Saikrupa Shiksha Niketan

Saikrupa Shiksha Niketan Contact information, map and directions, contact form, opening hours, services, ratings, photos, videos and announcements from Saikrupa Shiksha Niketan, Community Center, Sonepur.

30/03/2026
ନାମଲେଖା ଆରମ୍ଭ.....
17/03/2026

ନାମଲେଖା ଆରମ୍ଭ.....

  SIKSHYA NIKETAN  #ଛାତ୍ରଛାତ୍ରୀଙ୍କ_ସଫଳତା #ସାଇକୃପା_ଶିକ୍ଷା_ନିକେତନ,ସୁବର୍ଣ୍ଣପୁରର ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍...
06/03/2025

SIKSHYA NIKETAN #
ଛାତ୍ରଛାତ୍ରୀଙ୍କ_ସଫଳତା

#ସାଇକୃପା_ଶିକ୍ଷା_ନିକେତନ,ସୁବର୍ଣ୍ଣପୁରର ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଚାରିଜଣ ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତି (NRTS) ପରୀକ୍ଷା ୨୦୨୪-୨୫ରେ ସଫଳତା ହାସଲ କରି ନିଜ ସ୍କୁଲ ଏବଂ ନିଜ ପରିବାର ପାଇଁ ଗୋୖରବ ଆଣିଛନ୍ତି ।

ଏଠାରେ ଆଉ ଏକ ଗୌରବର ଵିଷୟ ହେଉଛି, ୨୦୧୪ ରୁ କ୍ରମାଗତ ଭାବେ ସାଇକୃପା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ହାସଲ କରିବାରେ ସକ୍ଷମ ହେଉଛନ୍ତି ।

ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବିଦ୍ୟାଳୟର ଚେୟାରମେନ୍ ଶ୍ରୀଯୁକ୍ତ ଜଳଧର ସାହୁ ( ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ) ଙ୍କୁ ଅନେକ ପ୍ରଶଂସା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବିଦ୍ୟାଳୟର ସଂସ୍କାର, ଶିକ୍ଷାଦାନ ଶୈଳୀ ଏବଂ ଶିକ୍ଷକମାନଙ୍କ ପ୍ରମୁଖ ତତ୍ତ୍ଵାବାଧାନତା ପାଇଁ ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ପାଇ ପାରୁଛନ୍ତି ବୋଲି ଚେୟାରମେନ୍ ମହୋଦୟ ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଛନ୍ତି |

Address

Sonepur
767017

Telephone

+919337154146

Website

Alerts

Be the first to know and let us send you an email when Saikrupa Shiksha Niketan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Saikrupa Shiksha Niketan:

Share