Western Orissa Bidyut Shramik Mahasangha

Western Orissa Bidyut Shramik Mahasangha We care & struggle for electricity employees as well as for the consumers and society.

Last Day Discussion held between BSKEM Ekata Mancha (WONSM/NOBSM/OSEBSM/OSEEF) and OPTCL Management  AT BBSR . Another T...
16/09/2023

Last Day Discussion held between BSKEM Ekata Mancha (WONSM/NOBSM/OSEBSM/OSEEF) and OPTCL Management AT BBSR . Another Two Meeting also held of BSKEM Ekata Mancha

28/08/2022

ଆଜି TPSODL ଏବଂ TPWODL ଅଧୀନରେ ହେଉଥିବା ପରୀକ୍ଷାରେ ପରୀକ୍ଷା ଦେଉଥିବା ସାଥି ମାନଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ତଥା ପରୀକ୍ଷାରେ ଭଲ କରିବା ପାଇଁ ଗନେଶ ମହାପ୍ରଭୁ, ମା ସମଲେଇ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା, ପଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ।ଯେଉଁ ମାନେ କୌଣସି କାରଣ ବସତ ପରୀକ୍ଷା ଦେଇପାରୁ ନାହାନ୍ତି ସେମାନେ ବ୍ୟସ୍ତ ହେଉଥିବେ କିନ୍ତୁ ଆଗାମୀ ଦିନରେ ଏହା ଆହୁରି ବହୁବାର ପ୍ରତିବର୍ଷ ହେବ ,ସ୍ତର ସ୍ତର ହୋଇ ହେବ, ଯେଉଁମାନେ ଉଡ଼ାନ ଯୋଜନା ଦେଇ ଟ୍ରେନିଂ ନେଉଛନ୍ତି ସେମାନେ ମଧ୍ୟ ଆଗାମୀ ଦିନରେ ପରୀକ୍ଷା ଦେଇ ପାରିବେ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ,ସେମାନେବି ଆଗାମୀ ଦିନରେ କୃତକାର୍ଯ୍ୟ ହୋଇ ଦୀର୍ଘଦିନରୁ ଅବହେଳିତ ତଥା ଅସୁବିଧା ରୁ ବାହାରି ସମସ୍ତେ ଯଥା ଶୀଘ୍ର ନିୟମିତ କର୍ମଚାରୀଙ୍କର ମାନ୍ୟତା ପାଇବା ସହିତ ଆର୍ଥିକ ଦୁଷ୍ଟିକୋଣରୁ ଉପକୃତ ହୁଅନ୍ତୁ ,ଭଲ ଦରମା ଓ ସୁବିଧା ସୁଯୋଗ ପାଆନ୍ତୁ ଏହାହିଁ ପ୍ରାର୍ଥନା,ଦୀର୍ଘଦିନରୁ ଡିସ୍କମରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ସଙ୍ଘ ମହାସଂଘ ମାନେ ଓ ଏକତା ମଞ୍ଚ ଯେଉଁ ଲଢେ଼ଇ ଜାରୀରଖିଛନ୍ତି ବହୁଦିନ ପରେ ଏହା କିଛି ମାତ୍ରାରେ ସଫଳ ହେବା ପାଇଁ ଯାଉଛି ସେଥିପାଇଁ ସମସ୍ତ ସଂଗ୍ରାମୀ ଓ ନେତୃବୃନ୍ଦ ମାନଙ୍କୁ ସଂଗ୍ରାମୀ ଅଭିବାଦନ। ଏକତା ହିଁବଳ। କର୍ମଚାରୀଙ୍କ ଅସୁବିଧା ଗୁଡ଼ିକୁ ଧୀରେ ଧୀରେ ଦୂର କରିବାକୁ TPWODL, TPSODL, TPNODL, TPCODL ଯେଉଁ ପ୍ରୟାସ ଜାରୀରଖିଛନ୍ତି ସେଥିପାଇଁ ମ୍ୟାନେଜମେଣ୍ଟ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଯେଉଁ ଅସୁବିଧା ଗୁଡ଼ିକ ହେଉଛି ଆଗାମୀ ଦିନରେ ସେଗୁଡ଼ିକ କିପରି ଆହୁରି ସମାଧାନ ହୋଇ ପାରିବ ସେଥିପାଇଁ ଯତ୍ନବାନ ହେବା ନିହାତି ଆବଶ୍ୟକ।ଶେଷରେ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଙ୍ଘ, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ, BSKEM ଏକତା ମଞ୍ଚ, ଓଡ଼ିଶା ବିଜୁଳି କର୍ମଚାରୀ ସଙ୍ଘ, EEFI ତଥା ଠିକା କର୍ମଚାରୀଙ୍କ ସମସ୍ୟା ସମାଧାନ କରିବାକୁ ପ୍ରୟାସ ଜାରୀରଖିଥିବା ସମସ୍ତ ସଙ୍ଘ ମହାସଙ୍ଗ ଓ ନେତୃବୃନ୍ଦ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।ଏକତା ହିଁବଳ।ଜୟ ହିନ୍ଦ।

