17/06/2026
ଆଜି ତୋଷରା ଜନସାଧାରଣ ତଥା ବିଭିନ୍ନ ସାମାଜିକ କର୍ମୀ, କାଉନସିଲର ଓ nac ଅଧ୍ୟକ୍ଷ ଙ୍କ ସହ ତୋଷରା ର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ରେ ଅଞ୍ଚଳବାସୀ ଙ୍କ ସହଯୋଗ ଓ ସେବାପ୍ରବଣତା ଅକଳ୍ପନୀୟ ଥିଲା । ଆଶା ଅଗାମୀ ଦିନ ରେ ଅଞ୍ଚଳ ର ବିକାଶ ପାଇଁ ଏଭଳି ସହଯୋଗ ରହିବ ।
#ଜୈ_ତୋଷରା #ସଂଗ୍ରାମ_ଜାରି_ରହିବ