Jantrika TV

Jantrika TV Representing A Unit Of Urban & Rural drinking water employees Demands....

17/03/2026

ସରକାରଙ୍କ ସୀକୃତି ଅର୍ଥବିଭାଗ, ଗୃହ ନଗର ଉନ୍ନୟନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ବେ କିଛି କୁଚକ୍ରିଙ୍କ ଲାଗି ହଇରାଣ ହେଉଛନ୍ତି ୱାର୍କଚାର୍ଜ କର୍ମଚାରୀ l
ରାଜ୍ୟ ସଭାପତିଙ୍କ ପ୍ରଚେଷ୍ଟା ପରେ ୨୪ ଜଣ କର୍ମଚାରୀ ୱାର୍କଚାର୍ଜରୁ ରେଗୁଲାର ହେବା ସହ ଏହି ପ୍ରକ୍ରିୟା ଜାରି ରହିବ l
#କର୍ମଚାରୀ_ଏକତା_ଜିନ୍ଦାବାଦ

24/02/2026

🛑ଆସନ୍ତାକାଲି ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଏକାଠି ହେବେ 🚧"କର୍ମଚାରୀ ମିଳିତ ମଞ୍ଚ"
#କର୍ମଚାରୀ_ଏକତା_ଜିନ୍ଦାବାଦ

24/02/2026

#୨୫ଫେବୃଆରୀରେ_ସହରାଞ୍ଚଳ_ଗ୍ରାମାଞ୍ଚଳରେ_କାର୍ଯ୍ୟରତ_ଅସ୍ଥାୟୀକର୍ମଚାରୀଙ୍କ_ବିଶାଳସମାବେଶ
୧୨/୦୪/୧୯୯୩ ପର ଠାରୁ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଆମର ଏକମାତ୍ର ଦାବି - ପ୍ରଶାନ୍ତ କୁମାର ମହାନ୍ତି (ରାଜ୍ୟ ସଭାପତି)
#କର୍ମଚାରୀ_ଏକତା_ଜିନ୍ଦାବାଦ

19/02/2026

ଏଚ୍.ଆର କର୍ମଚାରୀଙ୍କୁ ନିୟମିତ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ୨୫ ଫେବୃଆରୀ ଭୁବନେଶ୍ଵର ଚାଲ ସମାବେଶକୁ ସଫଳ କରନ୍ତୁ

19/02/2026

ପ୍ରିୟ କର୍ମଚାରୀ ନେତା ତଥା ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ପୂର୍ବ ସାଧାରଣ ସମ୍ପାଦକ °✓ସୁଦର୍ଶନ ପ୍ରଧାନଙ୍କ ୬୮ତମ ଜନ୍ମଜୟନ୍ତୀ ପାଳିତ l

22/12/2025

କେନ୍ଦ୍ରାପଡ଼ା ଜନସ୍ବାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ବଣଭୋଜି କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି
#କର୍ମଚାରୀଏକତାଜିନ୍ଦାବାଦ

16/12/2025

୧୪ ଦିନରେ ଅହୋରାତ୍ର ଧାରଣା//କେବେ ଶୁଣିବେ ଏ ସରକାର
ସରକାରୀ ଚାକିରୀ କରିଲୁ ବାର୍ଦ୍ଧକ୍ୟ ବେଳେ ପେନସନ ନ ପାଇ ଥାଳି ଧରି ଭିକ ମାଗୁଛୁ l
#କର୍ମଚାରୀଏକତାଜିନ୍ଦାବାଦ
CMO Odisha

02/12/2025

#ରାଜ୍ୟ ଇଞ୍ଜିନୟରିଙ୍ଗ୍ ୱାକଚାର୍ଜଡ/ନିୟମିତ/ସେବାନିବୃତ୍ତ କର୍ମଚାରୀ ଫୋରମର
୫ ଡିସେମ୍ବର (ଶୁକ୍ରବାର) ଦିନ ଭୁବନେଶ୍ଵର ଚାଲ ଆହ୍ଵାନ
#କର୍ମଚାରୀଏକତାଜିନ୍ଦାବାଦ

12/11/2025

କ୍ୟାମେରା ଲେନ୍ସରେ କଏଦ ୧୬ତମ ଯାନ୍ତ୍ରିକ ଭବନ ସମାରୋହର କିଛି ମୂହୁର୍ତ୍ତ...
#ରାଜ୍ୟଜନସ୍ୱାସ୍ଥ୍ୟଯାନ୍ତ୍ରିକକର୍ମଚାରୀସଂଘ #କର୍ମଚାରୀ_ଏକତା_ଜିନ୍ଦାବାଦ

11/11/2025

୧୬ତମ ପ୍ରତିଷ୍ଠା ଦିବସ ସମାରୋହର ଅବସରରେ Lion କ୍ଳବ୍ ଓ ମଣିପାଲ୍ ହସ୍ପିଟାଲ ସହଯୋଗରେ ଆୟୋଜିତ ନିଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସମୟର କିଛି ଝଲକ୍ l
#ରାଜ୍ୟଜନସ୍ୱାସ୍ଥ୍ୟଯାନ୍ତ୍ରିକକର୍ମଚାରୀସଂଘ #କର୍ମଚାରୀ_ଏକତା_ଜିନ୍ଦାବାଦ

09/11/2025

ଆଉ ମାତ୍ର ଗୋଟିଏ ଦିନ ରହିଲା ସଂଘର ମୁଖ୍ୟ ସଭାଗୃହ ଯାନ୍ତ୍ରିକ ଭବନର ୧୬ ତମ ପ୍ରତିଷ୍ଠା ଦିବସ ସମାରୋହ l
ଏହି ପ୍ରତିଷ୍ଠା ଦିବସ ସମାରୋହ ଦିନ ଆମର ମହାନ୍ କର୍ମଚାରୀ ନେତା ତଥା ସଂଘର ବରିଷ୍ଠ ଉପସଭାପତି ସ୍ୱର୍ଗତଃ ସୁଦର୍ଶନ ପ୍ରଧାନଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି l
ଏଣୁ ଅନୁରୋଧ ଆପଣମାନେ ଧାର୍ଯ୍ୟ ସମୟରେ ଯାନ୍ତ୍ରିକ ଭବନ ପରିସରରେ ଉପସ୍ଥିତ ହେବେ l
#ରାଜ୍ୟଜନସ୍ୱାସ୍ଥ୍ୟଯାନ୍ତ୍ରିକକର୍ମଚାରୀସଂଘ #କର୍ମଚାରୀ_ଏକତା_ଜିନ୍ଦାବାଦ

06/11/2025

ଆସିବାକୁ ଭୁଲିବେ ନାହିଁ...
ମାସ ୧୧କୁ ତାରିଖ ୧୧
#ରାଜ୍ୟଜନସ୍ୱାସ୍ଥ୍ୟଯାନ୍ତ୍ରିକକର୍ମଚାରୀସଂଘ
#କର୍ମଚାରୀ_ଏକତା_ଜିନ୍ଦାବାଦ

Address

Pattamundai
754215

Telephone

+919437283044

Website

Alerts

Be the first to know and let us send you an email when Jantrika TV posts news and promotions. Your email address will not be used for any other purpose, and you can unsubscribe at any time.

Share