23/08/2026
ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ କଟକ ବଡ଼ ମେଡିକାଲ (SCB) ରେ ସକାଳ ଜଳଖିଆ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏ କାର୍ଯ୍ୟକ୍ରମ କେବଳ ଦୁଃଖର ସାଥି ପରିବାର ର ସଦସ୍ୟା ସଦସ୍ୟ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି। ଏହା ପରିବାର ର ପୂର୍ବ ନିଷ୍ପତି ଦ୍ୱାରା ପରିଚାଳିତ।