25/09/2026
ଜାତୀୟ ଆୟୁର୍ବେଦ ଦିବସ ୨୦୨୬ ର ହାର୍ଦ୍ଦିକ ଶୁଭେଚ୍ଛା! 🌿✨
ଆୟୁର୍ବେଦ ହେଉଛି ଆମ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ରତ୍ନ, ଯାହା କେବଳ ରୋଗର ନିରାକରଣ କରେନାହିଁ, ବରଂ ଏକ ସୁସ୍ଥ ଓ ନିରାମୟ ଜୀବନଶୈଳୀ ଅପନାଯିବାର ବାଟ ଦେଖାଏ।
ଏହି ବର୍ଷର ଆଭିମୁଖ୍ୟ — "ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ" (Ayurveda for a Healthier Tomorrow) କୁ ସାକାର କରିବା ପାଇଁ ଆସନ୍ତୁ ଆମେ ଆମର ପ୍ରାକୃତିକ ଚିକିତ୍ସା ପଦ୍ଧତି ଏବଂ ସୁସ୍ଥ ଜୀବନଶୈଳୀକୁ ଆପଣେଇବା।
ENVOY ପରିବାର ତରଫରୁ ସମସ୍ତଙ୍କ ନିରାମୟ ଓ ସୁସ୍ଥ ଜୀବନର କାମନା! ❤️🌱
NaturalHealing OdishaYouth Cuttack