ଭାରତୀୟ ଜନତା ପାର୍ଟି କାଶୀପୁର ବ୍ଲକ୍

  • Home
  • India
  • Odisha
  • ଭାରତୀୟ ଜନତା ପାର୍ଟି କାଶୀପୁର ବ୍ଲକ୍
Call Directions Website

ଭାରତୀୟ ଜନତା ପାର୍ଟି କାଶୀପୁର ବ୍ଲକ୍ Bharatiya Janata party kashipur block is a political organization.

it aims to create positive change
BJP Karyakarta 🇮🇳 | Nation First
Proud supporter of
Dedicated to serving the nation.

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଯାତ୍ରା ଆଜି ୨୫ ବର୍ଷର ନିରନ୍ତର ଜନସେବା ଏକ ପ୍ରେରଣାଦାୟୀ ଗାଥାରେ ପରିଣତ ହୋଇଛି।ଗୁଜରାଟ...
12/09/2026

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଯାତ୍ରା ଆଜି ୨୫ ବର୍ଷର ନିରନ୍ତର ଜନସେବା ଏକ ପ୍ରେରଣାଦାୟୀ ଗାଥାରେ ପରିଣତ ହୋଇଛି।

ଗୁଜରାଟରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ - ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି : ‘ଜନସେବାରୁ ରାଷ୍ଟ୍ରସେବା’।

ସେବା, ସମର୍ପଣ ଓ ସଂକଳ୍ପର ୨୫ ବର୍ଷକୁ ସମର୍ପିତ ଏହି । ୧୭ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଏହି ମହାଅଭିଯାନରେ ଯୋଡ଼ି ହୁଅନ୍ତୁ, ସହଭାଗୀ ହୁଅନ୍ତୁ!

କାଶୀପୁର ମେଡିକାଲ୍ ରେ ଭାଜପା କାର୍ଯ୍ୟକର୍ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବା ଖବର ଶୁଣି ରାୟଗଡ଼ ବିଜେପି ସଭାପତି  #ଗୋପୀ_ଆନନ୍ଦ, ଉପ ସଭାପତ...
12/09/2026

କାଶୀପୁର ମେଡିକାଲ୍ ରେ ଭାଜପା କାର୍ଯ୍ୟକର୍ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବା ଖବର ଶୁଣି ରାୟଗଡ଼ ବିଜେପି ସଭାପତି #ଗୋପୀ_ଆନନ୍ଦ, ଉପ ସଭାପତି #ଦୁଷ୍ମନ୍ତ_ସିଂ ଏବଂ ଆମ କାଶୀପୁର ମଣ୍ଡଳ ଭାଜପା ନେତୃତ୍ୱ ସହ ମେଡିକାଲ୍ ଯାଇକି ଭଉଣୀଙ୍କର ଶୀଘ୍ର ସୁସ୍ଥ କାମନା କରିଥିଲେ।

ବନ୍ଦେ ଉତ୍କଳ ଜନନୀ
ଭାରତ୍ ମାତାକି ଜୟ

11/09/2026
 #ମିଶ୍ରଣ_ପର୍ବ କାଶୀପୁର ମଣ୍ଡଳ ସଭାପତି  ୋଚନ_ନାୟକ ଙ୍କ ନେତୃତ୍ବରେ ଖୁରିଗାଁ ପଞ୍ଚାୟତର ବହୁ ଯୁବକ ଏବଂ ଅଭିଜ୍ଞ ବ୍ୟକ୍ତି ମାନେ କଂଗ୍ରେସ ଓ ବ...
11/09/2026

#ମିଶ୍ରଣ_ପର୍ବ
କାଶୀପୁର ମଣ୍ଡଳ ସଭାପତି ୋଚନ_ନାୟକ ଙ୍କ ନେତୃତ୍ବରେ ଖୁରିଗାଁ ପଞ୍ଚାୟତର ବହୁ ଯୁବକ ଏବଂ ଅଭିଜ୍ଞ ବ୍ୟକ୍ତି ମାନେ କଂଗ୍ରେସ ଓ ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କ କାର୍ଯ୍ୟକଳାପକୁ ଦୃଢ ପ୍ରଶଂସା କରି ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ରେ ରାୟଗଡ଼ା ଜିଲ୍ଲା ଉପ ସଭାପତି #ଦୁଷ୍ମନ୍ତ_ସିଂ_ଦେଓ,ସାଧାରଣ ସଚିବ #ଖଗପତି_ନାୟକ ଏବଂ ମଣ୍ଡଳ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ନୂତନ ବିଜେପି ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ।
ଜୟ ବିଜେପି
ଭାରତ ମାତା କି ଜୟ 🙏


11/09/2026
11/09/2026



ଗତକାଲି ତାରିଖ 9/9/2026 ରିଖ ବୁଧବାର ସନ୍ଧ୍ୟା 7PM କାଶୀପୁର ମଣ୍ଡଳ ଅନ୍ତର୍ଗତ  କୋଷାନାଦର ଗ୍ରାମର ବିଭିନ୍ନ ମୌଳିକ ସୁବିଧା ଏବଂ ସରକାରୀ ଯୋଜ...
10/09/2026

