Brother's seva foundation

Call Directions Website Contact the organization

Brother's seva foundation Contact information, map and directions, contact form, opening hours, services, ratings, photos, videos and announcements from Brother's seva foundation, Non-Governmental Organization (NGO), Alipada, kanas, Puri.

ସମାଜରେ ବସବାସ କରୁଥିବା ସମସ୍ତ ଅସହାୟ ଏବଂ ଅବହେଳିତ ପ୍ରାଣୀ ମାନଙ୍କ ପାଖରେ ପହଂଚି ତାଙ୍କର ଦୁଃଖ କୁ କିଛି ମାତ୍ରା ରେ ଲାଘବ କରି ତାଙ୍କ ମୁହଁ ରେ ଟିକେ ହସ ଫୁଟେଇବା ହେଉଛି ଆମର ଲକ୍ଷ୍ୟ ll🙏🙏

 #ରେଣୁବାଳା ସାହୁଙ୍କ ଚିକିତ୍ସା ପାଇଁ ସହାୟତା ନିବେଦନ 🙏🙏**ଆସନ୍ତୁ, ଏକ ଜୀବନ ବଞ୍ଚାଇବା!**ଆପଣଙ୍କ ସହଯୋଗରେ ରେଣୁବାଳା ସାହୁଙ୍କ ଜୀବନରେ ଆଶା...
26/08/2026

#ରେଣୁବାଳା ସାହୁଙ୍କ ଚିକିତ୍ସା ପାଇଁ ସହାୟତା ନିବେଦନ 🙏🙏

**ଆସନ୍ତୁ, ଏକ ଜୀବନ ବଞ୍ଚାଇବା!**
ଆପଣଙ୍କ ସହଯୋଗରେ ରେଣୁବାଳା ସାହୁଙ୍କ ଜୀବନରେ ଆଶା ଫେରିଆସୁ।

**ରୋଗୀଙ୍କ ବିବରଣୀ**
ନାମ: **ରେଣୁବାଳା ସାହୁ**
ପୁତ୍ର: **ରଶ୍ମିରଞ୍ଜନ ସାହୁ**
ଚିକିତ୍ସା: **SUM Ultimate**
ଗ୍ରାମ: **ଚାନ୍ଦପଡ଼ା, କଣାସ, ପୁରୀ।**

ରେଣୁବାଳା ସାହୁ **ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ** ହୋଇ ବର୍ତ୍ତମାନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

**ଏପର୍ଯ୍ୟନ୍ତ ଚିକିତ୍ସାରେ ₹୮,୦୦,୦୦୦ ଖର୍ଚ୍ଚ ହୋଇସାରିଛି।**
ଆଗାମୀ ଚିକିତ୍ସା ପାଇଁ ଆହୁରି ପ୍ରାୟ **₹୧୫,୦୦,୦୦୦** ଆବଶ୍ୟକ।

#ଆପଣଙ୍କ ସହଯୋଗ ହିଁ ତାଙ୍କ ପାଇଁ ଆଶା

**ମାତ୍ର ₹୧0 ଟଙ୍କା ମଧ୍ୟ ଏହି କଠିନ ସମୟରେ ବଡ଼ ସହାୟତା ହୋଇପାରେ।**

ଆପଣ ଯେତିକି ସମ୍ଭବ ସହଯୋଗ କରନ୍ତୁ।
**ଦାନ କରନ୍ତୁ • ଏହି ସନ୍ଦେଶକୁ ସେୟାର କରନ୍ତୁ • ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।**

ଯୋଗାଯୋଗ ନମ୍ବର ଏବଂ PHONE Pay: 6370051554

❤️ **ଆପଣଙ୍କ ଛୋଟ ସହଯୋଗ ହୁଏତ ଗୋଟିଏ ଜୀବନ ବଞ୍ଚାଇପାରେ।** ❤️

09/08/2026

ଆପଣ କରୁଥିବା କର୍ମ,ଚକା ଆଖି ସବୁ ଦେଖୁଛି ll🙏❤️😘

30/07/2026

ଆସନ୍ତୁ ଏହି ବର୍ଷା ଦିନରେ କିଛି କିଛି ବୃକ୍ଷ ରୋପଣ କରି ଆମ ପରିବେଶ କୁ ହେଉଥିବା ଉତ୍ତାପ ଦାଉରୁ ରକ୍ଷା କରିବା ll🙏😘❤️🌴🌴

