Saura Sikhya Youth Association - SSYA

Saura Sikhya Youth Association - SSYA This group is Tribal Soura youth club Group. This group special work on to preserve Soura script and Language with help of Youth.

This group is for preserve and development of Soura Script and Language.

28/02/2026

Ssya ଆରମ୍ଭ ସମୟରେ ଏହି ଗୀତ ଧରି ଆରମ୍ଭ ହେଇଥିଲା,ଆଜି ତାହା ସଫଳ ହେବାକୁ ଯାଉଅଛି।

Limtabin Everyone,Today is a historic and proud moment for all of us ❤️Our Souara Shikshya Youth Association (SSYA) is n...
20/02/2026

Limtabin Everyone,
Today is a historic and proud moment for all of us ❤️
Our Souara Shikshya Youth Association (SSYA) is now officially registered. This success is not possible without the unity, dedication, and continuous support of all our respected members.
This is not only our dream — it is our collective responsibility to preserve, protect, and promote our Souara language, culture, tradition, and identity for the coming generations.
From every discussion to every step of the process, your effort, time, and belief made this possible. This registration is just the beginning… together we will move forward for education, awareness, and community empowerment.
Heartfelt thanks to all SSYA members for making this milestone a reality.
Let us stay united and work stronger for our society ✊🌿
Jai Souara ✨
Jai SSYA

ଆମ ଭାଷା ଆମ ସୁରକ୍ଷା।ନିଜେ କିଛି ଶବ୍ଦ ଶିଖି କମେଣ୍ଟ ରେ ଲେଖାନ୍ତୁ।
06/01/2026

ଆମ ଭାଷା ଆମ ସୁରକ୍ଷା।
ନିଜେ କିଛି ଶବ୍ଦ ଶିଖି କମେଣ୍ଟ ରେ ଲେଖାନ୍ତୁ।

ସଉରା ପଣ୍ଡିତ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ (ଗ୍ରାମ: ମରିଚଗୁଡ଼ା, ପଦ୍ମପୁର ବ୍ଲକ, ରାୟଗଡା) ଙ୍କ ସୁପୁତ୍ର, ପ୍ରିୟ ଶିକ୍ଷକ ଶ୍ରୀ ଦିଗାଂଶ୍ମି ଗମା...
11/12/2025

ସଉରା ପଣ୍ଡିତ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ (ଗ୍ରାମ: ମରିଚଗୁଡ଼ା, ପଦ୍ମପୁର ବ୍ଲକ, ରାୟଗଡା) ଙ୍କ ସୁପୁତ୍ର, ପ୍ରିୟ ଶିକ୍ଷକ ଶ୍ରୀ ଦିଗାଂଶ୍ମି ଗମାଙ୍ଗ ଆଜି ଆମ ମଧ୍ୟରେ ନାହାନ୍ତି।
ସମସ୍ତଙ୍କୁ ଶୋକସାଗରରେ ବିହ୍ୱଳ କରି ସେ ଚିରନିବାସ ପୂର୍ବପୁରୁଷଙ୍କ ନିକଟକୁ ଗମନ କରିଛନ୍ତି।

ସଉରା ଭାଷାର ସୁରକ୍ଷା ପାଇଁ ତାଙ୍କର ଅବଦାନ, ଚେଷ୍ଟା ଓ କାର୍ଯ୍ୟକୁ ଆମ ସମାଜ ସଦା ସର୍ବଦା ସ୍ମରଣରେ ରଖିବ।

ତାଙ୍କ ଅମର ଆତ୍ମାର ସଦଗତି ହେଉ। ପ୍ରକୃତି ମାତା ପାଖରେ ସମାଜ ତରଫରୁ ପ୍ରାର୍ଥନା।

🌎 ଆଦିବାସୀ ସୌରା ସମାଜର ମୂଳ ବିଶ୍ୱାସ: ମାତ୍ ତାର ବାନମ୍ସୌରା ଆଦିବାସୀଙ୍କ ମୂଳ ଦର୍ଶନ ' ମାତ୍ ତାର ବାନମ୍' ଉପରେ ଆଧାରିତ। ଏହି ତତ୍ତ୍ୱ ଅନୁଯ...
01/12/2025

