Friends XI Charitable Trust

Friends XI Charitable Trust Friends XI Charitable Trust, Cuttack
It's a social service group. Helping Towards Needy People.

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଫ୍ରେଣ୍ଡସ ଇଲେଭେନ ପରିବାର ତରଫରୁ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।।💐🙏🙏🙏💐 🔸🔸🔸🔸🔸     🌺❤️😍    ...
27/08/2025

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଫ୍ରେଣ୍ଡସ ଇଲେଭେନ ପରିବାର ତରଫରୁ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।।💐🙏🙏🙏💐
🔸
🔸
🔸
🔸
🔸
🌺❤️😍 #2025

ଚଳିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଇଂରାଜୀ ତା ୨୭/୦୮/୨୦୨୫ ରିଖ ବୁଧବାର ଫ୍ରେଣ୍ଡସ ଇଲେଭେନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଭୁ ଶ୍ରୀ...
18/08/2025

ଚଳିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଇଂରାଜୀ ତା ୨୭/୦୮/୨୦୨୫ ରିଖ ବୁଧବାର ଫ୍ରେଣ୍ଡସ ଇଲେଭେନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି।

ସବୁ ବର୍ଷ ପରି ଏଥର ମଧ୍ୟ ଟ୍ରଷ୍ଟ ତରଫରୁ ମାନବ ସେବାର କାର୍ଯ୍ୟକ୍ରମ ରହିଅଛି । ଏଣୁ ସବିନୟ ଅନୁରୋଧ ଆପଣ ସପରିବାର ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ପଦାର୍ପଣ କରି ବିଭୁକୃପା ଲାଭ କରିବା ସହ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବେ।

ଚଳିତ ବର୍ଷର ପୂଜାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଟ୍ରଷ୍ଟ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଏଥିଲାଗି ଆପଣମାନଙ୍କ ସାହାଯ୍ୟ ସହଯୋଗ ଏକାନ୍ତ କାମ୍ୟ।
💐🙏💐🙏💐🙏💐

🔻 କାର୍ଯ୍ୟସୂଚୀ 🔻
🔸ତା. ୨୭/୦୮/୨୦୨୫ ରିଖ (ବୁଧବାର)
* ପୂଜାରମ୍ଭ - ପ୍ରାତଃ ୮.୦୦ ଘଟିକା
* ପୁଷ୍ପାଞ୍ଜଳି - ପ୍ରାତଃ ୮.୩୦ ଘଟିକା
* ମହାଆଳତି - ସନ୍ଧ୍ୟା ୭.୦୦ ଘଟିକା
* ଭଜନ ସମାରୋହ - ସନ୍ଧ୍ୟା ୭.୩୦ ଘଟିକା
* ପ୍ରସାଦ ସେବନ - ରାତ୍ର ୯.୦୦ ଘଟିକା

🔸ତି. ୨୮/୦୮/୨୦୨୫ ରିଖ (ଗୁରୁବାର)
* ମାନବ ସେବା (୫୫୦ରୁ ଉର୍ଦ୍ଧ ପିଲାମାନଙ୍କ ନିମନ୍ତେ) ଦିବା - ୯.୦୦ ଘଟିକା
* ସ୍ଥାନ - ସଂକଳ୍ପ ଶିଶୁ ଯତ୍ନ ଅନୁଷ୍ଠାନ, ପତ୍ରକଣା, ଅଡଶପୁର, କଟକ

ଯୋଗାଯୋଗ - 7655009906, 7437898335, 9583041934

ଫ୍ରେଣ୍ଡସ XI ପରିବାର ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।। 💐🙏💐🙏💐🔸🔸🔸🔸🔸🔸🔹🔹🔹🔹🔹🔹🔹 🍯🍯...
14/04/2025

ଫ୍ରେଣ୍ଡସ XI ପରିବାର ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।। 💐🙏💐🙏💐🔸🔸🔸🔸🔸🔸
🔹
🔹
🔹
🔹
🔹
🔹
🔹
🍯🍯
❤️
🚩
🇮🇳

ଜୟ ଶ୍ରୀରାମ ।। JAY SHREE RAM 💐💐💐 ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଫ୍ରେଣ୍ଡସ ଇଲେଭେନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ...
06/04/2025

ଜୟ ଶ୍ରୀରାମ ।। JAY SHREE RAM 💐💐💐
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଫ୍ରେଣ୍ଡସ ଇଲେଭେନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।🙏🙏🙏🙏
#ଜୟଶ୍ରୀରାମ ❤️ 🇮🇳

ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।HAPPY UTKAL DIVAS 💐💐💐❗🔸🔸🔸🔸🔸   #2025🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚💯🔱🕉️      ...
01/04/2025

ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
HAPPY UTKAL DIVAS 💐💐💐❗
🔸
🔸
🔸
🔸
🔸
#2025🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚💯🔱🕉️

🇮🇳

ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ 'ପଖାଳ' ବିଶ୍ୱ ପଖାଳ ଦିବସ ରେ ଶୁଭେଚ୍ଛା ।ଓଡ଼ିଆ ଜାତିର ସ୍ୱାଦ...ଓଡ଼ିଆଙ୍କ ପରିଚୟ...ଓଡ଼ିଆଙ୍କ ପ୍ରାଣ...ଷାଠିଏ...
20/03/2025

ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ 'ପଖାଳ' ବିଶ୍ୱ ପଖାଳ ଦିବସ ରେ ଶୁଭେଚ୍ଛା ।
ଓଡ଼ିଆ ଜାତିର ସ୍ୱାଦ...ଓଡ଼ିଆଙ୍କ ପରିଚୟ...ଓଡ଼ିଆଙ୍କ ପ୍ରାଣ...ଷାଠିଏ ପଉଟିର ଅଂଶ...ମୋ ପଖାଳ...
🔸
🔸
🔸
👌❤️🤘😍

#ପଖାଳଦିବସ

ସରସ୍ଵତୀ ପୂଜା / ବସନ୍ତ ପଞ୍ଚମୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🙏।🔸 HAPPY BASANT PANCHAMI -2025 |🔸 HAPPY SARASWATI PUJA -20...
02/02/2025

ସରସ୍ଵତୀ ପୂଜା / ବସନ୍ତ ପଞ୍ଚମୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🙏।
🔸 HAPPY BASANT PANCHAMI -2025 |
🔸 HAPPY SARASWATI PUJA -2025 |
🔸
🔸
🔸
🇮🇳

୭୬ତମ ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐 🙏HAPPY REPUBLIC DAY 🇮🇳🇮🇳🇮🇳🇮🇳🇮🇳🇮🇳🔸🔸🔸🔸🔸     #2025🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳...
26/01/2025

୭୬ତମ ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐 🙏
HAPPY REPUBLIC DAY 🇮🇳🇮🇳🇮🇳🇮🇳🇮🇳🇮🇳
🔸
🔸
🔸
🔸
🔸
#2025🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚🇮🇳🧡🤍💚💯🔱🕉️ 🇮🇳

03/01/2025

Address

Subhadrapur
Cuttack
753011

Website

Alerts

Be the first to know and let us send you an email when Friends XI Charitable Trust posts news and promotions. Your email address will not be used for any other purpose, and you can unsubscribe at any time.

Share