ଗତକାଲି ତାରିଖ 9/9/2026 ରିଖ ବୁଧବାର ସନ୍ଧ୍ୟା 7PM କାଶୀପୁର ମଣ୍ଡଳ ଅନ୍ତର୍ଗତ କୋଷାନାଦର ଗ୍ରାମର ବିଭିନ୍ନ ମୌଳିକ ସୁବିଧା ଏବଂ ସରକାରୀ ଯୋଜନା ଯଥା ବସୁଧା ଯୋଜନା ବିଷୟରେ ଆଲୋଚନା କରାଗଲା। କାଶୀପୁର ମଣ୍ଡଳ ସାଧାରଣ ସଚିବ #ଖଗପତି_ନାଏକ ଏବଂ #ଅମିଲାଲ_ନାଏକ ଙ୍କ ନେତୃତ୍ୱରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ବିଷୟରେ ବିଚାର କରାଗଲା।
ଏଥିରେ ଗ୍ରାମର ପ୍ରାୟ 50ରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ।
#ଗାଁ_ଚାଲ_ଅଭିଯାନ

“କଂଗ୍ରେସର ସମସ୍ୟା ହେଉଛି—୭୦ ବର୍ଷରେ କରିଥିବା କାମର ତାଲିକା ଦେଖାଇ ଏବେ ବି ଭୋଟ ମାଗୁଛି! 😄ଦେଶ କେବଳ IIT, AIIMS ରେ ଅଟକି ନାହିଁ। ଆଜି ଭା...
09/09/2026

“କଂଗ୍ରେସର ସମସ୍ୟା ହେଉଛି—୭୦ ବର୍ଷରେ କରିଥିବା କାମର ତାଲିକା ଦେଖାଇ ଏବେ ବି ଭୋଟ ମାଗୁଛି! 😄
ଦେଶ କେବଳ IIT, AIIMS ରେ ଅଟକି ନାହିଁ। ଆଜି ଭାରତର ରାସ୍ତା, ରେଲୱେ, ଡିଜିଟାଲ୍ ଇଣ୍ଡିଆ, UPI, ଘରେ ଘରେ ବିଦ୍ୟୁତ, ଗ୍ୟାସ୍, ଶୌଚାଳୟ, ମେଡିକାଲ୍ ଓ ଇନ୍‌ଫ୍ରାଷ୍ଟ୍ରକ୍ଚର—ସବୁ କ୍ଷେତ୍ରରେ କାମ ହେଉଛି।
ପୁରୁଣା ଫଟୋ ଦେଖାଇ ଗର୍ବ କରିବା ସହଜ, ନୂଆ ଭାରତ ଗଢ଼ିବା କଷ୍ଟକର। 🇮🇳🚩
ଇତିହାସର ଶ୍ରେୟ ନେବା ବନ୍ଦ କରନ୍ତୁ, ବର୍ତ୍ତମାନର କାମ ଉପରେ କଥା ହେଉ।”
“କଂଗ୍ରେସ ଅତୀତର ଫଟୋ ଦେଖାଏ, BJP ବର୍ତ୍ତମାନର ରିଜଲ୍ଟ ଦେଖାଏ।
ଦେଶ କାହାର ପରିବାରର ଜାଗିର ନୁହେଁ—ଯିଏ କାମ କରିବ, ଜନତା ସେହିଁକୁ ଚୟନ କରିବ। 🇮🇳🚩”

08/09/2026
 #ମିଶ୍ରଣ_ପର୍ବକାଶୀପୁର ମଣ୍ଡଳର ତଲଝିରି ପଞ୍ଚାୟତର 20 ରୁ ଅଧିକ କର୍ମୀ କଂଗେସ ଓ ବିଜେଡି ଦଳ ଛାଡ଼ି ବିଜେପି ରେ ଯୋଗଦାନ କରିଛନ୍ତି।ଏହି ମିଶ୍ର...
08/09/2026

#ମିଶ୍ରଣ_ପର୍ବ
କାଶୀପୁର ମଣ୍ଡଳର ତଲଝିରି ପଞ୍ଚାୟତର 20 ରୁ ଅଧିକ କର୍ମୀ କଂଗେସ ଓ ବିଜେଡି ଦଳ ଛାଡ଼ି ବିଜେପି ରେ ଯୋଗଦାନ କରିଛନ୍ତି।
ଏହି ମିଶ୍ରଣ ପର୍ବରେ କାଶୀପୁର ମଣ୍ଡଳ ସଭାପତି ୋଚନ_ନାୟକ, ସମ୍ପାଦକ #ରାକେଶ_ମଣ୍ଡଳ, ଯୁବମୋର୍ଚ୍ଚା #ବଳରାମ_ନାୟକ ଓ ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ।

Address

Kashipur, Rayagada
Odisha

Alerts

Be the first to know and let us send you an email when ଭାରତୀୟ ଜନତା ପାର୍ଟି କାଶୀପୁର ବ୍ଲକ୍ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share