MAA Byaghradevi YUBA Sansada - Chirikipada

MAA Byaghradevi YUBA Sansada - Chirikipada Contact information, map and directions, contact form, opening hours, services, ratings, photos, videos and announcements from MAA Byaghradevi YUBA Sansada - Chirikipada, Youth Organization, near radhakrushna temple, Polasara.

12/02/2026

ତା - 26/01/26 ରିଖ ସୋମବାର ଦିନ ଭଞ୍ଜ ୱେଲଫର୍ ଟ୍ରଷ୍ଟ ଏବଂ ମାଁ ବ୍ୟାଘ୍ରଦେବୀ ଯୁବ ସଂସଦ ପକ୍ଷରୁ ଆୟୋଜିତ ବର୍ଷିକ ଉତ୍ସବ୍ -2026 କାର୍ଯ୍ୟକ୍ରମ ରେ ଶ୍ରୀ ସୁଶାନ୍ତ କୁମାର ସାହୁ (ନାଟ୍ୟ ନିର୍ଦ୍ଦେଶକ , ଚିରିକିପଡା),  ଶ୍ରୀ ଲୋକନାଥ ବେହେରା(ନାଟ୍ୟକାର, ଢୁଙ୍କାପଡ଼ା)ଏବଂ ଶ୍ରୀ ଦୀନବନ୍ଧୁ ସାହୁ(ନାଟ୍ୟ ନିର୍ଦ୍ଦେଶକ , ପୋଲସରା) ଏହି ବ୍ୟକ୍ତିତ୍ଵଙ୍କୁ ବରିଷ୍ଠ କଳାକାର ସମ୍ମାନ -୨୦୨୬ ରେ ସମ୍ମାନୀତ କରାଯାଇଛି ତତ୍ ସହିତ ଶ୍ରୀ ଚିତ୍ରସେନ ସେଠୀ (ପ୍ରଧାନ ଶିକ୍ଷକ, ଚିରିକିପଡ଼ା) - ଶ୍ରେଷ୍ଠ ଶିକ୍ଷକ ସମ୍ମାନ -୨୦୨୬ , ଶ୍ରୀ ରଞ୍ଜିତ କୁମାର ବିଷୋୟୀ (ଅଧ୍ୟାପକ, ରସାୟନ ବିଜ୍ଞାନ - କୁଷପଲ୍ଲି) - ଶ୍ରେଷ୍ଠ ଅଧ୍ୟାପକ ସମ୍ମାନ -୨୦୨୬ ଏବଂ ଶ୍ରୀ ଅଦୃଶ୍ୟ ଜ୍ୟୋତି ପଟ୍ଟନାୟକ (ଅଧ୍ୟାପକ, ରସାୟନ ବିଜ୍ଞାନ - ପୋଲସରା) - ଶ୍ରେଷ୍ଠ ଅଧ୍ୟାପକ ସମ୍ମାନ -୨୦୨୬ ରେ ସମ୍ମାନୀତ କରାଯାଇଛି । ତତ୍ ସହିତ ଶ୍ରୀ ରାଇରଞ୍ଜନ ନନ୍ଦ ( କବି , ଉପସ୍ଥାପକ - ପୋଲସରା ) - ଯୁବକବି ସମ୍ମାନ  ୨୦୨୬ ଏବଂ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ( ଯଦୁଗର, ୟୁଟ୍ୟୁବର - ଚିରିକିପଡା ଶାସନ ) - ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର - ୨୦୨୬ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବନିଦ୍ର ସାହୁ (ସମାଜସେବୀ - ଗୋଲିଆ ) ଏବଂ ଶ୍ରୀ ବାବୃବହାନ ପୋଲାଇ ( ସମାଜସେବୀ - ଗୋଲିଆ) ଉପସ୍ଥିତ ରହି ସମସ୍ତ ସମ୍ମାନ ପ୍ରଦାନ କରିଥିଲେ ।