🌎 ଆଦିବାସୀ ସୌରା ସମାଜର ମୂଳ ବିଶ୍ୱାସ: ମାତ୍ ତାର ବାନମ୍
ସୌରା ଆଦିବାସୀଙ୍କ ମୂଳ ଦର୍ଶନ ' ମାତ୍ ତାର ବାନମ୍' ଉପରେ ଆଧାରିତ। ଏହି ତତ୍ତ୍ୱ ଅନୁଯାୟୀ,
* ମାତ୍ ଅର୍ଥ ଆଖି (ଦର୍ଶନ)।
* ତାର ମାନେ ଅର୍ଥ ଆଲୋକ (ବିଶ୍ୱାସ ଓ ଅନୁଭବ)।
* ବାନମ୍ ଅର୍ଥ ଯୋଡ଼ିବା (ସଂଯୋଗ)।
ଆଦିବାସୀ ସୌରା ସମାଜରେ ଆଖିରେ ଦେଖାଯାଉଥିବା, ଆଲୋକ ଭାବରେ ଅନୁଭୂତ ଓ ବିଶ୍ୱାସ କରାଯାଉଥିବା ଏବଂ ମୁଣ୍ଡରେ ଧରାଯାଉଥିବା ନିୟମକୁ ହିଁ ନିଜର ଧର୍ମ ଏବଂ ଭଗବାନ ବା ଇଶ୍ୱର ରୂପେ ମାନିଥାଏ।
🙏 ଗୁରୁ ଓ ପ୍ରାପ୍ତି
ଯେଉଁ ମହାପୁରୁଷଙ୍କୁ ମଣିଷ ଜାତି ଗୁରୁ ରୂପରେ ଗ୍ରହଣ କରିଛି, ସେ ହେଉଛନ୍ତି ପଣ୍ଡିତ ଏସ.ପି. ମାଙ୍ଗେଇ ଗମାଙ୍ଗ। ଆମ ସୌରା ଆଦିବାସୀ ସମାଜ ତାଙ୍କରି ମାଧ୍ୟମରେ ଭଗବାନ 'ମାତ୍ ତାର ବାନମ୍'ଙ୍କୁ ପ୍ରାପ୍ତ କରିଛି। ଏହି ପ୍ରାପ୍ତି ପରେ ଆମେ ୨୫ଟି ଅକ୍ଷର ପାଇଲୁ, ଯାହା ଦ୍ୱାରା ଜଗତର ଭଗବାନଙ୍କୁ ଅନୁଭବ କରାଯାଇପାରିଲା।
🌱 ପ୍ରକୃତି ହିଁ ଭଗବାନ
ଭଗବାନ 'ମାତ୍ ତାର ବାନମ୍' ହେଉଛନ୍ତି ସ୍ୱୟଂ ପ୍ରକୃତି ବା ସୃଷ୍ଟି। ଏହି ପ୍ରକୃତି (ସୃଷ୍ଟି) ହେଉଛି ପୃଥିବୀ। ପୃଥିବୀର ଅଙ୍ଗ ହେଉଛି:
* ଭୂମି
* ଜଳ
* ବାୟୁ
* ଗଗନ
ଏହି ଚାରୋଟି ଉପାଦାନ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ଏହି ମହାନ୍ ସୃଷ୍ଟିକୁ (ପ୍ରକୃତିକୁ) ପୂଜା କରୁଥିବା ଲୋକ ହେଉଛନ୍ତି ଆଦିବାସୀ।
📜 ଧର୍ମର ପୁନର୍ଜାଗରଣ
ଆଦିବାସୀ ହେଉଛନ୍ତି ଜଗତର ପ୍ରଥମ ମଣିଷ। କିନ୍ତୁ ଅନେକ ବର୍ଷ ଧରି ନିଜର ମୂଳ ଭଗବାନଙ୍କୁ ନଜାଣି, ଆମେ ବାଟବଣା ହୋଇ ଅନ୍ୟ ଧର୍ମରେ ରହିଥିଲୁ। ହଜାର ହଜାର ବର୍ଷ ପରେ ଆଜି ଆମେ ନିଜର ଭଗବାନ 'ମାତ ତାର ବାନମ୍'ଙ୍କୁ ପୁନଃ ଜାଣିପାରିଲୁ।
ଗତ ୨୫ ବର୍ଷ ହେଲା ଆମେ ଏହି ଦିବ୍ୟ ତତ୍ତ୍ୱକୁ ଜାଣିବା ସହ ଲାଉଗୁଡ଼ା ମନ୍ଦିର (ତାମ୍ପୁର୍ସିଙ୍ଗ) ପରି ଅନେକ ସ୍ଥାନ ନିର୍ମାଣ କରିଛୁ ଏବଂ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ପବିତ୍ର ଦିବସ ରୂପେ ପାଳନ କରୁଛୁ।
🌟 ଶପଥ ଓ ସଂକଳ୍ପ
ଆସନ୍ତୁ, ଆଦିବାସୀ ସୌରା ସମାଜର ସମସ୍ତେ ମିଶି ନିଜର କଳା, ସଂସ୍କୃତି, ପରମ୍ପରା ଏବଂ ଭାଷାକୁ ବଞ୍ଚାଇ ରଖିବା ପାଇଁ ଭଗବାନ 'ମାତ୍ ତାର ବାନମ୍' (ପ୍ରକୃତି)ଙ୍କ ନିକଟରେ ଶପଥ ନେବା।