15/08/2022
We proud for you ,it's great news for everyone & It creates more activeness /more responsibility towards rescue activiti...
07/05/2022

We proud for you ,it's great news for everyone & It creates more activeness /more responsibility towards rescue activities to save life at any situation.Best Wishes form HBKS/WOBM/EEFI /WOBSKEEM & from me as TPWODL Employee.Thank you.Thanks to Management to create wonderful awareness program & responsibility development steps towards employee care.Thank you our CEO & TPWODL Management , Head HR & EE ,SED & SE, SAMBALPUR .ALSO THANK YOU TO HARIBABU (PANALAL HARIPAL LM-A & SUB DIVISION SECRETARY BURLA, MR SUDHANSU MOHAPATRA LM-A OF BURLA & TEAM BURLA FOR EVERYTIME MEDICALISATION HELP TOWARDS EMPLOYEE CARE VISIT DR , CASUALTIES CARE , ATTEND HOSPITAL & PATIENT , ARRANGEMENTS OF AMBULANCE WHEN REFERRAL REQUIRED ETC AT BURLA ,THANK YOU.

25/11/2021
ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ତଥା ଅନ୍ୟାନ୍ୟ ପଡ଼ିରହିଥିବା ବିଭିନ୍ନ ସମାସ୍ୟା ଗୁଡ଼ିକୁ TPWO...
10/09/2021

ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ତଥା ଅନ୍ୟାନ୍ୟ ପଡ଼ିରହିଥିବା ବିଭିନ୍ନ ସମାସ୍ୟା ଗୁଡ଼ିକୁ TPWODL ମ୍ୟାନେଜମେଣ୍ଟର ଅଣଦେଖା ବିରୁଦ୍ଧରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚର ଆଗାମୀ ଦିନରେ ଆନ୍ଦୋଳନାମତକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଆଗାମୀ ଆନ୍ଦୋଳନ ପାଇଁ ନିଷ୍ପତ୍ତି।
------------------------------------------------------------------------------------------

ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚ (WOBSKEEM) ର ସାଧାରଣ ସଭା ଗୁଡ଼ିକ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଶ୍ରମିକ କର୍ମଚାରୀ ଇଂଜିନିୟର ମାନଙ୍କ ବିଭିନ୍ନ ସମସ୍ୟା ବିଷୟଗୁଡ଼ିକୁ ନେଇ ଆଲୋଚନା ହୋଇଯାଇଛି। ଏହିସଭା ଗୁଡ଼ିକରେ ବିଭିନ୍ନ ଆସୋସିଏସନରୁ ଉପସ୍ଥିତ ନେତୃମଣ୍ଡଳୀ , ତଥା ଆଉଟତ୍ସୋର୍ସ କର୍ମଚାରୀ , ସମସ୍ତ ବିଦ୍ୟୁତ କର୍ମଚାରୀ, ଇଂଜିନିୟର ମାନେ ବିଭିନ୍ନ ପର୍ଯ୍ୟାୟ କ୍ରମେ ଆଲୋଚନା କରି କର୍ମଚାରୀ ଓ ଇଂଜିନିୟର, ଅଫିସର ମାନଙ୍କ ବିଭିନ୍ନ ସମଶ୍ୟା ବିଶେଷ କରି ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ,କର୍ମଚାରୀଙ୍କ ବିଭିନ୍ନ ପଦୋନ୍ନତି ଗତ ସମଶ୍ୟା , ପ୍ରତିଶ୍ରୁତି ମୁତାବକ ପ୍ରତିଶୃତି ଗୁଡ଼ିକ ଠିକ ସମୟରେ ଆଜିପର୍ଯ୍ୟନ୍ତ ପୂରଣ ନ କରି ମ୍ୟାନେଜମେଣ୍ଟ ଟାଳଟୁଳ ନୀତି ଅପଣେଇବା କର୍ମଚାରୀ ବିଭାଜନ ନୀତି ବିରୁଦ୍ଧରେ ନିଷ୍ପତ୍ତି ହିସାବରେ ଏକ ସ୍ମାରକ ପତ୍ର ପ୍ରଦାନ ପରେ ସମୟ ଅନୁଯାୟୀ ଯଦି ମ୍ୟାନେଜମେଣ୍ଟ ସମାଧାନ ନକରେ WOBSKEEM ଏକତା ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ତଥା ଅନ୍ୟାନ୍ୟ ପଡ଼ିରହିଥିବା ସମାସ୍ୟା ଗୁଡ଼ିକୁ TPWODL ମ୍ୟାନ...
05/09/2021

ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ତଥା ଅନ୍ୟାନ୍ୟ ପଡ଼ିରହିଥିବା ସମାସ୍ୟା ଗୁଡ଼ିକୁ TPWODL ମ୍ୟାନେଜମେଣ୍ଟର ଅଣଦେଖା ବିରୁଦ୍ଧରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚର ଆଗାମୀ ଦିନରେ ଆନ୍ଦୋଳନାମତକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଏବଂ ଇସ୍ପାତ ନଗରୀରୁ ଅଭିଯାନ ଆରମ୍ଭ।
--------------------------------------------------------------------------------------------

ଗତକାଲି ତା ୦୪.୦୯.୨୦୨୧ ରିଖରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚର ଏକ ସାଧାରଣ ସଭା ରାଉରକେଲା ଠାରେ ଅନୁଷ୍ଠିତ ଶ୍ରମିକ କର୍ମଚାରୀ ଇଂଜିନିୟର ମାନଙ୍କ ବିଭିନ୍ନ ସମସ୍ୟା ବିଷୟକୁ ନେଇ ହୋଇଯାଇଛି।ଏହିସଭାରେ ମୁଖ୍ୟାଅଥିଭାବେ ଇଫିର ରାଜ୍ୟ ଅଧ୍ୟକ୍ଷ ତଥା ସି.ଆଇ.ଟି.ଉ. ର ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ସମ୍ପାଦକ ଏକତା ମଞ୍ଚର ଉପଦେଷ୍ଟା ସାଥୀ ଵିଷ୍ଣୁ ମହାନ୍ତି, ଇଫିର ରାଜ୍ୟ ସାଧାରଣ ସମ୍ପାଦକ ତଥା ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଙ୍ଘର ସାଧାରଣ ସମ୍ପାଦକ ତଥା WOBSKEEM ପଶ୍ଚିମ ଓଡ଼ିଶା ଏକତା ମଞ୍ଚର ଅନ୍ୟତମ ଆବାହକ ସାଥି ଲଳିତ କୁମାର ପଟ୍ଟନାୟକ ,ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତଥା ଇଫିର ସର୍ବଭାରତୀୟ ସମ୍ପାଦକ ତଥା WOBSKEEM ଏକତା ମଞ୍ଚର ଅନ୍ୟତମ ଯୁବ ନେତୃତ୍ୱ ସାଥି ପ୍ରଣୟ କୁମାର ନାୟକ ,ଆଜିର ସଭାର ସଭାପତି ତଥା ଓଏସଇବି ଏମ୍ପ୍ଲଇଜ ଇଉନିଅନ ରାଉରକେଲାର ସଭାପତି ସାଥି ହରିହର ବେହେରା, ଓଏସଇବି ଏମ୍ପ୍ଲଇଜ ଇଉନିଅନର ସାଧାରଣ ସମ୍ପାଦକ ସାଥି ସନ୍ତୋଷ ସାହୁ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଉପସଭାପତି ସାଥି ବିରଞ୍ଚି ସାହୁ ଏବଂ ଜୋନାଲ ସମ୍ପାଦକ ସାଥି ଆତ୍ମୀୟ ପାଟଯୋଶୀ ,ଆଉଟତ୍ସୋର୍ସ ନେତା ସାଥି ଶ୍ରୀରାମ ମହାପାତ୍ର ,ଓଏସଇବି ଏମ୍ପ୍ଲଇଜ ଇଉନିଅନର ଜୋନାଲ ସମ୍ପାଦକ ସାଥି ବିଜୟ ପ୍ରଧାନ, ଓଏସଇବି ଏମ୍ପ୍ଲଇଜ ଇଉନିଅନର ନେତୃମଣ୍ଡଳୀ ଯଥା ସାଥି ଅନୀଲ ମଲ୍ଲିକ,ସୁବ୍ରତ ମିଶ୍ର ,କ୍ଷୀତିସ ବିଶ୍ୱାଳ ଏବଂ ସମସ୍ତ ନେତୃମଣ୍ଡଳୀ ବିଭିନ୍ନ ଆସୋସିଏସନ ରୁ ଉପସ୍ଥିତ ନେତୃମଣ୍ଡଳୀ ,ତଥା ଆଉଟତ୍ସୋର୍ସ କର୍ମଚାରୀ ,ସମସ୍ତ ବିଦ୍ୟୁତ କର୍ମଚାରୀ ମାନେ ବିଭିନ୍ନ ପର୍ଯ୍ୟାୟ କ୍ରମେ ଆଲୋଚନା କରି କର୍ମଚାରୀ ଓ ଇଂଜିନିୟର,ଅଫିସର ମାନଙ୍କ ବିଭିନ୍ନ ସମଶ୍ୟା ବିଶେଷ କରି ଆଉଟତ୍ସୋର୍ସ କର୍ମଚାରୀଙ୍କୁ ତୁରନ୍ତ ରେଗୁଲାର କରିବା ,କର୍ମଚାରୀଙ୍କ ବିଭିନ୍ନ ପଦୋନ୍ନତି ଗତ ସମଶ୍ୟା , ପ୍ରତିଶ୍ରୁତି ମୁତାବକ ପ୍ରତିଶୃତି ଗୁଡ଼ିକ ଠିକ ସମୟରେ ଆଜିପର୍ଯ୍ୟନ୍ତ ପୂରଣ ନ କରି ମ୍ୟାନେଜମେଣ୍ଟ ଟାଳଟୁଳ ନୀତି ଅପଣେଇବା ବିରୁଦ୍ଧରେ ଏକ ସ୍ମାରକ ପତ୍ର ପ୍ରଦାନ ପରେ ସମୟ ଅନୁଯାୟୀ ଯଦି ମ୍ୟାନେଜମେଣ୍ଟ ସମାଧାନ ନକରେ WOBSKEEM ଏକତା ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହି ଲଢେ଼ଇ ଏକ ଐତିହାସିକ ଲଢ଼େଇ ହେବ ବୋଲି କୁହାଯାଇଛି।

