Aarambhyouthculturalfoundation2024

Aarambhyouthculturalfoundation2024 AARAMBH MOHOUTSV is a social organization meant for enhancing the social & cultural activities throughout the

ଜୟ ଜଗନ୍ନାଥ ⭕️‼️⭕️ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରା ରେ ହେବାକୁ ଥିବା 10.000 ଭକ୍ତ ଙ୍କୁ ଖାଦ୍ୟ ବଣ୍ଟନ ର କାଯ୍ୟକ୍ରମ ର...
18/06/2026

ଜୟ ଜଗନ୍ନାଥ ⭕️‼️⭕️

ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରା ରେ ହେବାକୁ ଥିବା 10.000 ଭକ୍ତ ଙ୍କୁ ଖାଦ୍ୟ ବଣ୍ଟନ ର କାଯ୍ୟକ୍ରମ ରେ ସମୟ ବି ଦେଇପାରନ୍ତି ଓ କିଛି ଜିନିଷ ବି ଦେଇପାରନ୍ତି ଭକ୍ତ ଙ୍କ ସୁବିଧା ରେ ଲାଗିପରିବ

ପୁରୀ / ମଟର ତରକାରୀ /ସୁଜି ହାଲୁଆ /ବୁନ୍ଦିଆ

ଦହି ସର୍ବତ / ଲେମ୍ବୁ ସର୍ବତ

For Contact : 9348926509 (WhatsApp/Phone call)

14/01/2026

7th AARAMBH MAHOTSAV 2026

Srikhetra laxmi pratijogita 💐

13/01/2026
୭ମ ଆରମ୍ଭ ମହୋତ୍ସବ 2026 ର ଉଦଯାପନୀ ସନ୍ଧ୍ୟା ରେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ରେ ପଞ୍ଚାୟତ ଓ ୱାର୍ଡ ରୁ ଆସିଥିବା ମହିଳା ଙ୍କ ଖୁସି କୁ ଆମେ ସାଉଁଟ...
12/01/2026

୭ମ ଆରମ୍ଭ ମହୋତ୍ସବ 2026 ର ଉଦଯାପନୀ ସନ୍ଧ୍ୟା ରେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ରେ ପଞ୍ଚାୟତ ଓ ୱାର୍ଡ ରୁ ଆସିଥିବା ମହିଳା ଙ୍କ ଖୁସି କୁ ଆମେ ସାଉଁଟିପାରିଛୁ ଏହି ଆରମ୍ଭ ମହୋତ୍ସବ ମାଧ୍ୟମ ରେ
ଶେଷ ସଦ୍ଧ୍ୟା ରେ ଆସିଥିବା ଗାୟିକା ବର୍ଣାଳୀ ହୋତା ଙ୍କ ଗୀତ ର ଯାଦୁ ରେ ସମସ୍ତ ଦର୍ଶକ ମଧ୍ୟ ପ୍ରଶଂସା କରିଥିଲେ

12/01/2026
୭ମ ଆରମ୍ଭ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ଖୁବ ରୋମାଞ୍ଚକର ଥିଲା ତା ସହିତ ମଞ୍ଚସିନ ଅତିଥି ଙ୍କ ଦ୍ୱାରା ଅନୁଷ୍ଠାନ କୁ ଯେଉଁ ବାର୍ତା ଦିଆଗଲା ଖୁବ...
10/01/2026

୭ମ ଆରମ୍ଭ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ଖୁବ ରୋମାଞ୍ଚକର ଥିଲା ତା ସହିତ ମଞ୍ଚସିନ ଅତିଥି ଙ୍କ ଦ୍ୱାରା ଅନୁଷ୍ଠାନ କୁ ଯେଉଁ ବାର୍ତା ଦିଆଗଲା ଖୁବ ସୁନ୍ଦର ବାର୍ତା କୁ ଆମେ ଗ୍ରହଣ ମଧ୍ୟ କରିଲୁ ସମ୍ମାନିତ ହୋଇଥିବା ସଂସ୍କୃତି କ୍ଷେତ୍ର ହେଉ ଅବା ସମାଜ ର ସେବା ରେ ନିଜକୁ ସମର୍ପଣ କରିଥିବା ବ୍ୟକ୍ତିତ୍ୱ ଙ୍କୁ ପାଇ ଅନୁଷ୍ଠାନ ବହୁତ ଖୁସି ଅନୁଭବ କରିଲା ଶେଷରେ ସୁଦୂର ବଲାଙ୍ଗୀରି ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଥିବା କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଗଲା

୭ମ ଆରମ୍ଭ ମହୋତ୍ସବ 2026 ର ପ୍ରଥମ ସନ୍ଧ୍ୟା ରେ ଓଡିଶା ଓ ପୁରୀ ଶ୍ରୀକ୍ଷେତ୍ର ମାଟି ର ବହୁତ ମହାନ ବରଣ୍ୟ ବ୍ୟକ୍ତିତ୍ୱ ମାନେ ଆସି ଏହି ଉତ୍ସବ କ...
09/01/2026

୭ମ ଆରମ୍ଭ ମହୋତ୍ସବ 2026 ର ପ୍ରଥମ ସନ୍ଧ୍ୟା ରେ ଓଡିଶା ଓ ପୁରୀ ଶ୍ରୀକ୍ଷେତ୍ର ମାଟି ର ବହୁତ ମହାନ ବରଣ୍ୟ ବ୍ୟକ୍ତିତ୍ୱ ମାନେ ଆସି ଏହି ଉତ୍ସବ କୁ ଆହୁରି ଦୁଇ ପାଦ ଆଗକୁ ଯିବା ପାଇଁ କିଛି ବ୍ୟକ୍ତବ୍ୟ ଦେଲେ ଆମେ ବି ଗ୍ରହଣ କରି ପ୍ରଥମ ସନ୍ଧ୍ୟା କୁ ଓଡିଶା ର ପ୍ରସିଦ୍ଧ ଶ୍ରୀକ୍ଷେତ୍ର ର ମେଢ଼ ନୃତ୍ୟ, ଓଡିଶୀ, ମାହାରୀ, ସମ୍ବଲପୁରୀ ର ନୃତ ପରିବେଷଣ କରି ମହାନ ବ୍ୟକ୍ତିତ୍ୱ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୁରୀ ଜିଲ୍ଲା ର ସହିଦ୍ ଶ୍ୟାମ ସୁନ୍ଦର କର ଙ୍କ ଫାମିଲି ଙ୍କୁ ସହିଦ୍ ସମ୍ମାନ ରେ ସମ୍ମାନିତ କରାଯାଇଥିଲା

Address

Khakimatha Len
Puri
752002

Telephone

+919348926509

Website

Alerts

Be the first to know and let us send you an email when Aarambhyouthculturalfoundation2024 posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aarambhyouthculturalfoundation2024:

Share