Pragati foundation

Pragati foundation ପ୍ରଗତି ପଥେ ପରିବର୍ତନ. ସମାଜ ସେବାରେ ସମର୍ପିତ

କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ____________________________________________ଆଜି ଅପରାହ୍ନ ୧:୩0 ରେ ଆମ ଅନୁଷ୍ଠାନ ର ଅଧ...
19/06/2024

କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ
____________________________________________ଆଜି ଅପରାହ୍ନ ୧:୩0 ରେ ଆମ ଅନୁଷ୍ଠାନ ର ଅଧକ୍ଷ ପ୍ରଦୀପ ପ୍ରଧାନ ଙ୍କ ନିକଟକୁ ଫୋନ କଲ ଟିଏ ଆସେ! ଭୁବନେଶ୍ୱର ର ଏକ ଡାକ୍ତର ଖାନା ରେ ଜରୁରୀ ଚିକିତ୍ସା ପାଇଁ ୪ ରୁ ୫ ୟୁନିଟ ରକ୍ତ ଅବଶ୍ୟକ,!ପ୍ରଧାନ ଆଜ୍ଞା କଣ କରିବେ,ପ୍ରଥମ ଥର ପାଇଁ ଏମିତି ଲାଗୁଥିଲା ଯେମିତି କାହା ସେବାରେ ଲାଗିବାରେ ବଞ୍ଚିତ ହେବାକୁ ପଡିପାରେ,୪୫ ଡିଗ୍ରୀ ଖରା, ପୁଣି ପେସେଣ୍ଟ ଜଣକ ନିଜ ଗାଁ ଲୋକ,କଣ କରିବେ ସବୁ ସେଇ ଜଗତ ନିଅନ୍ତା ଙ୍କ ଇଛା,କିଛି ଚିନ୍ତା କରିବା ପୂର୍ବରୁ ଫୋନ କଲ ଟି ଆପଣା ଛାଏ ଚାଲିଯାଏ ଅନୁଷ୍ଠାନ ର ସଦସ୍ୟ ତଥା L. I. C advisor ଶିବପ୍ରସାଦ ସାହୁ ଙ୍କ ପାଖକୁ ଅନେକ କାମ ଥିଲେ ବି ସବୁ କାମକୁ ବନ୍ଦ କରି ବାହାରି ପଡିଲେ ଶିବୁ ବାବୁ!ଠିକ ଏତିକି ବେଳେ କିଛି ଜରୁରୀ କାମରେ ଫୋନ କରନ୍ତି ଲାଇନ ମ୍ୟାନ ତଥା ଅନୁଷ୍ଠାନ ର ଅନ୍ୟତମ ସଦସ୍ୟ ରାଜେଶ ଲେଙ୍କା,ନିଜ କାମ କହିବା ଆଗରୁ ଆଗତ୍ୟ ପ୍ରଧାନ ଙ୍କ କଥା ଶୁଣି ଅଫିସ ରୁ ହାଫ ଛୁଟି ନେଇ, ନିଜର ଅନ୍ୟ ଦୁଇଜଣ ବନ୍ଧୁ ଙ୍କୁ ମଧ୍ୟ ସାଙ୍ଗ ରେ ଧରି ଆସି ପହଞ୍ଚି ଯାଇଥିଲେ, ଆମ ଅନୁଷ୍ଠାନ ରେ!ଏହା ପରେ ସମସ୍ତେ ବାହାରି ଯାଇଥିଲେ ଡାକ୍ତର ଖାନା !ନିର୍ଦ୍ଧାରିତ ସମୟରେ ପହଞ୍ଚି ରକ୍ତ ଦାନ ମଧ୍ୟ କରିଥିଲେ |ସନ୍ଧ୍ୟା ରେ ପ୍ରଦୀପ ଭାଇ ଆମକୁ ସେହି କଥା ଟି ଦୋହରାଇ କହିଥିଲେ,କରି କରାଉ ଥାଏ ସେହି, ତାବିନୁ ଅନ୍ୟଗତି ନାହିଁ!
ସମସ୍ତ ଙ୍କୁ ଧନ୍ୟବାଦ!ଜଗନ୍ନାଥ ଦୀର୍ଘାୟୁ କରନ୍ତୁ 🙏Rajesh Kumar Lenkaaar LenShibaprasad Sahoooad Sahoo

03/06/2024
ନିହାତି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ଙ୍କ ପାଖରେ ଆମେ ପହଞ୍ଚି ବୁ!ରକ୍ତ ଦାନ କରି ଜୀବନ ବଞ୍ଚାଇବୁ ||
09/08/2023

ନିହାତି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ଙ୍କ ପାଖରେ ଆମେ ପହଞ୍ଚି ବୁ!ରକ୍ତ ଦାନ କରି ଜୀବନ ବଞ୍ଚାଇବୁ ||

🌲🌴Tree Plantation 🌲🌴To enhance our knowledge about the relevance of trees, our foundation conducted a tree plantation dr...
22/07/2023

🌲🌴Tree Plantation 🌲🌴
To enhance our knowledge about the relevance of trees, our foundation conducted a tree plantation drive on 21/07/2023. Our Member planted saplings in and around the PRAGATI campus and pledged to plant more saplings in our locality. This helped to create a positive impact on the young star's ’ thinking and attitude towards the environment.
Teacher panchanan mahapatra sir Support us and motivated our member.
Thanks a lot sir for valuable time and support & specialy thanks to sarpanch bijay kumar kar sir, nituranjan das sir for helping us to make this event successful .
PRADIP KUMAR PRADHAN
FOUNDER

25/06/2023

Thanks jit tv
PRAGATI foundation
Provided free education to lower backwards meritorious students

19/06/2023
I LOVE PRAGATI
01/05/2023

I LOVE PRAGATI

ପ୍ରଗତି ଛାତ୍ର ବୃତ୍ତି ଯୋଜନା :ଦଶମ ରେ ୮0 ପ୍ରତିଶତ କିମ୍ବା ଉର୍ଦ୍ଧ ମାର୍କ ରଖିଥିବା ଯେକୌଣସି ବର୍ଗ ର ଛାତ୍ର, ଛାତ୍ରୀ ପ୍ରଗତି ଏକାଡେମୀ ରେ ...
30/04/2023

ପ୍ରଗତି ଛାତ୍ର ବୃତ୍ତି ଯୋଜନା :ଦଶମ ରେ ୮0 ପ୍ରତିଶତ କିମ୍ବା ଉର୍ଦ୍ଧ ମାର୍କ ରଖିଥିବା ଯେକୌଣସି ବର୍ଗ ର ଛାତ୍ର, ଛାତ୍ରୀ ପ୍ରଗତି ଏକାଡେମୀ ରେ + ୨ କଳା ରେ ନାମ ଲେଖାଇଲେ ସମସ୍ତ କଲେଜ ଫି ପ୍ରଗତି ଫାଉଣ୍ଡେସନ ବହନ କରିବ ||

ଆଜି ଆମ ପ୍ରଗତି ଫାଉଣ୍ଡେସନ ତରଫରୁ ବିଦ୍ୟାମନ୍ଦିର ପରିସର ସଫେଇ  !!
19/03/2023

ଆଜି ଆମ ପ୍ରଗତି ଫାଉଣ୍ଡେସନ ତରଫରୁ ବିଦ୍ୟାମନ୍ଦିର ପରିସର ସଫେଇ !!

Address

Nayagarh

Telephone

+18144358528

Website

Alerts

Be the first to know and let us send you an email when Pragati foundation posts news and promotions. Your email address will not be used for any other purpose, and you can unsubscribe at any time.

Share