Mahakal Seva Samiti

Mahakal Seva Samiti Mahakal Mandir Construction at Jamtal

Jay Shree Mahakal
14/07/2025

Jay Shree Mahakal

20/08/2024
ସମସ୍ତଙ୍କୁ ଆସିବାକୁ ଅନୁରୋଧ।।।।।
18/08/2024

ସମସ୍ତଙ୍କୁ ଆସିବାକୁ ଅନୁରୋଧ।।।।।

ଜୟ ଶ୍ରୀ ମହାକାଲ
12/08/2024

ଜୟ ଶ୍ରୀ ମହାକାଲ

*_ଜୟ ଶ୍ରୀ ମହାକାଲ 🙏🙏_*  ଆଜି  12/08/24 ଜାମଟାଲ ସ୍ଥିତ ଶ୍ରୀ ମହାକାଲ ମନ୍ଦିର ରେ ରୁଦ୍ରାଭିଷେକ ପୂଜାଅର୍ଚନା ସହିତ ଭୋଗ ର ବ୍ୟବସ୍ତା ହୋଉଛି...
12/08/2024

*_ଜୟ ଶ୍ରୀ ମହାକାଲ 🙏🙏_*
ଆଜି 12/08/24 ଜାମଟାଲ ସ୍ଥିତ ଶ୍ରୀ ମହାକାଲ ମନ୍ଦିର ରେ ରୁଦ୍ରାଭିଷେକ ପୂଜାଅର୍ଚନା ସହିତ ଭୋଗ ର ବ୍ୟବସ୍ତା ହୋଉଛି ସମସ୍ତ ମହାକାଲ ବାବା ଙ୍କ ଭକ୍ତ ଙ୍କୁ ଅନୁରୋଧ ଆସିକି ବାବା ଙ୍କ ଆଶୀର୍ବାଦ ନେବା ସହ ଭୋଗ ପାଆନ୍ତୁ |*

*ଭୋଗ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି trust account ରେ ନିଜ ସମର୍ଥ ଅନୁଯାୟୀ ଦାନ କରିପାରିବେ 🙏🙏🙏*

05/08/2024
*ଆଜିର ଶ୍ରାବଣ ର ସୋମବାର ରେ ମାହା ଆଡମ୍ବର ରେ ବାବା ଙ୍କ ରୁଦ୍ରାଭିଷେକ ଓ ଭୋଜନ ବ୍ୟବସ୍ତା ହୋଇଥିଲା ଓ ଭକ୍ତ ଙ୍କ ବହୁତ  ଆଗମନ ହୋଇ ଥିଲା ସେଥି...
05/08/2024

*ଆଜିର ଶ୍ରାବଣ ର ସୋମବାର ରେ ମାହା ଆଡମ୍ବର ରେ ବାବା ଙ୍କ ରୁଦ୍ରାଭିଷେକ ଓ ଭୋଜନ ବ୍ୟବସ୍ତା ହୋଇଥିଲା ଓ ଭକ୍ତ ଙ୍କ ବହୁତ ଆଗମନ ହୋଇ ଥିଲା ସେଥିପାଇଁ ମହାକାଲ ସେବା ସମିତି ତରଫ ରୁ ସମସ୍ତଙ୍କୁ ଆସିଥିବାରୁ ଓ ସହଯୋଗ କରିଥିବାରୁ ଧନ୍ୟବାଦ 🙏🙏🙏*

Address

Jamtal, Cuttack Road
Sambalpur
768105

Website

Alerts

Be the first to know and let us send you an email when Mahakal Seva Samiti posts news and promotions. Your email address will not be used for any other purpose, and you can unsubscribe at any time.

Share