International Human Rights Council-Environment & Water Dept.

International Human Rights Council-Environment & Water Dept. This is a public grievance cell related to Forest, Environment and Water.

04/10/2022

This video was recorded by Jayanta Kumar Sahu, Environmental Activist cm Social Worker of Bolangir, Odisha region.Language : SambalpuriSubject : Forest Fire...

ମୁରିବାହାଲ ଲେବଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟଟୋପରା ଗାଁ ରେ ଅନ୍ତର ଜାତୀୟ ମାନବ ଅଧିକାର ପରିଷଦ ଓ ବାପୁଜୀ ଯୁବକ ସଂଘର ମିଳିତ ସହଯୋଗ ରେ ଦୁଇ...
22/07/2022

ମୁରିବାହାଲ ଲେବଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟଟୋପରା ଗାଁ ରେ ଅନ୍ତର ଜାତୀୟ ମାନବ ଅଧିକାର ପରିଷଦ ଓ ବାପୁଜୀ ଯୁବକ ସଂଘର ମିଳିତ ସହଯୋଗ ରେ ଦୁଇଶହ ଗଛ ଅର୍ ଡି ରାସ୍ତା ରେ ଲଗାଗଲା ପରିଚାଳନା କରିଥିଲେ ଅନ୍ତର ଜାତୀୟ ମାନବ ଅଧିକାର ପରିଷଦ ର ପରିବେଶ ବିଭାଗ ର ସଦସ୍ୟ ଜୟନ୍ତ କୁମାର ସାହୁ ଶ୍ରୀ ସାହୁ କହିଥିଲେ ଗଛ ଲଗାନ୍ତୁ ଜୀବନ ବଞ୍ଚନ୍ତୁ କହି ପ୍ରତେକ ମଣିଷ ନିଜ ଜୀବନ ରେ ଅତିକମ ରେ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ଗାଁ ଲୋକଙ୍କୁ କହିଥିଲେ ଓ ବାବୁଜୀ ଯୁବକ ସଂଘର ର କର୍ମକର୍ତ୍ତା ଧନସିଂହ ସାହୁ, ସତ୍ୟପ୍ରିୟ ବିଶି, ଜୟନ୍ତ ସାହୁ, ଟିଟୁନ ସାହୁ, ମାନକିଶୋର୍ ବିଶି, ଅଶୋକ ସାହୁ, ତପୁ ସାହୁ, ମଣ୍ଟୁ ସାହୁ, ସର୍ଭେ ସାହୁ,ଭୂଗୋଳ,ମିଥୁନ ଓ ଗ୍ରାମ ବାସୀ ସହଯୋକ୍ କରିଥିଲେ ଶ୍ରୀ ଜୟନ୍ତ କୁମାର ସାହୁ ବାପୁଜୀ ଯୁବକ ସଂଘ ର ସମସ୍ତ ସଦସ୍ୟ ମାନଙ୍କୁ ଗଛ ର ରକ୍ଷଣା ବେକ୍ଷଣ ପାଇଁ ଦାୟିତ୍ବ ଦେଇଥିଲେ ।

18/11/2021
10/10/2021

From the Desk of Editor: Dr. PK Mahapatra, Rourkela Regional Officer of State Pollution Control Board was captured by Vigilance team while travelling from Rourkela to Bhubaneswar. Cash worth Rs. 17…

Address

2nd Floor, Shop No. 1&2, Opposite Toyota Showroom, Bareipali, Odisha
Sambalpur
768006

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 6pm

Telephone

+918768681616

Alerts

Be the first to know and let us send you an email when International Human Rights Council-Environment & Water Dept. posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to International Human Rights Council-Environment & Water Dept.:

Share