12/02/2026
12/02/2026

ବାର୍ଷିକ ଉତ୍ସବ ୨୦୨୬
ଶ୍ରେଷ୍ଠ ଅଧ୍ୟାପକ ସମ୍ମାନ ରେ ସମ୍ମାନିତ
ଶ୍ରୀ ଅଦୃଶ୍ୟ ଜ୍ୟୋତି ପଟ୍ଟନାୟକ ( ଅଧ୍ୟାପକ , ରସାୟନ ବିଜ୍ଞାନ- ପୋଲସରା)

12/02/2026

ବାର୍ଷିକ ଉତ୍ସବ ୨୦୨୬
ଶ୍ରେଷ୍ଠ ଶିକ୍ଷକ ସମ୍ମାନ ରେ ସମ୍ମାନିତ
ଶ୍ରୀ ଚିତ୍ରସେନ୍ ସେଠୀ ( ପ୍ରଧାନ ଶିକ୍ଷକ, ଚିରିକିପଡ଼ା )

12/02/2026

ବାର୍ଷିକ ଉତ୍ସବ ୨୦୨୬
ଶ୍ରେଷ୍ଠ ଅଧ୍ୟାପକ ସମ୍ମାନ ରେ ସମ୍ମାନିତ
ଶ୍ରୀ ରଂଜିତ କୁମାର୍ ବିଶୋଇ ( ଅଧ୍ୟାପକ , ରସାୟନ ବିଜ୍ଞାନ- କୁଷପଲ୍ଲି)

12/02/2026

ବାର୍ଷିକ ଉତ୍ସବ ୨୦୨୬
ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ସମ୍ମାନ ରେ ସମ୍ମାନିତ
ଶ୍ରୀ ଜିତେନ୍ଦ୍ର କୁମାର ସାହୁ ( ଜଦୁଗର ,ୟୁଟ୍ୟୁବର - ଚିରିକିପଡ଼ାଶାସନ)

12/02/2026

ବାର୍ଷିକ ଉତ୍ସବ ୨୦୨୬
ଯୁବକବି ସମ୍ମାନରେ ସମ୍ମାନିତ
ଶ୍ରୀ ରାଇରଂଜନ ନନ୍ଦ( କବି , ଉପସ୍ଥାପକ - ପୋଲସରା)

12/02/2026

ବାର୍ଷିକ ଉତ୍ସବ ୨୦୨୬
ବରିଷ୍ଠ କଳାକାର ସମ୍ମାନ ରେ ସମ୍ମାନିତ
ଶ୍ରୀ ଦୀନବନ୍ଧୁ ସାହୁ ( ନାଟ୍ୟ ନିଦ୍ଦେର୍ଶକ - ପୋଲସରା)

12/02/2026

ବାର୍ଷିକ ଉତ୍ସବ ୨୦୨୬
ବରିଷ୍ଠ କଳାକାର ସମ୍ମାନ ରେ ସମ୍ମାନିତ
ଶ୍ରୀ ଲୋକନାଥ ବେହେରା (ନାଟ୍ୟକାର - ଢୁଙ୍କାପଡ଼ା)

12/02/2026

ବାର୍ଷିକ ଉତ୍ସବ ୨୦୨୬
ବରିଷ୍ଠ କଳାକାର ସମ୍ମାନରେ ସମ୍ମାନୀତ
ଶ୍ରୀ ସୁଶାନ୍ତ କୁମାର ସାହୁ ( ନାଟ୍ୟ ନିଦ୍ଦେର୍ଶକ - ଚିରିକିପଡା)

10/02/2026

ଧନ୍ୟବାଦ୍ ରଞ୍ଜିତ ସାର୍ ଆମ ଗ୍ରାମ ପାଇଁ କବିତା ଟିଏ ଲେଖିଥିବାରୁ ।🙏

Address

Near Radhakrushna Temple
Polasara
761118

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+918342070638

Website

Alerts

Be the first to know and let us send you an email when MAA Byaghradevi YUBA Sansada - Chirikipada posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to MAA Byaghradevi YUBA Sansada - Chirikipada:

Share