28/05/2026
ଧନ୍ୟବାଦ ଦୈନିକ ମୁଦ୍ରିତ ଗଣ ମାଧ୍ୟମ #ସମ୍ବାଦ
ଗତ ତା 15-05-2026ରିଖ ଶୁକ୍ରବାର ରେ ଆମ ଶ୍ରୀ ଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ Shree Jagannath Anuragi Trustପକ୍ଷରୁ ପ୍ରବଳ ରକ୍ତ ଅଭାବ କୁ ଆଖିରେ ରଖି ପୁରୀ ବଡ଼ ଡାକ୍ତର ଖାନା ପରିସରରେ ଥିବା ଓଡିଶା ରକ୍ତ କେନ୍ଦ୍ର ରେ ଆୟୋଜିତ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ 54 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଆମ ଶ୍ରୀ ଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ ପକ୍ଷରୁ ସମସ୍ତ ରକ୍ତଦାତା ଙ୍କୁ ସାଧୁବାଦ 🙏
ପୁରୀ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ଙ୍କୁ ମଧ୍ୟ୍ୟ ଅଜସ୍ର ସାଧୁବାଦ 🙏🙏