ଲଳିତ କୁମାର ପଟ୍ଟନାୟକ
ସାଧାରଣ ସମ୍ପାଦକ,
ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଙ୍ଘ, ସମ୍ବଲପୁର।,ଏବଂ EEFI ଓଡ଼ିଶାର ସାଧାରଣ ସମ୍ପାଦକ ଓ WOBSKEEM ଏକତା ମଞ୍ଚ ତରଫରୁ।

ପ୍ରଣୟ କୁମାର ନାୟକ
ଜେନେରାଲ ସେକ୍ରେଟାରୀ ,ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘ ,ସମ୍ବଲପୁର
ସର୍ବଭାରତୀୟ ସମ୍ପାଦକ ,EEFI।ଏବଂ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ (WOBSKEEM) ଏବଂ WOBSM ତରଫରୁ

ଗତ ୧୧/୦୭/୨୦୨୧ ତାରିଖ ଦିନ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଆନୁକୁଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଟେକନିକାଲ କର୍ମଚାରୀଙ୍କ ବ...
14/07/2021

ଗତ ୧୧/୦୭/୨୦୨୧ ତାରିଖ ଦିନ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଆନୁକୁଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଟେକନିକାଲ କର୍ମଚାରୀଙ୍କ ବିଷୟରେ ଆଲୋଚନା ହେବା ସହ OPTCL ଶ୍ରମିକ ମାନଙ୍କ ସର୍ଭିସ୍ ମାନୁଆଲ ଓ ବଦଳି ଉପରେ ଆଲୋଚନା କରାଯାଇଥିଲା ।

ଏହି ର୍ଭଚୁଆଲ ମିଟିଂରେ TATA POWER ଓଡ଼ିଶାର ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ ଯଥା – TPCODL TPNODL ,TPWDOL & TPSODL ର ମାଲିକାନା ନିଜ ହାତକୁ ନେଲା ଶ୍ରମିକ/....

Address

KALIBADI
Sambalpur
768001

Telephone

+918763082279

Website

Alerts

Be the first to know and let us send you an email when Western Orissa Bidyut Shramik Mahasangha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Western Orissa Bidyut Shramik Mahasangha:

Share

Category