𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
#ଅସହାୟ_ଓ_ନିରାଶ୍ରୟ_ବୃଦ୍ଧ_ମା_ବାପାଙ୍କ_ସେବାରେ_ଗୋଟେ_ଦିନ।
ବହୁତ ବହୁତ ଧନ୍ୟବାଦ ସ୍ଵପ୍ନ ଫାଉଣ୍ଡେସନ ର ସଦସ୍ୟା Namita Prusty ଙ୍କୁ ଝିଅ Prachi ନିଜ ଜନ୍ମ ଦିନ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ରେ ପାଳିବା ସହ ଆଶ୍ରମ ମା ବାପା ଙ୍କ ନିମନ୍ତେ ଖାଦ୍ୟ ର ବ୍ୟବସ୍ଥା କରିଥିବାରୁ।ପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଏତିକି ଆଶ୍ରମ ମା ବାପାଙ୍କ ତରଫରୁ ପାର୍ଥନା।
ସମସ୍ତଙ୍କୁ ପ୍ରଣାମ 🙏 ଆମ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ଏକ ବେସରକାରୀ ଅନୁଷ୍ଠାନ ଅଟେ। ଯେଉଁ ବୃଦ୍ଧ ମା ବାପା ମାନେ ଅବହେଳିତ ଓ ନିରାଶ୍ରୟ ତାଙ୍କୁ ଆମ ବୃଦ୍ଧାଶ୍ରମ ରେ ବିନା ଅର୍ଥରେ ଥଇଥାନ କରି ତାଙ୍କୁ ଏକ ଉତ୍ତମ ଜୀବନ ଦେବା ଓ ତାଙ୍କ ଶେଷ ସମୟରେ ସମସ୍ତ ଖୁସି ଦେବାକୁ ଆମେ ଚେଷ୍ଟା କରୁ।ଏହି ସେବା ରେ ଆମେ ଆପଣଙ୍କ ସାହାଯ୍ୟ ଓ ସହଯୋଗ ଭିକ୍ଷା କରୁ।ଆପଣ ମାନେ ଏକ ବର୍ଷରେ ଥରେ ଜନ୍ମଦିନ, ବିବାହ ବାର୍ଷିକୀ, କିମ୍ବା କୌଣସି ବି ସ୍ମୃତିର ଦିନରେ ଆମ ବୃଦ୍ଧାଶ୍ରମ ର ଜଣେ ିନର_ଅନ୍ନଦାତା (𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥) ହୋଇ ଗୋଟେ ଦିନର ଆଶ୍ରମ ଦାଇତ୍ୱ ନେଇ ମା ବାପାଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା କରି ଆଶୀର୍ବାଦ ପ୍ରାପ୍ତ କରି ପାରିବେ। ଅସହାୟ ଓ ନିରାଶ୍ରୟ ବୃଦ୍ଧ ମା ବାପାଙ୍କ ସେବାରେ ଗୋଟେ ଦିନ।
ସ୍ବପ୍ନ ମହଲ ବୃଦ୍ଧାଶ୍ରମ
ଚୌଦ୍ୱାର, ଆଗ୍ରାହାଟ,କଟକ
Contact 096688 88889 ,7750929326, 83289 20228
🌼 𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥 🌼
🏡 𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
❤️
Many many thanks to Prachi for celebrating his birthday at Swapno Mahal Old Age Home and arranging food for the ashram parents. May the Lord bless you with a long life — this is the heartfelt prayer from all the mothers and fathers of the ashram
🙏 Greetings to everyone
There are many elderly parents in our society who have been neglected, abandoned, and left alone. At Swapna Mahal Old Age Home, we try to give these helpless elderly parents love, shelter, food, and dignity so that they can live the rest of their lives with peace and happiness.
Our ashram is a private initiative and runs completely with the support and kindness of generous people like you.
You can make a beautiful difference in their lives by becoming a .
On your Birthday, Wedding Anniversary, or in memory of your loved ones, you can sponsor one day’s food for the elderly parents at our ashram and receive their heartfelt blessings and prayers.
✨ One day of your kindness can bring a full day of happiness to many elderly parents.
🙏 Come forward and be a part of this noble service.
📍 Swapna Mahal Old Age Home
Choudwar, Agrahat, Cuttack
📞 Contact:
096688 88889
7750929326
83289 20228