Volunteer for AAP

Volunteer for AAP I have been working as a social worker since 27 year's for the development of tribals of Odisha.

12/11/2024

ବାଣ୍ଟି ହେବ ତ ଧନୀ ଗରିବରେ, ହିନ୍ଦୁ ମୁସଲମାନରେ, ବାବା ଚେଲାରେ, ମିଛୁଆ ସତୁଆରେ, ଅପଢା ପାଠୁଆରେ ବାଣ୍ଟି ହୁଅ l
ନଚେତ ଏ ଜରଜମାନେ ତୁମକୁ ନେଇ ଭୋଟ ବେପାର କରିବେ କେମିତି

06/11/2024

ଭାରତ ସ୍ୱାଧୀନତା ପାଇବା ରାତିରେ ଏଇ ସଂଘୀମାନେ ପ୍ରଥନେ କଲିକତା ଜଳାଇଲେ l ଦେଶ ଆନନ୍ଦରେ ବିଭୋର ହେଉଥିବା ବେଳେ, ଗାନ୍ଧୀ ସେଠାରେ ଯାଇ ପହଂଚି ଯାଇଥିଲେ l ଏହି ମୂର୍ଖମାନେ ସେଦିନ ଯାହାଥିଲେ, ଆଜିବି ସେଇଆ ଅଛନ୍ତି l

30/10/2024

ଇଣ୍ଡୋନେସିଆ ଦେଶରେ ମାତ୍ର ଦୁଇ ଭାଗ ହିନ୍ଦୁ ଧର୍ମର ଲୋକ ରୁହନ୍ତି l କିନ୍ତୁ ସେମାନେ ବିପଦରେ ନାହାନ୍ତି କାରଣ ସେଠାରେ ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘ ନାହିଁ l

17/10/2024

ମୋଦୀ ଆଉ ଟ୍ରମ୍ପଙ୍କ ଭିତରେ ମିଛ କହିବାରେ ଲଢେଇ କଲେ କିଏ ଜିତିବ??

16/10/2024

ଧର୍ମ ଚାଜିରୀ, କର୍ମ ଯୋଗାଣ, ଦରଦାମ ନିୟନ୍ତ୍ରଣ, ଖାଦ୍ୟ ଯୋଗାଣ କରିପାରିବ ନାହିଁ l ଯାହା ବିଜ୍ଞାନ ଦ୍ୱାରା ହିଁ ସମ୍ଭବ l

12/10/2024

2015 ରେ ଭୋକିଲା ଦେଶ ଭାବରେ 55 ରେ ଥିଲୁ 2024 ରେ 105 କୁ ଆସିଲୁ l ଲୋକେ କାଙ୍ଗାଳ ହୁଅ ଆଉ ସେ ଜା ରଜମାନେ ୱାକପ ବୋର୍ଡର ଘିଅ ସୂଂଘାଇ ଆମକୁ ହଳ ବୁଲାନ୍ତୁ l

09/10/2024
23/09/2024

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନୁହେଁ l ଗୋଟିଏ ଦେଶ ଗୋଟିଏ ପ୍ରକାରର ସ୍କୁଲ ଆଉ ଶିକ୍ଷା l ସମସ୍ତଙ୍କୁ ଏକ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ଦରକାର l

Its should be.
20/09/2024

Its should be.

LIVE: Arvind Kejriwal Speech on One Nation One Election। एक देश एक चुनाव पर केजरीवाल का भाषण

Address

Konark
Puri
752110

Website

Alerts

Be the first to know and let us send you an email when Volunteer for AAP posts news and promotions. Your email address will not be used for any other purpose, and you can unsubscribe at any time.

Share