Umeed Foundation

Call Directions Website Contact the organization

Umeed Foundation Umeed Foundation_To give a A Ray of� hope to the needy Human beings.

Account name - Umeed Foundation
Bank name - Punjab National Bank
Account number - 2891000100095722
IFSC CODE - PUNB0289100

09/09/2026


063712 81365

17/08/2026

♻️*ବୁଲା ଗାଈ-ଗୋରୁଙ୍କୁ ରେଡିୟମ ବେଲ୍ଟ ବନ୍ଧା ଅଭିଯାନର ଦ୍ୱିତୀୟ ଦିନ*♻️
🐂🐄🐃

ଏହି ଦ୍ୱିତୀୟ ଦିନରେ ଆମ୍ଭେ ମଙ୍ଗଳାଘାଟ ସଡ଼କରେ ସୋଇଥିବା ଗାଈ-ଗୋରୁମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଥିଲୁ l ସାଙ୍ଗରେ ନେଇଥିବା ୧୦୦ଟି ରେଡିୟମ ବେଲ୍ଟ ସଫଳତାର ସହ ବାନ୍ଧି ଫେରିଥିଲୁ ।

ମଙ୍ଗଳାଘାଟ ସଡ଼କରେ ଅନେକ ଗାଈ-ଗୋରୁ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେଉଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଥିବାର ବାରମ୍ବାର ନଜରକୁ ଆସୁଛି, ସେହି କାରଣରୁ ଅଭିଯାନର ଦ୍ୱିତୀୟ ଦିନ ପାଇଁ ଆମ୍ଭେ ଏହି ସ୍ଥାନଟିକୁ ବାଛିଥିଲୁ।

ଆମର ଏହି ଛୋଟ ପ୍ରୟାସ ରାତ୍ରି ସମୟରେ ଏହି ସଡକରେ ଯାତାୟାତ କରୁଥିବା ଯାନବାହନ ଚାଳକମାନଙ୍କୁ ଦୂରରୁ ଗାଈ-ଗୋରୁମାନଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ଏବଂ ସଡ଼କ ଦୁର୍ଘଟଣାକୁ କିଛି ମାତ୍ରାରେ କମାଇବ ବୋଲି ଆମର ବିଶ୍ୱାସ।

*ଜୟ ଜଗନ୍ନାଥ 🙏*
*ଜୟ ଗୋମାତା 🙏* 🐂🐄🐃

17/08/2026

*ବୁଲା ଗାଈ-ଗୋରୁଙ୍କୁ ରେଡିୟମ ବେଲ୍ଟ ବନ୍ଧା ଅଭିଯାନର ପ୍ରଥମ ଦିନ*

ବୁଲା ଗାଈ-ଗୋରୁଙ୍କୁ ସଡ଼କ ଦୁର୍ଘଟଣାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆମ୍ଭ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ମହତ୍ ପ୍ରୟାସର ପ୍ରଥମ ଦିନରେ ପ୍ରାୟ ୨୦ଟି ଗାଈ-ଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧାଯାଇଥିଲା। ରାତ୍ରି ସମୟରେ ଏହି ବେଲ୍ଟ ଆଲୋକ ପ୍ରତିଫଳିତ କରି ଚାଳକମାନଙ୍କୁ ସତର୍କ କରିବ, ଯାହା ଫଳରେ ଦୁର୍ଘଟଣା ହ୍ରାସ ପାଇବ ଏବଂ ନିରୀହ ଗାଈ-ଗୋରୁଙ୍କ ସୁରକ୍ଷା ହୋଇ ପାରିବ l

27/06/2026

ଏକ ସଡ଼କ ଦୁର୍ଘଟଣାରେ ଷଣ୍ଢଟିର ଏହିପରି ଅବସ୍ଥା ହୋଇଥିଲା। ଖବର ପାଇବା ପରେ ଷଣ୍ଢଟିକୁ ଆମ୍ଭ ଗୋ-ସେବା ସଂସ୍ଥାନକୁ ଆଣି ତାହାର ଚିକିତ୍ସା କରୁଛୁ । ଭଗବାନଙ୍କ କୃପାରୁ ଷଣ୍ଢଟି ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ସାଧାରଣ ଜୀବନକୁ ଫେରି ଆସୁ l

*ଜୀବଙ୍କ ସେବା ହିଁ ଶିବଙ୍କ ସେବା* 🙏

Address

Puri
752002

Alerts

Be the first to know and let us send you an email when Umeed Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Umeed Foundation:

Shortcuts

Share