Friends Help Group

Friends Help Group "T hose who are less fortunate
O ften don't want to ask for help.

our mission is to do various welfare programmes like house sparrow conservation,Tree plantation,protect ans save reamaing tree,awarness camp on tree plantation,save elephant and organise Free Medical Camp, H ard times hit all of us at some point
E njoy your good fortune
L et your fortune help others
P eople helping people makes this world a better place!"

 #ବ୍ରଜପାତ ବେଳେ ବଜ୍ର ପାତ ଜନିତ ମୃତ୍ଯୁରୁ ରକ୍ଷା ପାଇବା ପାଇଁ ଫାଙ୍କା ସ୍ଥାନ ରେ ଅଧିକ ରୁ ଅଧିକ ତାଳଗଛ ଲଗାଇବା ଜରୁରୀ lବର୍ତମାନ ତାଳ ପାଚି...
31/08/2025

#ବ୍ରଜପାତ ବେଳେ ବଜ୍ର ପାତ ଜନିତ ମୃତ୍ଯୁରୁ ରକ୍ଷା ପାଇବା ପାଇଁ ଫାଙ୍କା ସ୍ଥାନ ରେ ଅଧିକ ରୁ ଅଧିକ ତାଳଗଛ ଲଗାଇବା ଜରୁରୀ lବର୍ତମାନ ତାଳ ପାଚି ପଡିବା ଆରମ୍ଭ ହୋଇଯାଇଥିବାରୁ ବର୍ଷା ଦିନେ ଅଧିକ ରୁ ଅଧିକ ତାଳ ଚାରା ରୋପଣ କରିବା ହିଁ ଲକ୍ଷ୍ୟ l ଆନ୍ତରିକ ଧନ୍ୟବାଦ #ଅଭି ସାର୍ ଙ୍କୁ 🙏🙏 , ଅଜସ୍ର କୃତଜ୍ଞତା ନେମାଳ ତ୍ରିକୋଣଭୁମି ଅଂଚଳର ବରିଷ୍ଠ ସମାଜସେବୀ Narayan Dwibedy ସାର୍ ଙ୍କ ଉପସ୍ଥିତି 🙏🙏ଆମକୁ ଅନେକ ପ୍ରେରଣା ମିଳିଛି ..କୁନି କୁନି ପିଲାମାନଙ୍କ ମନରେ ପରିବେଶ ପ୍ରତି🌳💚💚🌳 ସମ୍ବେଦନଶୀଳତା ବଢୁ ....ସାଥି ମାନଙ୍କ ୨୦୦ ତାଳ ଚାରା ରୋପଣ




17/08/2025

ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ପ୍ରଭାବରେ ତାମମାତ୍ରା ବଢୁଛି। ବାୟୁମଣ୍ଡଳରେ ଅସ୍ଥିରତା ଯୋଗୁ ବଢୁଛି ବଜ୍ରପାତର ତୀବ୍ରତା। ତେବେ ମଣିଷ ଗୃହପାଳିତ ପ୍ରାଣୀଙ୍କୁ ବଜ୍ରପାତରୁ ରକ୍ଷା କରୁଥିବା ତାଳଗଛର ସୁରକ୍ଷା ପାଇଁ ଜନସଚେତନତା ଜରୁୀର ହୋଇପଡ଼ିଛି।
August 15 nature palm tree action for safe environment

ଆମ ତ୍ରିକୋଣଭୁମି  (ମହାନଦୀ ଓ ଚିତ୍ରତ୍ପୋଳା ନଦୀ) ମାଟି ର  ସମସ୍ତ ପରିବେଶ ପ୍ରେମୀ ଓ ଗାଁ ମାଟି କୁ ଭଲ ପାଉଥିବା  #ଗଣପତି_ଗୋଲ୍ଡେନ କ୍ଲବ (ଗୋ...
15/08/2025