#ସୋରସୋପେଙ୍ଗ
#ରାୟଗଡ଼

02/11/2025

𑃢𑃠𑃤 𑃝𑃢𑃖𑃙𑃢𑃕𑃥𑃝𑃔𑃢 𑃒𑃘𑃟 𑃝𑃣 𑃐𑃠𑃒𑃝𑃛𑃘𑃘𑃤 𑃑𑃨𑃠𑃢𑃝𑃣 SSYA 𑃑𑃝𑃛𑃠𑃝𑃥 𑃐𑃟𑃤𑃝𑃑𑃑𑃙 𑃟𑃝𑃢𑃕𑃘𑃢 𑃢𑃖 𑃐_𑃥𑃝𑃢 𑃒𑃠𑃢𑃐𑃨𑃢𑃝𑃣 .𑃣𑃞𑃤 𑃐𑃖𑃟𑃤𑃝𑃑𑃑𑃙𑃝𑃣 𑃢𑃖 𑃐_𑃥𑃝𑃢 𑃛𑃥𑃠𑃢𑃝𑃤 𑃘𑃤𑃛𑃤 𑃒𑃠𑃢𑃐𑃨𑃢 𑃘𑃣𑃟𑃠𑃟 𑃢𑃥 𑃒𑃞𑃥 𑃖𑃤𑃔𑃠𑃤𑃝𑃖𑃢𑃙𑃣 𑃜𑃦𑃕𑃔𑃨𑃣𑃤𑃑𑃠𑃤𑃘𑃣 .

ଆଜି ରାମନାଗୁଡ଼ା ବ୍ଲକ୍ ରେ ଶବରପଲ୍ଲୀ ଠାରେ SSYA ତରଫରୁ ସକୀର୍ତ୍ତନ କରାଗଲା ଆମ ସଉରା ଭାଷାରେ ,ଏହି ସଂକୀର୍ତ୍ତନରେ ଆମ ସଉରା ପୂଜାରୀ ଲିପି ଭାଷା ଲେଖକ ଆଉ ବହୁ ମିଢିରମାନେ ଯୋଗଦେଇଥିଲେ ।

𑃢𑃠𑃤 𑃢𑃖 SSYA 𑃟𑃖𑃤𑃑𑃨𑃤 𑃖𑃣𑃖𑃒𑃝 𑃖𑃢𑃙𑃗𑃟𑃝 𑃒𑃧𑃑𑃨𑃠𑃟 𑃞𑃦𑃤𑃑𑃠𑃤𑃘𑃢 𑃝𑃢𑃖𑃙𑃢𑃕𑃥𑃔𑃢 SSYA 𑃦𑃨𑃛𑃠𑃤𑃐 𑃝𑃣 𑃑𑃨𑃠𑃢𑃝𑃣 𑃐_𑃥𑃝𑃢 𑃒𑃠𑃢𑃐𑃨𑃢 𑃢𑃥 𑃘𑃤𑃛𑃤 𑃐𑃠𑃤𑃟𑃐𑃨𑃢 𑃟𑃤𑃛𑃝𑃤 𑃢𑃖 SS...
19/10/2025

