Regional Rehabilitation and Research Center

Regional Rehabilitation and Research Center RRRC is Government recognized non profit organization working for the welfare, education, development and rehabilitation of PWDs and aged.

International Day of PwDs observed by RRRC and ASHADEEP at Rourkela.
03/12/2023

International Day of PwDs observed by RRRC and ASHADEEP at Rourkela.

22/11/2023

Though projects like special schools, therapeutic & rehab centres are functioning in Sundargarh district. None of them are equipped with full fledged rehab professionals and equipment. So DDRC Scheme of GOI should be implemented in the district

20/11/2023

ରାଉରକେଲା ସହରରେ ବହୁ ବରିଷ୍ଠ ନାଗରିକ ସେବା, ଯତ୍ନ, ସୁରକ୍ଷା ରୁ ବଞ୍ଚିତ ହୋଇ ଅସହାୟ ଓ କଷ୍ଟ ଦାୟକ ଜୀବନ ଯାପନ କରୁଛନ୍ତି ।
SAIL - RSP CSR କାର୍ଯ୍ୟକ୍ରମ ରେ ସେମାନଙ୍କ ପାଇଁ ଏକ Old Age Home ପ୍ରତିଷ୍ଠା କରାଯିବା ଉଚିତ୍ ।

26/09/2023
ଆଞ୍ଚଳିକ ପୁନର୍ବାସ ଏବଂ ପୁନର୍ବାସ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ଭୌତିକ ଚିକିତ୍ସା ଦିବସ ରାଉରକେଲା ରେ ପାଳିତ ହୋଇ ଯାଇଛି।
08/09/2023

ଆଞ୍ଚଳିକ ପୁନର୍ବାସ ଏବଂ ପୁନର୍ବାସ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ଭୌତିକ ଚିକିତ୍ସା ଦିବସ ରାଉରକେଲା ରେ ପାଳିତ ହୋଇ ଯାଇଛି।

RRRC ପରିଚାଳିତ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ରାଉରକଲାର ଛେଣ୍ଡ ସ୍ଥିତ "ଆଶାଦୀପ" ରେ ପବିତ୍ର ଗୁରୁ ଦିବସ ପାଳନ ।
05/09/2023

RRRC ପରିଚାଳିତ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ରାଉରକଲାର ଛେଣ୍ଡ ସ୍ଥିତ "ଆଶାଦୀପ" ରେ ପବିତ୍ର ଗୁରୁ ଦିବସ ପାଳନ ।

let's remember and appreciate those who've shaped us into who we are today.Happy Teacher's Day 🙏🏻🙏🏻🙏🏻
05/09/2023

let's remember and appreciate those who've shaped us into who we are today.

Happy Teacher's Day 🙏🏻🙏🏻🙏🏻

23/08/2023

All the best for landing of Chandrayan -3 on the moon.
🙏🏻

15/08/2023

ମଣିଷପଣିଆ ଓ ସହନଶୀଳତା।

ଅନ୍ୟର ଦୁଃଖକଷ୍ଟରେ ସାମିଲ ହେବା ମଣିଷପଣିଆ।

ଶତ୍ରୁ ହେଲେ ବି ଝଗଡ଼ା ବା ବଚସା କରି ହେବ ନାହିଁ। ଏସବୁ କରିବା ପାଇଁ ସହନଶୀଳ ହେବାକୁ ପଡ଼ିବ।

🙏🏻🙏🏻🙏🏻

11/08/2023

ସତ୍ୟର ପଥ କଣ୍ଟକିତ ହୋଇପାରେ....
କିନ୍ତୁ ସଫଳତା ନିଶ୍ଚିତ
🙏🏻

06/08/2023

Address

MM-24, ITI Chowk, Civil Township
Rourkela
769004

Alerts

Be the first to know and let us send you an email when Regional Rehabilitation and Research Center posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Regional Rehabilitation and Research Center:

Share