ABVP Nayagarh

ABVP Nayagarh Contact information, map and directions, contact form, opening hours, services, ratings, photos, videos and announcements from ABVP Nayagarh, Community Organization, Nayagarh.

ନମସ୍କାର୍    ଆସନ୍ତା  ୨୧,୨୨ ମାର୍ଚ୍ଚ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ବିଭାଗ ( ପୁରୀ, ନୟାଗଡ଼, ଖୋରଧା) ବିଭାଗ ଅଭ୍ୟାସ ବର୍ଗ ସରସ୍ଵ...
15/03/2026

ନମସ୍କାର୍
ଆସନ୍ତା ୨୧,୨୨ ମାର୍ଚ୍ଚ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ବିଭାଗ ( ପୁରୀ, ନୟାଗଡ଼, ଖୋରଧା) ବିଭାଗ ଅଭ୍ୟାସ ବର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଖୋରଧା ଠାରେ ଅନୁଷ୍ଠିତ ହେବ l

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା  ପକ୍ଷରୁ ଖଣ୍ଡପଡା ନଗର ପଖ୍ୟ ରୁ କଣ୍ଟିଲୋ କୁଞ୍ଜବିହାରି ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର...
19/02/2026

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପକ୍ଷରୁ ଖଣ୍ଡପଡା ନଗର ପଖ୍ୟ ରୁ କଣ୍ଟିଲୋ କୁଞ୍ଜବିହାରି ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।
Nayagada
khandapada
# kunjabihari school kantilo

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଖ୍ୟ ରୁ ଖଣ୍ଡପଡା ନଗର ସ୍ଥିତ ପଠାଣିସାମନ୍ତ ମହାବିଦ୍ୟାଳୟ ରେ ସୁଭେଚ୍ଛା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସ...
18/02/2026

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଖ୍ୟ ରୁ ଖଣ୍ଡପଡା ନଗର ସ୍ଥିତ ପଠାଣିସାମନ୍ତ ମହାବିଦ୍ୟାଳୟ ରେ ସୁଭେଚ୍ଛା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ।
khandapada nagar
pathanisamanta college

ସାମ୍ବାଦ ପତ୍ର ରେ ନୟାଗଡ଼ ଏ.ବି.ଭି.ପି ର  ଜନମଙ୍ଗଳ କାରୀ କାର୍ଯ୍ୟକ୍ରମ ର ଚର୍ଚ୍ଚା.
16/02/2026

ସାମ୍ବାଦ ପତ୍ର ରେ ନୟାଗଡ଼ ଏ.ବି.ଭି.ପି ର ଜନମଙ୍ଗଳ କାରୀ କାର୍ଯ୍ୟକ୍ରମ ର ଚର୍ଚ୍ଚା.

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆୟାମ୍ ସେବାର୍ଥେ ବିଦ୍ୟାର୍ଥୀ ନୟାଗଡ଼ ନଗର ପକ୍ଷରୁ ନାରାୟଣୀ ମନ୍ଦିର ଠାର...
16/02/2026

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆୟାମ୍ ସେବାର୍ଥେ ବିଦ୍ୟାର୍ଥୀ ନୟାଗଡ଼ ନଗର ପକ୍ଷରୁ ନାରାୟଣୀ ମନ୍ଦିର ଠାରେ ଶ୍ରଦ୍ଧାଳୁ ମାନଙ୍କୁ ଦହି ପଣା ବଣ୍ଟନ କରାଯାଇଛି l


ନମସ୍କାର୍ ରାଷ୍ଟ୍ରୀୟ ଯୁବ ଦିବସ  ଓ ପରାକ୍ରମ ଦିବସ ଉପଲକ୍ଷେ  ଆସନ୍ତା କାଲି ନୟାଗଡ଼   ନଗର  ଦ୍ଵାରା  ଛାତ୍ର ସମ୍ମିଳନୀ ସ୍ଥାନୀୟ  ରାଜବାଟି କ...
19/01/2026

ନମସ୍କାର୍

ରାଷ୍ଟ୍ରୀୟ ଯୁବ ଦିବସ ଓ ପରାକ୍ରମ ଦିବସ ଉପଲକ୍ଷେ ଆସନ୍ତା କାଲି ନୟାଗଡ଼ ନଗର ଦ୍ଵାରା ଛାତ୍ର ସମ୍ମିଳନୀ ସ୍ଥାନୀୟ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ l ଏଥିରେ ଅତିଥି ରୂପେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ଵଜିତ ପାତ୍ର ଯୋଗ ଦେବେ l