𑃢𑃠𑃤 𑃢𑃖 SSYA 𑃟𑃖𑃤𑃑𑃨𑃤 𑃖𑃣𑃖𑃒𑃝 𑃖𑃢𑃙𑃗𑃟𑃝 𑃒𑃧𑃑𑃨𑃠𑃟 𑃞𑃦𑃤𑃑𑃠𑃤𑃘𑃢 𑃝𑃢𑃖𑃙𑃢𑃕𑃥𑃔𑃢 SSYA 𑃦𑃨𑃛𑃠𑃤𑃐 𑃝𑃣 𑃑𑃨𑃠𑃢𑃝𑃣 𑃐_𑃥𑃝𑃢 𑃒𑃠𑃢𑃐𑃨𑃢 𑃢𑃥 𑃘𑃤𑃛𑃤 𑃐𑃠𑃤𑃟𑃐𑃨𑃢 𑃟𑃤𑃛𑃝𑃤 𑃢𑃖 SSYA 𑃑𑃝𑃛𑃠𑃝𑃥 𑃢𑃕𑃣𑃤𑃒 𑃐𑃣 𑃒𑃤𑃐𑃨𑃜𑃝𑃣 𑃢𑃘𑃦𑃓𑃙𑃢 𑃟𑃝𑃢𑃕𑃘𑃢.

ଆଜି ଆମ SSYA କମିଟି ମେମ୍ବର ମାନଙ୍କର ବୈଠକ ହୋଇଥିଲା ରାମନାଗୁଡା SSYA ଅଫିସ୍ ଠାରେ ସଉରା ଭାଷା ଆଉ ଲିପି ଶିକ୍ଷା କିପରି ଆମ SSYA ତରଫରୁ ଆଗେଇବ ସେ ବିଷୟରେ ଆଲୋଚନା କରାଗଲା।

𑃕𑃑𑃟𑃢𑃘𑃤 𑃝𑃢𑃖𑃙𑃢𑃕𑃥𑃔𑃢 𑃒𑃘𑃟 𑃕𑃦𑃕𑃥𑃛𑃢𑃔𑃠𑃥 𑃛𑃡𑃓𑃢𑃜𑃑𑃝 𑃝𑃢𑃤𑃛𑃗𑃕𑃢 𑃕𑃝𑃢𑃖𑃝𑃣 𑃖𑃢 𑃕𑃢𑃜𑃑𑃝𑃤𑃖𑃙𑃨𑃤 𑃔𑃨𑃣𑃒𑃤 𑃒𑃢𑃝𑃐𑃨𑃤𑃟 𑃥𑃑𑃐𑃒 𑃛𑃢𑃘𑃨𑃙 𑃞𑃦𑃤𑃑𑃠𑃤𑃘𑃢 . 𑃛𑃥𑃠𑃢 𑃛𑃢𑃑𑃨𑃠 𑃐𑃝𑃤𑃘𑃢...
08/10/2025