ଆମ ତ୍ରିକୋଣଭୁମି (ମହାନଦୀ ଓ ଚିତ୍ରତ୍ପୋଳା ନଦୀ) ମାଟି ର ସମସ୍ତ ପରିବେଶ ପ୍ରେମୀ ଓ ଗାଁ ମାଟି କୁ ଭଲ ପାଉଥିବା #ଗଣପତି_ଗୋଲ୍ଡେନ କ୍ଲବ (ଗୋପୀନାଥପୁର) ଯୁବ ବନ୍ଧୁ ମାନଙ୍କୁ ଅଜସ୍ର ଶୁଭେଚ୍ଛା 💚💐
ପ୍ରକୃତି ଈଶ୍ବରଙ୍କ ସାକ୍ଷାତ୍ ପରିଭାଷା। ଭଲପାଇବା ପରି ମହାନ ଗୁଣକୁ ଶିଖାନ୍ତି ବୃକ୍ଷ, ଗୁଳ୍ମ, ଲତାଦି ଉଦ୍ଭିଦ ଯେଉଁମାନେ ନିଃସ୍ବାର୍ଥପର ଏବଂ ନିରବରେ ସମଗ୍ର ଜୀବଜଗତର ହିତସାଧନ କରିଥାନ୍ତି। ଜଗତ କଲ୍ୟାଣ କରୁଥିବାରୁ ବୃକ୍ଷ ପୂଜନ ର ବିଧି ବି ରହିଛି । ଆସନ୍ତୁ ବୃକ୍ଷରୋପଣ କୁ ଏକ ଆନ୍ଦୋଳନର ରୂପଦେଇ ପ୍ରକୃତିକୁ ପୁଷ୍ଟ କରିବା।

Friends Help Group cuttack

🌳 🌳 🌳 🌍 🌍

  ଆଜି ଶ୍ରାବଣ ପୁର୍ଣ୍ଣିମା  ପ୍ରଚୁର ତାଳ ମଞି ମିଳେ ପ୍ରକୃତି କୋଳ ରୁ ...ଏଣୁ ଯେତେ ସମ୍ଭବ ତାଳ ସଂଗ୍ରହ କରି ରୋପଣ କରନ୍ତୁ ଗୋଟେ ସୁନ୍ଦର ଓ ସ...
09/08/2025


ଆଜି ଶ୍ରାବଣ ପୁର୍ଣ୍ଣିମା ପ୍ରଚୁର ତାଳ ମଞି ମିଳେ ପ୍ରକୃତି କୋଳ ରୁ ...ଏଣୁ ଯେତେ ସମ୍ଭବ ତାଳ ସଂଗ୍ରହ କରି ରୋପଣ କରନ୍ତୁ ଗୋଟେ ସୁନ୍ଦର ଓ ସନ୍ତୁଳିତ ପରିବେଶ ପାଇଁ🌴🌴🌴💚🌳ତା🌴 ମହାନଦୀ କୁଳ ପାଖ ଅଂଚଳରେ ୩୦୦ ରୁ ଉର୍ଦ୍ଧ୍ଵ ତାଳଗୋଟମା ରୋପଣ 🌏👏

🌴ବଜ୍ରପାତର ବୈଦ୍ଯୁତିକ ଆଘାତରୁ ଏକମାତ୍ର ରକ୍ଷାକବଚ ଭାବେ ପ୍ରାଣୀ ସମାଜକୁ ରକ୍ଷା କରେ #ତାଳଗଛ*
🌴ଅନେକ ପ୍ରାଣୀଙ୍କ ବାସସ୍ଥାନ ଓ ଅନ୍ଯତମ ରୁତୁକାଳୀନ ଖାଦ୍ୟ #ତାଳ
🌴 #ତାଳଗଛ ଆଖପାଖର ମୃତ୍ତିକା ସଂରକ୍ଷଣ କରେ
🌴ଓଡିଆ ପରମ୍ପରା ସହ ଯଡିତ #ତାଳଫଳ

#ତାଳଚାରା_ରୋପଣ

Address

At-Angisingi
Sarankul
752080

Opening Hours

9am - 6pm

Telephone

09861673186

Website

Alerts

Be the first to know and let us send you an email when Friends Help Group posts news and promotions. Your email address will not be used for any other purpose, and you can unsubscribe at any time.

Share