No Tears Foundation

No Tears Foundation A voluntary, non-profit organisation to help and stand for the people in distress.

ଖୁସି ବାଣ୍ଟିବାର ଛୋଟିଆ ପାୟସ।ରଜ ପର୍ବ ରେ ବସ୍ତି ରେ ଥିବା କୁନି କୁନି ଝିଅ ମାନଙ୍କ ସହିତ ରଜ ପାଳନ କରିଥିଲୁ। ତାଙ୍କୁ ନୂତନ ବସ୍ତ୍ର ମେହେଣ୍ଡ...
13/06/2023

ଖୁସି ବାଣ୍ଟିବାର ଛୋଟିଆ ପାୟସ।
ରଜ ପର୍ବ ରେ ବସ୍ତି ରେ ଥିବା କୁନି କୁନି ଝିଅ ମାନଙ୍କ ସହିତ ରଜ ପାଳନ କରିଥିଲୁ। ତାଙ୍କୁ ନୂତନ ବସ୍ତ୍ର ମେହେଣ୍ଡି ଲଗାଇ ଅଳତା ରଜ ପାନ ତାଙ୍କ ସହିତ କିଛି ଖୁସୀ ର ମୁହୂର୍ତ୍ତ ରେ ସାମିଲ ହୋଇ ସମସ୍ତ ସଦସ୍ୟ ସଦସ୍ୟା ବହୁତ ଖୁସି ଅନୁଭବ କରିଥିଲେ।

Ur small contribution towards helpless on the eve of rajo festival put a lot of smile on their face . On the Eve of rajo...
07/06/2023

Ur small contribution towards helpless on the eve of rajo festival put a lot of smile on their face . On the Eve of rajo festival we r going to celebrate in a different way .On this rajo we r going to celebrate rajo in slum area. ଅସ ରଜ ପାଳିବା କିଛି ନିଆରା ଢଙ୍ଗରେ ।ବସ୍ତିରେ ଥିବା ଅସହାୟ ପିଲା କୁଂ ନୂତନ ବସ୍ତ୍ର ଦେଇ ଖୁସି ଆଣିଦେବା ତାଙ୍କ ମୁହଁରେ । ଆପଣ ମାନେ ମଧ୍ୟ ସାମିଲ ହେଇପାରିବେ ଏ ମହତ କାର୍ଯ୍ୟରେ ।

29/05/2023

Free eye check up camp at Nuapada

ଆଜି ୨୮/୦୫/୨୦୨୩ ରବିବାର ନୂଆପଡା ଦୋଳମଣ୍ଡପ ନିକଟ କ୍ଲବହାଉସରେ ନୋ ଟିଅର୍ସ ଫାଉଣ୍ଡେସନ ଓ ନେତ୍ରମ୍ କେୟାରର ମିଳିତ ଆନୁକୁଲ୍ୟରେ ଓ କୁଂଜବିହାରୀ...
28/05/2023

ଆଜି ୨୮/୦୫/୨୦୨୩ ରବିବାର ନୂଆପଡା ଦୋଳମଣ୍ଡପ ନିକଟ କ୍ଲବହାଉସରେ ନୋ ଟିଅର୍ସ ଫାଉଣ୍ଡେସନ ଓ ନେତ୍ରମ୍ କେୟାରର ମିଳିତ ଆନୁକୁଲ୍ୟରେ ଓ କୁଂଜବିହାରୀ କ୍ଲବ୍ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିନ ହୋଇଥିଲା

ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ନୋ ଟିଏର୍ସ ଫାଉଣ୍ଡେସନ ତରଫରୁ ବିଦ୍ୟାଧରପୁର ଠାରେ ଦହି ପାଣି ବଣ୍ଟନ।
14/04/2023

ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ନୋ ଟିଏର୍ସ ଫାଉଣ୍ଡେସନ ତରଫରୁ ବିଦ୍ୟାଧରପୁର ଠାରେ ଦହି ପାଣି ବଣ୍ଟନ।

ପବିତ୍ର 73 ତମ ସାଧାରଣତନ୍ତ୍ର ଦିବସ  ଓ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ପୂଜା ଉପଲକ୍ଷେ ଜଗତପୁର ସ୍ଥିତ ତ୍ରିନାଥ ବସ୍ତି ରେ ପାଠ୍ୟ ଉପକରଣ ବ...
26/01/2023

ପବିତ୍ର 73 ତମ ସାଧାରଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ପୂଜା ଉପଲକ୍ଷେ ଜଗତପୁର ସ୍ଥିତ ତ୍ରିନାଥ ବସ୍ତି ରେ ପାଠ୍ୟ ଉପକରଣ ବଣ୍ଟନ

ଶୀତ କାକର ରାତି ରେ ରାସ୍ତା କଡରେ ଶୋଇ ରହିଥିବା ଅସହାୟ ଲୋକ ମାନଙ୍କ ପାଇଁ ଅର୍ଦ୍ଧ ରାତ୍ର ରେ  No Tears Foundation ର ଏକ ନିଆରା ପଦକ୍ଷେପ  ...
16/12/2022

ଶୀତ କାକର ରାତି ରେ ରାସ୍ତା କଡରେ ଶୋଇ ରହିଥିବା ଅସହାୟ ଲୋକ ମାନଙ୍କ ପାଇଁ ଅର୍ଦ୍ଧ ରାତ୍ର ରେ No Tears Foundation ର ଏକ ନିଆରା ପଦକ୍ଷେପ ।।।।।।

ଦିନ କୁ ଦିନ ଶୀତ ର ପ୍ରକୋପ ବଢି ଚାଲିଛି ।ଏଇ ଶୀତ ଦାଉରୁ ରକ୍ଷା କରିବା ପାଇଁ, ରାତିରେ ରାସ୍ତା କଡରେ ଶୋଇ ରହିଥିବା କିଛି ଅସହାୟ ଲୋକ ମାନଙ୍କ ପାଇଁ ଅର୍ଦ୍ଧ ରାତ୍ର ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।
ସହରା ର ବିଭିନ୍ନ ସ୍ଥାନରେ ଗଭୀର ନିଦ ରେ ବିନା ଶୀତ ବସ୍ତ୍ର ରେ ଶୋଇ ରହିଥିବା ଅସହାୟ ଅସୁସ୍ଥ ଲୋକ ମାନଙ୍କୁ କମ୍ବଳ ଘୋଡେଇ ଦିଆଯାଇଥିଲା ।

ସେମାନଙ୍କ ମୁହଁ ରେ ଟିକେ ହସ ,ଆମର ଆତ୍ମ ସନ୍ତୋଷ ।।।।

Address

Cuttack

Telephone

+917854878077

Website

Alerts

Be the first to know and let us send you an email when No Tears Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to No Tears Foundation:

Share