ତାରିଖ- ୨୦.୦୧.୨୦୨୬
ସ୍ଥାନ - ରାଜବାଟି କଲ୍ୟାଣ ମଣ୍ଡପ, ନୟାଗଡ଼
ସମୟ-ଦିବା ୧୦ ଘଟିକା

ଆସନ୍ତା ୧୯/୦୧/୨୦୨୬ ନୟାଗଡ଼ ଜିଲ୍ଲା ଖଣ୍ଡପଡା ନଗର ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯିବା ସହ ନଗର ସମ୍ମିଳନୀ ମଧ୍ୟ ଆୟୋଜିତ କରାଯାଇଅଛି...
18/01/2026

ଆସନ୍ତା ୧୯/୦୧/୨୦୨୬ ନୟାଗଡ଼ ଜିଲ୍ଲା ଖଣ୍ଡପଡା ନଗର ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯିବା ସହ ନଗର ସମ୍ମିଳନୀ ମଧ୍ୟ ଆୟୋଜିତ କରାଯାଇଅଛି.

ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ବୁଦ୍ଧଦେବ ବାଘ ଭାଇ ଯୋଗ ଦେବେ.







The irregularities on Competitive Exams across Odisha is a Major Concern for Aspirants and Students Community. Severe Pu...
15/01/2026

The irregularities on Competitive Exams across Odisha is a Major Concern for Aspirants and Students Community.
Severe Punishment for offenders and Clean and Trasperent Exams is need of Hour Right Now .


ନୟାଗଡ଼ ଜିଲ୍ଲା ସହପ୍ରମୁଖ କାଶୀନାଥ sir ଙ୍କ ଉପସ୍ଥିତିରେ ଖଣ୍ଡପଡା ITI Clg ଠାରେ ଯୁବଦିବସ ତଥା ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳ...
12/01/2026

ନୟାଗଡ଼ ଜିଲ୍ଲା ସହପ୍ରମୁଖ କାଶୀନାଥ sir ଙ୍କ ଉପସ୍ଥିତିରେ ଖଣ୍ଡପଡା ITI Clg ଠାରେ ଯୁବଦିବସ ତଥା ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଅଛି.




ନମସ୍କାର୍  ଏବିଭିପି ନୟାଗଡ଼ ଜିଲ୍ଲା ଗଣିଆ ନଗର ପକ୍ଷରୁ  ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏକ ସଂଗୋଷ୍ଠୀ  ଅୟୋଜିତ ହେଉଛି l ଏଥିରେ   ...
12/01/2026

ନମସ୍କାର୍
ଏବିଭିପି ନୟାଗଡ଼ ଜିଲ୍ଲା ଗଣିଆ ନଗର ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏକ ସଂଗୋଷ୍ଠୀ ଅୟୋଜିତ ହେଉଛି l
ଏଥିରେ ପୂର୍ବତନ ଅଖିଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ଶ୍ରୀ ପ୍ରମୋଦ ରାଉତ ଯୋଗ ଦେବେ l

ସମୟ - ସନ୍ଧ୍ୟା ୬ ଘଟିକା





ଆଗାମୀ 12 ତାରିଖ ଠାରୁ ଆରମ୍ଭ କରି ଆଗାମୀ ଦିନ ମାନଙ୍କ ପାଇଁ ନୟାଗଡ଼ ଜିଲ୍ଲା ଏବିଭିପି ତତଫରୁ କାର୍ଯ୍ୟକ୍ରମ ସୂଚି‌ ପ୍ରକାଶିତ ହେଇ ସାରିଅଛି. ...
11/01/2026

ଆଗାମୀ 12 ତାରିଖ ଠାରୁ ଆରମ୍ଭ କରି ଆଗାମୀ ଦିନ ମାନଙ୍କ ପାଇଁ ନୟାଗଡ଼ ଜିଲ୍ଲା ଏବିଭିପି ତତଫରୁ କାର୍ଯ୍ୟକ୍ରମ ସୂଚି‌ ପ୍ରକାଶିତ ହେଇ ସାରିଅଛି.


🚩

ବିଦ୍ୟାର୍ଥୀ ପରିଷଦ ଏକ ରାଷ୍ଟ୍ର ର ପୁନଃ ନିର୍ମାଣ ସହ ଏକ ବିଦ୍ୟାର୍ଥୀ ର ମଧ୍ୟ ପୁନଃ ନିର୍ମାଣ କରେ.
29/12/2025

ବିଦ୍ୟାର୍ଥୀ ପରିଷଦ ଏକ ରାଷ୍ଟ୍ର ର ପୁନଃ ନିର୍ମାଣ ସହ ଏକ ବିଦ୍ୟାର୍ଥୀ ର ମଧ୍ୟ ପୁନଃ ନିର୍ମାଣ କରେ.


Address

Nayagarh

Alerts

Be the first to know and let us send you an email when ABVP Nayagarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ABVP Nayagarh:

Share