01/07/2025
'ଅଲ୍ ଓଡିଶା ଗୋପାଳ ସମାଜ' ଦେଶରେ ଗୋପାଳ ବା ଯାଦବଙ୍କ ଉପରେ ଅତ୍ୟାଚାର କୁ ସହିବ ନାହିଁ। ଉତ୍ତରପ୍ରଦେଶରେ ୩ଜଣ ଯାଦବ (ଗୋପାଳ ପ୍ରବଚକଙ୍କ) ଉପରେ ହୋଇଥିବା ଅତ୍ୟାଚାର କୁ ତୀବ୍ର ନିନ୍ଦା କରୁଅଛି। ଗୋପାଳ ମାନଙ୍କ ଉପରେ ରାଜ୍ୟ ଵା ଦେଶ ରେ କୌଣସି ସ୍ଥାନ ରେ ବି ହେଉଥିବା ଜାତିଗତ ଆକ୍ରମଣ, ସାମାଜିକ ଅନ୍ୟାୟ, ଅତ୍ୟାଚାର, ଆକ୍ରମଣ ବିରୋଧ ରେ ଲଢେଇ କରିବ , ଆପଣ ମାନେ ଏହି ଲଢେଇ ର କର୍ଣ୍ଣଧାର, ଆମକୁ ଦେଶ ର ସମ୍ବିଧାନ ଯେଉଁ ଅଧିକାର ସମ୍ନାନ ର ସହିତ ବଂଚିବା, ବଢିବା,ବାକ ସ୍ୱାଧୀନତା,କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରିବା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ରାଜନୈତିକ ସ୍ୱାଧୀନତା ଆମ ଜନ୍ମଗତ ଅଧିକାର, ଏହାକୁ ଆମ ଦେଶର ସମ୍ବିଧାନ ଆମକୁ ପ୍ରଦାନ କରିଛି, କେହି ବ୍ୟକ୍ତି କି ଅନୁଷ୍ଠାନ ଯଦି ଆମ ଅଧିକାର କୁ କ୍ଷୁର୍ଣ କରିବା ପାଇଁ ରାଜ୍ୟ ଵା ଦେଶରେ ଚେଷ୍ଟା କରେ, All Odisha Gopal Samaj ସାରା ରାଜ୍ୟ ଓ ଦେଶ ତମାମ ଲଢେଇ କରିବ I
State Committee, All Odisha Gopal Samaj ,