Saheed Bhagat Singh Youth Club

Saheed Bhagat Singh Youth Club We are a dedicated youth organization working for the development of our village and society.

Our mission is to create employment opportunities for youth, empower women, and promote social justice at the grassroots level.

Congratulations team Royal Challengers Bengaluru Saheed Bhagat Singh Youth Club
01/06/2026

Congratulations team Royal Challengers Bengaluru

Saheed Bhagat Singh Youth Club

31/05/2026

ସହୀଦ ଭଗତ ସିଂ ଯୁବକ ସଙ୍ଘ, ବୁଧଙ୍ଗ ଦ୍ୱାରା ରାଇସିମୁଳି ଗ୍ରାମରେ SSG ଗ୍ରୁପ୍ ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ନିଜ ଆୟ ଉତ୍ପନ୍ନ କରିବା ପାଇଁ ବ୍ରହ୍ମଗିରି ବ୍ଲକ୍ ସହଯୋଗରେ ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26.05.2026 ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳା ଓ ଯୁବମାନଙ୍କୁ ଉଦ୍ୟମୀ (Entrepreneur) ଭାବେ ଗଢ଼ି ତୋଳିବା, ସ୍ୱୟଂରୋଜଗାର ସୃଷ୍ଟି କରିବା ଏବଂ ଆର୍ଥିକ ଭାବେ ସଶକ୍ତ କରିବା।

ଆସନ୍ତୁ ଆମେ ସମସ୍ତେ ମିଶି ଗ୍ରାମ ଉନ୍ନତି ଓ ଆତ୍ମନିର୍ଭର ଭାରତ ଗଢ଼ିବାରେ ସହଭାଗୀ ହେବା।

Dr. Sambit Patra
Suryabanshi Suraj
Sampad Swain
Saheed Bhagat Singh Youth Club
mla brahmagiri
Mohan Charan Majhi
PMO India
Narendra Modi

Special thanks to Anita Dalai crp Raisimuli and BPO Brahmagiri block and staffs

ସହୀଦ ଭଗତ ସିଂ ଯୁବକ ସଙ୍ଘ, ବୁଧଙ୍ଗ ଦ୍ୱାରା ରାଇସିମୁଳି ଗ୍ରାମରେ SSG ଗ୍ରୁପ୍ ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ନିଜ ଆୟ ଉତ୍ପନ୍ନ କରିବା ପାଇଁ ...
31/05/2026

ସହୀଦ ଭଗତ ସିଂ ଯୁବକ ସଙ୍ଘ, ବୁଧଙ୍ଗ ଦ୍ୱାରା ରାଇସିମୁଳି ଗ୍ରାମରେ SSG ଗ୍ରୁପ୍ ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ନିଜ ଆୟ ଉତ୍ପନ୍ନ କରିବା ପାଇଁ ବ୍ରହ୍ମଗିରି ବ୍ଲକ୍ ସହଯୋଗରେ ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26.05.2026 ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳା ଓ ଯୁବମାନଙ୍କୁ ଉଦ୍ୟମୀ (Entrepreneur) ଭାବେ ଗଢ଼ି ତୋଳିବା, ସ୍ୱୟଂରୋଜଗାର ସୃଷ୍ଟି କରିବା ଏବଂ ଆର୍ଥିକ ଭାବେ ସଶକ୍ତ କରିବା।

ଆସନ୍ତୁ ଆମେ ସମସ୍ତେ ମିଶି ଗ୍ରାମ ଉନ୍ନତି ଓ ଆତ୍ମନିର୍ଭର ଭାରତ ଗଢ଼ିବାରେ ସହଭାଗୀ ହେବା।

Dr. Sambit Patra
Suryabanshi Suraj
Sampad Swain
Saheed Bhagat Singh Youth Club
mla brahmagiri
Mohan Charan Majhi
PMO India
Narendra Modi

Special thanks to Anita Dalai crp Raisimuli and BPO Brahmagiri block and staffs

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ ପର୍ବ "ସାବିତ୍ରୀ ବ୍ରତ" ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
16/05/2026

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ ପର୍ବ "ସାବିତ୍ରୀ ବ୍ରତ" ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

15/05/2026

ମୋ ଗାଁ ମୋ ଭବିଷ୍ୟତ ହଉ।

ଆଗାମୀ ନିର୍ବାଚନରେ ସବୁ ଯୁବକ ଭାଇମାନେ ଉପଯୁକ୍ତ ପ୍ରାର୍ଥୀ ବାଛନ୍ତୁ ଆପଣଙ୍କ ଗାଁ ର ବିକାଶ ପାଇଁ।🙏
15/05/2026

ଆଗାମୀ ନିର୍ବାଚନରେ ସବୁ ଯୁବକ ଭାଇମାନେ ଉପଯୁକ୍ତ ପ୍ରାର୍ଥୀ ବାଛନ୍ତୁ ଆପଣଙ୍କ ଗାଁ ର ବିକାଶ ପାଇଁ।🙏

12/05/2026

👉 ଆମେ ଓଡ଼ିଶାର ଯୁବକ ମାନେ କଣ ଏତେ ନୃଶଂସ ହୋଇଗଲୁ ଯେ ରାଜ ରାସ୍ତାରେ ଗୋଟେ ଯୁବକଙ୍କୁ ପିଟି ପିଟି ମାରିଦେବା?

👉 ଏହି ଘଟଣା କେବଳ ଗୋଟେ ପରିବାରର ନୁହେଁ, ସମସ୍ତ ସମାଜର ପାଇଁ ଲଜ୍ଜା।

👉 ଯୋଉମାନେ ଏ ଗୃନ୍ୟ କାମ କରିଛନ୍ତି, ସେମାନଙ୍କର ସମୂହ ଗିରଫଦାରୀ ହେଉ ଏବଂ କଠୋର ଶାସ୍ତି ଦିଆଯାଉ।

👉 ଯୁବଶକ୍ତି ଧ୍ୱଂସ ପାଇଁ ନୁହେଁ, ସୃଷ୍ଟି ପାଇଁ।

👉 ଆସନ୍ତୁ ଆମେ ପ୍ରତିଜ୍ଞା କରିବା – ହିଂସା ନୁହେଁ, ମାନବତାକୁ ବଞ୍ଚାଅ 🙏

26/04/2026

Address

Puri

Telephone

+917978752262

Website

Alerts

Be the first to know and let us send you an email when Saheed Bhagat Singh Youth Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Saheed Bhagat Singh Youth Club:

Share