ସେବା କ୍ଷେତ୍ରକୁ ଯିବା ସମୟର କିଛି ମୁହୂର୍ତ୍ତ ll🙏❤️😘
26/07/2026

ସେବା କ୍ଷେତ୍ରକୁ ଯିବା ସମୟର କିଛି ମୁହୂର୍ତ୍ତ ll🙏❤️😘




ପ୍ରଭୁ ରଘୁନାଥ ଙ୍କ ବଗିଚାରେ ଫୁଲ ଗଛ ଲଗାଯାଉଛି ll🙏🌹❤️
25/07/2026

ପ୍ରଭୁ ରଘୁନାଥ ଙ୍କ ବଗିଚାରେ ଫୁଲ ଗଛ ଲଗାଯାଉଛି ll🙏🌹❤️

23/07/2026

ବର୍ଷା ଦିନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ll🙏❤️🌴

ନଡ଼ିଆ ଗଛ ରୋପଣ ସମୟ ରା କିଛି ମୁହୂର୍ତ୍ତ ll🙏❤️😘
22/07/2026

ନଡ଼ିଆ ଗଛ ରୋପଣ ସମୟ ରା କିଛି ମୁହୂର୍ତ୍ତ ll🙏❤️😘

ଗୋଟେ ହାତ ଏବଂ ଗୋଟେ ଗୋଡ ନଥିବା ଏହି ଅସହାୟ ବୃଦ୍ଧ ମଉସାଙ୍କୁ ଆମ ଫାଉଣ୍ଡେସନ ତରଫରୁ ଏକ ଆଶାବାଡି ପ୍ରଦାନ କରାଗଲା ll🙏❤️🥰    କିଛିଦିନ ତଳେ ଏ...
22/06/2026

ଗୋଟେ ହାତ ଏବଂ ଗୋଟେ ଗୋଡ ନଥିବା ଏହି ଅସହାୟ ବୃଦ୍ଧ ମଉସାଙ୍କୁ ଆମ ଫାଉଣ୍ଡେସନ ତରଫରୁ ଏକ ଆଶାବାଡି ପ୍ରଦାନ କରାଗଲା ll🙏❤️🥰

କିଛିଦିନ ତଳେ ଏହି ମଉସା ନିଜର ଆଶାବାଡି ନଥିବା ହେତୁ ବହୁତ କଷ୍ଟ ରେ ଯିବା ଆସିବା କରୁଛି ବୋଲି ଆମ ଫାଉଣ୍ଡେସନ ର ମାର୍ଗଦର୍ଶକ ପ୍ରକାଶ sir ଙ୍କୁ ଜଣାଇଥିଲେ ll






କିଛିଦିନ ତଳେ ଆମେ ଏହି  #ମଉସାଙ୍କୁ ନିଜର ସକ୍ଷମ ଅନୁସାରେ  #ସାହାଯ୍ୟ କରିଥିଲୁ, ଶୀତବସ୍ତ୍ର, ଖାଦ୍ୟ ଏବଂ କିଛି ପଇସା ଦେଇଥିଲୁ l    ତାଙ୍କର ...
01/06/2026

କିଛିଦିନ ତଳେ ଆମେ ଏହି #ମଉସାଙ୍କୁ ନିଜର ସକ୍ଷମ ଅନୁସାରେ #ସାହାଯ୍ୟ କରିଥିଲୁ, ଶୀତବସ୍ତ୍ର, ଖାଦ୍ୟ ଏବଂ କିଛି ପଇସା ଦେଇଥିଲୁ l

ତାଙ୍କର ଏକ #ଆଶାବାଡି ଦରକାର ବୋଲି ଆମ #ଫାଉଣ୍ଡେସନ କୁ #ଅନୁରୋଧ କରିଛନ୍ତି l

ଯଥା ଶୀଘ୍ର ଆମ ଫାଉଣ୍ଡେସନ ତରଫରୁ ଏହି ମଉସାଙ୍କୁ ଆଶାବାଡି #ପ୍ରଦାନ କରାଯିବ ll🙏🙏

ଜୟ ଜଗନ୍ନାଥ 🙏🙏







ପ୍ରୟାସ ଆମର ସହଯୋଗ ଆପଣମାନଙ୍କର ll🙏🥰ଆସନ୍ତୁ ଅନ୍ୟର ଅନ୍ଧାରୀ ଜୀବନ ଭିତରେ ଟିକେ ଖୁସିର ଆଲୋକ ଭରିଦେବା ll🙏🥰❤️
30/05/2026

ପ୍ରୟାସ ଆମର ସହଯୋଗ ଆପଣମାନଙ୍କର ll🙏🥰
ଆସନ୍ତୁ ଅନ୍ୟର ଅନ୍ଧାରୀ ଜୀବନ ଭିତରେ ଟିକେ ଖୁସିର ଆଲୋକ ଭରିଦେବା ll🙏🥰❤️






Address

Alipada, Kanas
Puri
752019

Alerts

Be the first to know and let us send you an email when Brother's seva foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Brother's seva foundation:

Shortcuts

Share