𑃕𑃑𑃟𑃢𑃘𑃤 𑃝𑃢𑃖𑃙𑃢𑃕𑃥𑃔𑃢 𑃒𑃘𑃟 𑃕𑃦𑃕𑃥𑃛𑃢𑃔𑃠𑃥 𑃛𑃡𑃓𑃢𑃜𑃑𑃝 𑃝𑃢𑃤𑃛𑃗𑃕𑃢 𑃕𑃝𑃢𑃖𑃝𑃣 𑃖𑃢 𑃕𑃢𑃜𑃑𑃝𑃤𑃖𑃙𑃨𑃤 𑃔𑃨𑃣𑃒𑃤 𑃒𑃢𑃝𑃐𑃨𑃤𑃟 𑃥𑃑𑃐𑃒 𑃛𑃢𑃘𑃨𑃙 𑃞𑃦𑃤𑃑𑃠𑃤𑃘𑃢 . 𑃛𑃥𑃠𑃢 𑃛𑃢𑃑𑃨𑃠 𑃐𑃝𑃤𑃘𑃢 𑃛𑃝𑃣 𑃢𑃖 𑃢𑃔𑃨𑃤𑃒𑃢𑃐𑃤 𑃐_𑃥𑃝𑃢 𑃛𑃝𑃖𑃛𑃝𑃢 𑃕𑃤𑃑𑃙𑃢𑃓 𑃞𑃦𑃤𑃑𑃠𑃤𑃘𑃢 𑃣𑃞𑃤 𑃥𑃑𑃐𑃒𑃝𑃣 𑃕𑃢𑃖 𑃢𑃟𑃠𑃛𑃢𑃟𑃠 𑃦𑃨𑃡𑃓𑃘𑃨𑃝 𑃟𑃥𑃙𑃤 𑃟𑃥𑃙𑃤 𑃛𑃤𑃘𑃢𑃖𑃢𑃙𑃣 𑃢𑃥 𑃕𑃢𑃝 𑃘𑃦𑃟𑃖𑃢𑃙𑃣 𑃙𑃝𑃤𑃑𑃜 𑃛𑃝𑃤𑃒𑃣𑃐𑃨𑃙𑃨 𑃟𑃝𑃤𑃑𑃠𑃤𑃘𑃣 𑃢𑃥 𑃛𑃥𑃝𑃐𑃟𑃢𑃝 𑃖𑃔𑃨𑃠𑃜 𑃒𑃤𑃑𑃝𑃙𑃨 𑃟𑃝𑃢𑃜𑃢𑃥𑃑𑃠𑃤𑃘𑃢 𑃒𑃞𑃥 𑃒𑃤𑃐𑃠𑃤𑃐𑃨𑃑𑃨 𑃒𑃜𑃟𑃑𑃤 𑃖𑃢𑃙𑃗𑃟 𑃔𑃨𑃥𑃢𑃝. 𑃣𑃞𑃤 𑃖𑃢𑃖 𑃕𑃢𑃜𑃑𑃝𑃤𑃖𑃙𑃨𑃤 𑃔𑃨𑃣𑃒𑃤 𑃒𑃢𑃝𑃐𑃨𑃤𑃟 𑃥𑃑𑃐𑃒𑃝𑃣 SSYA 𑃝 𑃘𑃢𑃥𑃕𑃥𑃔𑃢 𑃢𑃥 𑃟𑃣𑃝𑃢𑃙𑃨𑃔𑃤𑃕𑃥𑃔𑃢 𑃟𑃖𑃤𑃑𑃨𑃤 𑃖𑃣𑃖𑃒𑃝𑃖𑃢𑃙𑃣 𑃛𑃝𑃤𑃓𑃢𑃘𑃨𑃙𑃢 𑃟𑃝𑃤𑃑𑃠𑃤𑃘𑃣.

ଗତକାଲି ରାମନାଗୁଡା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତର ରାଇପଙ୍ଗା ଗ୍ରାମରେ ମା ଗାୟତ୍ରୀମଣୀ ଦେବୀ ବାର୍ଷିକ ଉତ୍ସବ ପାଳନ ହୋଇଥିଲା । ପୂଜା ପାଠ ସରିଲା ପରେ ଆମ ଆଦିବାସୀ ସଉରା ପରମ୍ପରା ଗୀତନାଚ ହୋଇଥିଲା ଏହି ଉତ୍ସବରେ ଗାଁ ଆଖପାଖ ଅଞ୍ଚଳର କୁନି କୁନି ପିଲାମାନେ ଆଉ ଗାର ଲୋକମାନେ ନୃତ୍ୟ ପରିବେଷଣ କରିଥିଲେ ଆଉ ପୁରସ୍କାର ମଧ୍ୟ ବିତରଣ କରାଯାଉଥିଲା ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦୁଆରା।ଏହି ମାଁ ଗାୟତ୍ରୀମଣି ଦେବି ବାର୍ଷିକ ଉତ୍ସବରେ SSYA ର ଲାଉଗୁଡା ଆଉ କେରାଣ୍ଡିଗୁଡା କମିଟି ମେମ୍ବରମାନେ ପରିଚାଳନା କରିଥିଲେ।
#ଧନ୍ୟବାଦ_SSYA_କମିଟି_ମେମ୍ବର_ରାମନାଗୁଡା

