Prince Club

Prince Club Social Club...

ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ  ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା...🙏🙏
14/04/2026

ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା...🙏🙏

ପବିତ୍ର ରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ...
27/03/2026

ପବିତ୍ର ରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

ପଖାଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା         #ପଖାଳଦିବସ
20/03/2026

ପଖାଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
#ପଖାଳଦିବସ

A Historic Win for India.Congratulations to the   on lifting the   for a record third time — a feat that speaks not just...
09/03/2026

A Historic Win for India.

Congratulations to the on lifting the for a record third time — a feat that speaks not just of talent, but also of character and commitment of the team.

This dominant triumph will forever be cherished by every Indian. May it inspire another generation of athletes from across the nation and across different sports.

Best wishes to Team India for even greater heights ahead.


ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କ...
04/03/2026

ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ।

🏆 GPL 2026: THE FINALE! 🏆​And that’s a wrap! The Gopalpur Premier League 2026 has officially come to an end after an inc...
16/02/2026

🏆 GPL 2026: THE FINALE! 🏆
​And that’s a wrap! The Gopalpur Premier League 2026 has officially come to an end after an incredible season of cricket. A huge congratulations to all our winners! 🏏
​🏅 The Hall of Fame
​🏆 CHAMPIONS: DREAM KILLER (What a performance!)
​🥈 RUNNERS-UP: BACARDI BOYZ (Incredible fight!)
​⚡ MAN OF THE TOURNAMENT: ANKIT BEHERA Taking home the EVSCOTER for his outstanding play! 🛵💨
​🙌 Thank You!
​A massive shoutout to all our players, distinguished guests, sponsors, and hardworking Prince Club members for making this tournament a grand success. Your support is what keeps the spirit of Gopalpur cricket alive!
​See you all next season! ✌️🎉

"Three teams. One goal. Let the games begin! 🏆"
12/02/2026

"Three teams. One goal. Let the games begin! 🏆"



"Record-breakers. History-makers. 6th U-19 World Cup title for Team India! 🇮🇳🏆"
06/02/2026

"Record-breakers. History-makers. 6th U-19 World Cup title for Team India! 🇮🇳🏆"

ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଶାନ୍ତି, ମୈତ୍ରୀ ଓ ସଦଭାବନା ହେଉଛି ଆମ ଗଣତନ୍ତ୍ରର ମୂଳ ଆଧାର। ଆସନ୍ତୁ ଏହାକୁ ଅତୁଟ ରଖି...
26/01/2026

ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଶାନ୍ତି, ମୈତ୍ରୀ ଓ ସଦଭାବନା ହେଉଛି ଆମ ଗଣତନ୍ତ୍ରର ମୂଳ ଆଧାର। ଆସନ୍ତୁ ଏହାକୁ ଅତୁଟ ରଖି ରାଜ୍ୟ ତଥା ଦେଶକୁ ଶ୍ରେଷ୍ଠ କରିବା ଦିଗରେ ସମସ୍ତେ ଆଗକୁ ବଢ଼ିବା।

The stakes have never been higher! ⚡️🏏​The Gopalpur Premier League 2026 is back, and we’re bringing the heat! This year,...
20/01/2026

The stakes have never been higher! ⚡️🏏
​The Gopalpur Premier League 2026 is back, and we’re bringing the heat! This year, the player who dominates the field doesn't just get the glory—they ride home on a brand-new Electric Scooter! 🛵💨
​Who will claim the title of Man of the Tournament and take home the biggest prize ever give your choice in comments? 🏆
​📍 Organized by: Prince Club
📅 Year: 2026

Address

Gopalpur
Cuttack

Alerts

Be the first to know and let us send you an email when Prince Club posts news and promotions. Your email address will not be used for any other purpose, and you can unsubscribe at any time.

Share