Budharaja Youth Association for Social Development,Sonepur-BYASD

  • Home
  • India
  • Sonepur
  • Budharaja Youth Association for Social Development,Sonepur-BYASD

Budharaja Youth Association for Social Development,Sonepur-BYASD helping someone is one of the best feeling ever,so lets start to help...

08/08/2026
ଆଜି ଆମ ମାନଙ୍କ ପ୍ରିୟ ସାଂସଦ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ସମସ୍ତ ବରିଷ୍ଟ ବ୍ୟକ୍ତି ବିଶ...
18/07/2026

ଆଜି ଆମ ମାନଙ୍କ ପ୍ରିୟ ସାଂସଦ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ସମସ୍ତ ବରିଷ୍ଟ ବ୍ୟକ୍ତି ବିଶେଷ ତଥା ବିଭିନ୍ନ ବର୍ଗ ରେ ସାମାଜିକ କାମ ପାଇଁ ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସର୍କିଟ ହାଉସ ଠାରେ ଏକ ସଭା ର ଆୟୋଜନ କରି ସମସ୍ତ ଙ୍କୁ ସମ୍ମାନୀତ କରିବା ସହିତ ତାଙ୍କର ସହ ଜଡିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିବାରୁ ଆମର ପ୍ରିୟ ସାଂସଦ ଙ୍କୁ ବୁଢ଼ାରଜା ଯୁବ ସମାଜ ସେବୀ ସଂଗଠନ ପକ୍ଷରୁ ଆନ୍ତରିକ ଶୁଭେଚ୍ଛା 👏👏👏👏
ଧନ୍ୟବାଦ ଜିଲ୍ଲା ର ଦୁଇ ଜଣ ରାଜନୀତିକ ଦଳର କର୍ମକର୍ତା ତଥା ଆମ ସାଂସଦ ଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ ନିର୍ବାହ କରୁଥିବା ସାନନ୍ଦ ମେହେର ଦାଦା ଆଉ ସ୍ୱରୂପ ପାତ୍ର ଦାଦା ଙ୍କୁ ଏଭଳି ଏକ ଆୟୋଜନ କରି ସମସ୍ତ ସାଂଗଠନିକ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଆମ ପ୍ରିୟ ସାଂସଦ ଙ୍କ ଦ୍ଵାରା ସମ୍ମାନିତ କରାଇଥିବାରୁ 👏👏👏👏👏👏👏👏👏

ଏହି ପିଲାଟି ର ଘର ଟୁନୁପାଲି ବୋଲି କହୁଛି ତାଙ୍କୁ କେହି ଆଣି ସୁବର୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ତାର ଆଖି ଦିଶୁନଥିବାରୁ ସେ...
30/06/2026

ଏହି ପିଲାଟି ର ଘର ଟୁନୁପାଲି ବୋଲି କହୁଛି ତାଙ୍କୁ କେହି ଆଣି ସୁବର୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ତାର ଆଖି ଦିଶୁନଥିବାରୁ ସେ କିଛି ଦେଖିପାରୁନାହିଁ, ତାଙ୍କୁ ତାଙ୍କର ଘର ଲୋକେ କେହି ନ ପଚାରିବାରୁ ସେ ବହୁତ୍ ଅସୁବିଧା ରେ ଥିବା କହିଛନ୍ତି ତାଙ୍କୁ ଆଖିରେ ମୋତୀୟ ବିନ୍ଦୁ ହେଇଥିବାରୁ ଡ଼କ୍ଟର ପଣ୍ଡାପାଲି ସ୍ଥିତ ଆଖି ହସ୍ପିଟାଲ କୁ ନେଇ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି, ଆସନ୍ତା କାଲି ତାଙ୍କୁ ନେ଼ଇ ଉତ୍ତମ ଚିକିତ୍ସା ପାଇଁ ଅନୁଷ୍ଠାନ ପକ୍ଷ ରୁ ସମସ୍ତ ବ୍ୟବସ୍ଥା କରାଯିବ , ମା ସୁରେଶ୍ଵରୀ ତାଙ୍କୁ ଜଲ୍ଦୀ ସୁସ୍ଥ କରି ଦିଅନ୍ତୁ,👏👏👏👏👏👏👏

Address

Budharaja Chowk
Sonepur
767017

Telephone

+919438835025

Website

Alerts

Be the first to know and let us send you an email when Budharaja Youth Association for Social Development,Sonepur-BYASD posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share