SSYA 𑃝𑃣𑃠𑃤𑃐𑃨𑃑𑃨𑃝𑃣𑃐𑃙 𑃛𑃢𑃤𑃖 𑃝𑃢𑃖𑃢𑃙𑃢𑃕𑃥𑃔𑃢 𑃛𑃦𑃘𑃤𑃐 𑃑𑃝𑃛𑃠𑃝𑃥 Enquiry 𑃛𑃢𑃤𑃖 𑃔𑃢𑃟𑃤𑃑𑃠𑃤𑃘𑃣 SSYA 𑃖𑃣𑃖𑃒𑃝 𑃐𑃒𑃥 𑃝𑃢𑃖𑃙𑃢𑃕𑃥𑃔𑃢 𑃛𑃦𑃘𑃤𑃐 𑃐𑃨𑃑𑃨𑃣𑃐𑃙 𑃜𑃢𑃤𑃑𑃠𑃤𑃘𑃥 , ...
23/09/2025

SSYA 𑃝𑃣𑃠𑃤𑃐𑃨𑃑𑃨𑃝𑃣𑃐𑃙 𑃛𑃢𑃤𑃖 𑃝𑃢𑃖𑃢𑃙𑃢𑃕𑃥𑃔𑃢 𑃛𑃦𑃘𑃤𑃐 𑃑𑃝𑃛𑃠𑃝𑃥 Enquiry 𑃛𑃢𑃤𑃖 𑃔𑃢𑃟𑃤𑃑𑃠𑃤𑃘𑃣 SSYA 𑃖𑃣𑃖𑃒𑃝 𑃐𑃒𑃥 𑃝𑃢𑃖𑃙𑃢𑃕𑃥𑃔𑃢 𑃛𑃦𑃘𑃤𑃐 𑃐𑃨𑃑𑃨𑃣𑃐𑃙 𑃜𑃢𑃤𑃑𑃠𑃤𑃘𑃥 , 𑃔𑃨𑃠𑃙𑃜𑃒𑃢𑃔𑃨 𑃔𑃨𑃣𑃥𑃓𑃠𑃥 𑃢𑃖 𑃝𑃢𑃖𑃙𑃢𑃕𑃥𑃔𑃢 𑃑𑃠𑃢𑃙𑃢𑃝 ICI 𑃖𑃣𑃔𑃖𑃗𑃟𑃥 𑃢𑃖 𑃖𑃢𑃙𑃗𑃟𑃥 𑃒𑃞𑃥𑃑 𑃐𑃞𑃜𑃦𑃕 𑃟𑃝𑃤𑃑𑃠𑃤𑃘𑃣.
SSYA ରେଜିଷ୍ଟ୍ରେସନ୍ ପାଇଁ ରାମାନାଗୁଡା ପୋଲିସ ତରଫରୁ Enquiry ପାଇଁ ଡାକିଥିଲେ SSYA ମେମ୍ବର ସବୁ ରାମନାଗୁଡା ପୋଲିସ ଷ୍ଟେସନ ଯାଇଥିଲୁ , ଧନ୍ୟବାଦ ଦେଉଛୁ ଆମ ରାମନାଗୁଡା ଥାନାର ICI ମେଡମଙ୍କୁ ଆମ ମାନଙ୍କୁ ବହୁତ ସହଯୋଗ କରିଥିଲେ।

Address

Kasturi Nagar 6th Lane
Rayagada
765001

Website

Alerts

Be the first to know and let us send you an email when Saura Sikhya Youth Association - SSYA posts news and promotions. Your email address will not be used for any other purpose, and you can unsubscribe at any time.

Share