Go Sevak RMD

Directions Website

Go Sevak RMD gabo biswas matrah

08/10/2026

ଆମେ ସରକାର କୁ ବିରୋଧ କଲେ କିଛି ଅନ୍ଧ ଭକ୍ତ ଙ୍କ ର ବହୁତ୍ ଜଳା ପୋଡ଼ା ହୁଏ ସେଇ ମାନଙ୍କ ପାଇଁ ଭିଡିଓ । ତମ ସରକାର ଖତ ହେଇଯିବ ଲେଖି କି ରଖ।

07/10/2026

ମ ଘରେ କେଟେତ ଅଛନ୍ତି ପଚାର ଯାଉମନେ ପଚାରନ୍ତି ଦେଖି ନିଅ ।

07/10/2026

ରାସ୍ତା ରେ ବେଙ୍ଗ ଟେ ଦେଖିଲେ ଗାଡ଼ି ସ୍ଲୋ କରୁ ଆମେ ।କିନ୍ତୁ କେମିତି ଲୋକ ମାନେ ଏତେ ବଡ଼ ବଡ଼ ଗୌ ବଂଶ ଦେଖି ପାରୁ ନାହାନ୍ତି।
ସେଇ ପାଇଁ ଲୋକ ଟ୍ରକ୍ ବସ ତଳେ ପଡ଼ି ମାରୁଛନ୍ତି ସୁଧାରି ଜାଓ

06/10/2026
06/10/2026

ଭତା ଦବା କୁ ସରକାର ପାଖରେ ପଇସା ନାହିଁ । ଆମ ସାଧାରଣ ଜନତା ଙ୍କ ପଇସା ଇଲେକ୍ସନ ରେ ନ ଲଗେଇ ସୂର୍ଯ୍ୟ ବଂଶୀ ସୁରଜ୍ କୁ କୁହ ତା ପୈତୃକ ସମ୍ପତି ରେ ଇଲେକ୍ସନ କରୁ

06/10/2026

ଗୌମାତା ର ସେବା ସୁରକ୍ଷା ସମ୍ମାନ ପାଇଁ ଗୌ ସମ୍ମାନ ଆହ୍ବାନ ରେ ଯୋଗ ଦିୟନ୍ତୁ ।

05/10/2026

ଧନ୍ୟବାଦ ଦେବି ଓଟିଭି ମିଡିଆ କୁ । ଗୌମତ ମାତା ଙ୍କ ପାଇଁ ଆଖି ଖୋଲି ଥିବା ରୁ ,ବାକି ରହିଲା ନପୁଂସକ ସରକାର ର ନିଦ କେବେ ଭାଙ୍ଗୁଛି ।

05/10/2026

ଜୀବନ ର ସତ୍ୟ ମୃତ୍ୟୁ । ଯେ କୌଣସି ସମୟ ରେ ଆସିଯାଏ ପାରେ।
ତା ପରେ ଭି ଲୋକ ମାନେ ମିଛ ମୋହ ମାୟା ପଛରେ ପଡ଼ି ରୁହନ୍ତି ।

05/10/2026

ଭଗବାନ ଙ୍କ ନାମ ରେ କେସ ହବା ମାଲିକ ରେ ବର୍ଣ୍ଣନା ଥିଲା ।
ଘୋର କଳିଯୁଗ । ଯଥା କର୍ମ ତଥା ଫଳ ।ଜୟ ଗୋମାତା ଜୟ ଗୋପାଳ

Address

Nitya Nanda Seba Asharam
Balasore
756042

Alerts

Be the first to know and let us send you an email when Go Sevak RMD posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share