09/03/2025
ନିଷ୍ଠା , ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପ୍ରତିଭା ଙ୍କୁ "ନିଷ୍ଠା ସମ୍ମାନ -୨୦୨୫ " ରେ ସମ୍ମାନିତ କରାଯାଇଥିଲା ।
୧.ଶ୍ରୀମତୀ ସସ୍ମିତା ପଟ୍ଟନାୟକ
(ସଫଳ ଉଦ୍ୟଗି)
୨.ଶ୍ରୀମତୀ ରଶ୍ମିତା ପତି
( ସଫଳ ଉଦ୍ୟଗି)
୩.ହୋନି ସଉନ୍ତା -
(ସଫଳ ଆଶ
୪. ଯୋଶଦା କିର୍ଶନି
(ସ୍ୱଚ୍ଛ ସାଥି)
୫. ଶ୍ରୀ କୁର୍ମା ରାଓ
(ସଫଳ ସାମ୍ବାଦିକ)
୬.ବୁଲୁ ମିସ୍ତ୍ରୀ
( ସମାଜସେବୀ)