Odisha Govt. Contractual Employee Association, Nayagarh

Odisha Govt. Contractual Employee Association, Nayagarh Equal pay for equal work. Abolish contractual appointment rule. Count 6yrs contractual service into regular service period.

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ନୟାଗଡ଼ ଶାଖା ତରଫରୁ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଚୁକ୍ତି ଭିତ୍ତିକ ନିଯ...
18/08/2022

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ନୟାଗଡ଼ ଶାଖା ତରଫରୁ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଶିକ୍ଷକ ମାନଙ୍କ ଦ୍ଵାରା କଳା ବ୍ୟାଚ୍ ପରିଧାନ।

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ନୟାଗଡ଼ ଶାଖା ତରଫରୁ ଜିଲ୍ଲାର ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ ନିଜ ନିଜ ଦପ୍ତର...
16/08/2022

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ନୟାଗଡ଼ ଶାଖା ତରଫରୁ ଜିଲ୍ଲାର ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ ନିଜ ନିଜ ଦପ୍ତରରେ ଆଜି ତା ୧୬.୦୮.୨୦୨୨ ରିଖ ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି। ଆଗାମୀ ଦିନରେ ଦାବି ଗୁଡ଼ିକ ଯଥା:- ସମାନ କାମ କୁ ସମାନ ଦରମା, ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚାକିରି ର ପ୍ରଥମ 6 ବର୍ଷ ଚାକିରି ର ଅବଧି ରେ ଗଣନା କରିବା ପୁରଣ ନହେଲେ ମହାସଂଘ ମହା ଆନ୍ଦୋଳନ ଡାକରା ଦେବ ।

Address

Nayagarh
୭୫୨୦୯୩

Telephone

+919692464692

Website

Alerts

Be the first to know and let us send you an email when Odisha Govt. Contractual Employee Association, Nayagarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Govt. Contractual Employee Association, Nayagarh:

Share