Nature Friends CLUB

Nature Friends CLUB Contact information, map and directions, contact form, opening hours, services, ratings, photos, videos and announcements from Nature Friends CLUB, Nonprofit Organization, Soro.

ପାହାଡ଼ ମା’ ମୋର ହୃଦୟ ଡାକେ,ନଦୀ ଗାଏ ତାହାର ସ୍ୱର।ବନର ଛାୟାରେ ଶାନ୍ତି ମିଳେ,ଅମିତ ପ୍ରେମ ଭରି ଅନ୍ତର।
27/10/2025

ପାହାଡ଼ ମା’ ମୋର ହୃଦୟ ଡାକେ,
ନଦୀ ଗାଏ ତାହାର ସ୍ୱର।
ବନର ଛାୟାରେ ଶାନ୍ତି ମିଳେ,
ଅମିତ ପ୍ରେମ ଭରି ଅନ୍ତର।

ସ୍ୱେଚ୍ଛାକୃତ ରକ୍ତଦାନ  ଶିବିର 2023
22/01/2023

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 2023

19/01/2023
ପୂର୍ବ ବର୍ଷ ୨୦୨୦ ଏବଂ ୨୦୨୧ ରେ ଆପଣ ମାନେ ବହୁତ ସାରା ସହଯୋଗ ଓ ଭଲପାଇବା ଉଜାଡି ଦେଇ  ଉସାହିତ କରିଛନ୍ତି ସତେ ଯେମିତି ଇନ୍ଧନ ହିନ ଗାଡ଼ି ରେ ...
19/01/2023

ପୂର୍ବ ବର୍ଷ ୨୦୨୦ ଏବଂ ୨୦୨୧ ରେ ଆପଣ ମାନେ ବହୁତ ସାରା ସହଯୋଗ ଓ ଭଲପାଇବା ଉଜାଡି ଦେଇ ଉସାହିତ କରିଛନ୍ତି ସତେ ଯେମିତି ଇନ୍ଧନ ହିନ ଗାଡ଼ି ରେ ଇନ୍ଧନ ଭରିବା ଭଳି ଏହି ଇନ୍ଧନ (ଭଲ ପାଇବା ଓ ସହଯୋଗ) ଯୋଗେ ଆମ ଗାଡ଼ି ଆଗକୁ ମାଡି ପୂର୍ବ ବର୍ଷ ପରି ଏହି ଚଳିତ ବର୍ଷ ବି ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରୁଛି ଏହି ଶିବିରରେ ଯୋଗ ଦେବା ପାଇଁ ଅନୁରୋଧ

ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଧନଂ,ରଥେତୁ ବାମନଂ ଦୃଷ୍ଟ୍ଵା, ପୁ୍ର୍ନଃଜନ୍ମ ନ ଲଭ୍ଯତେଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍...
01/07/2022

ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଧନଂ,
ରଥେତୁ ବାମନଂ ଦୃଷ୍ଟ୍ଵା, ପୁ୍ର୍ନଃଜନ୍ମ ନ ଲଭ୍ଯତେ

ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ।


#ରଥଯାତ୍ରା

ରହ ଆରେ କାଠୁରିଆ ନ ପକାଅ ହାଣି,ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ।ବସି କୁହ...
05/06/2022

ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।
ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ।
ବସି କୁହୁକୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡ଼ାଳେ।
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳ ବାଟୋଇ ତ ବସେ ଏହା ତଳ।
- ପଲ୍ଲୀ କବି ନନ୍ଦକିଶୋର ବଳ
#ବିଶ୍ୱପରିବେଶଦିବସ

This World Environment Day, we urge you to come together and join hands to save our precious Earth for future generation...
05/06/2022

This World Environment Day, we urge you to come together and join hands to save our precious Earth for future generations to come.

ଆମ ବାଡି ବଗିଚା ରେ ଥିବା ଅତ୍ୟନ୍ତ ଉପକାରୀ ଔଷଧୀୟ ଗୁଣ ଥିବା ବୃକ୍ଷ🌿🌱☘️🌾🌵🪴🍀🌳🌲🌼
24/03/2022

ଆମ ବାଡି ବଗିଚା ରେ ଥିବା ଅତ୍ୟନ୍ତ ଉପକାରୀ ଔଷଧୀୟ ଗୁଣ ଥିବା ବୃକ୍ଷ🌿🌱☘️🌾🌵🪴🍀🌳🌲🌼

କିଏ କହେ ପ୍ରେମର ରଙ୍ଗ ଗୋଲାପୀ ବୋଲି !? ମୋ ପାଇଁ ତ..... Spring season
13/03/2022

କିଏ କହେ ପ୍ରେମର ରଙ୍ଗ ଗୋଲାପୀ ବୋଲି !? ମୋ ପାଇଁ ତ..... Spring season

Address

Soro
756045

Opening Hours

Monday 5am - 9am
Tuesday 5am - 9am
Wednesday 5am - 9am
Thursday 5am - 9am
Friday 5am - 9am
Saturday 5am - 9am
Sunday 6am - 7pm

Website

Alerts

Be the first to know and let us send you an email when Nature Friends CLUB posts news and promotions. Your email address will not be used for any other purpose, and you can unsubscribe at any time.

Share