Mayurbhanj Adibasi Students Association-MASA Army

Mayurbhanj Adibasi Students Association-MASA Army Contact information, map and directions, contact form, opening hours, services, ratings, photos, videos and announcements from Mayurbhanj Adibasi Students Association-MASA Army, Non-Governmental Organization (NGO), Baripada, Mayurbhanj.

ଶିକ୍ଷକ ନିଯକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା, ମାସା ଆର୍ମି ପକ୍ଷରୁ ଦୃଢ଼ ବିରୋଧ।
06/08/2023

ଶିକ୍ଷକ ନିଯକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା, ମାସା ଆର୍ମି ପକ୍ଷରୁ ଦୃଢ଼ ବିରୋଧ।

ମୟୂରଭଞ୍ଜ କୁ ରାଜ୍ୟ କରିବା ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ସଫଳ ସହିତ ସମ୍ପନ୍ନ କରି ଦିଲ୍ଲୀ ରୁ ଆମ ମୟୂରଭଞ୍ଜ ମ...
26/02/2023

ମୟୂରଭଞ୍ଜ କୁ ରାଜ୍ୟ କରିବା ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ସଫଳ ସହିତ ସମ୍ପନ୍ନ କରି ଦିଲ୍ଲୀ ରୁ ଆମ ମୟୂରଭଞ୍ଜ ମାଟି କୁ ଫେରିଛୁ l ଆଜି ମୟୂରଭଞ୍ଜ ମାଟି କୁ ପ୍ରବେଶ ବେଳେ ତିରିଂ ASECA ଏବଂ ଦଳ ମତ ନିର୍ବିଶେଷରେ ସମସ୍ତେ ଆମକୁ ତିରିଂ,ଡାଳିମା ଅଞ୍ଚଳରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି l

  State President Sukulal Marandi and His Team met President of India at Rashtrapati Bhavan Delhi.For Give a Memorandum ...
25/02/2023

State President Sukulal Marandi and His Team met President of India at Rashtrapati Bhavan Delhi.For Give a Memorandum and Demand Mayurbhanj Separate State.

ମୟୂରଭଞ୍ଜ ରାଜ୍ୟ ଦାବିକୁ ମଜବୁତ କରିବା ପାଇଁ ଓ ମୟୂରଭଞ୍ଜ କୁ ପୁଣିଥରେ ରାଜ୍ୟ କରିବା ଦାବିରେ ହେଉଥିବା ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ...
25/01/2023

ମୟୂରଭଞ୍ଜ ରାଜ୍ୟ ଦାବିକୁ ମଜବୁତ କରିବା ପାଇଁ ଓ ମୟୂରଭଞ୍ଜ କୁ ପୁଣିଥରେ ରାଜ୍ୟ କରିବା ଦାବିରେ ହେଉଥିବା ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା ସଫଳ ନିମନ୍ତେ ଉତ୍ତରପ୍ରଦେଶ ର ମିର୍ଜାପୁର ପାଖରେ ଆମ ପଦଯାତ୍ରା ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶରେ ଚାକିରୀ କରିଥିବା ପ୍ରବାସୀ ମୟୂରଭଞ୍ଜିଆ ମଧୁସୁଦନ ଭାଇ ଓ ତାଙ୍କର ପରିବାର ଦ୍ବାରା ଆମକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଆର୍ଥିକ ସହଯୋଗ ପ୍ରଦାନ କରି ତାଙ୍କର ଯୋଗଦାନ ଦେଇଥିଲେ l ସେଥିପାଇଁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ l

25/01/2023

Demand to give state status to Mayurbhanj

ଗତ କାଲି ଆମେ ଝାରଖଣ୍ଡ ରାଜ୍ୟ ଅତିକ୍ରମ କରି ଉତ୍ତର ପ୍ରଦେଶ ରେ ପ୍ରବେଶ କରିଥିଲୁ l ସେଠାର ଵିଂଡମଗଂଜ ରେ ଅଶୋକ ଜୈଶ୍ବାଲ୍ ଦ୍ବାରା ଓ ଦୁଦ୍ଧି ର...
21/01/2023

ଗତ କାଲି ଆମେ ଝାରଖଣ୍ଡ ରାଜ୍ୟ ଅତିକ୍ରମ କରି ଉତ୍ତର ପ୍ରଦେଶ ରେ ପ୍ରବେଶ କରିଥିଲୁ l ସେଠାର ଵିଂଡମଗଂଜ ରେ ଅଶୋକ ଜୈଶ୍ବାଲ୍ ଦ୍ବାରା ଓ ଦୁଦ୍ଧି ରେ ଡାକ୍ତର ଲବକୁଶ ଦ୍ବାରା ଆମକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଓ ଦୁଦ୍ଧି ର ବିକାଶ ନିମନ୍ତେ ଓ ସମସ୍ୟା ସମାଧାନ ନିମନ୍ତେ ଏକ ଦାବିପତ୍ର ମୋତେ ପ୍ରଦାନ କରିଥିଲେ ଡାକ୍ତର ଲବକୁଶ ଙ୍କ ନେତୃତ୍ବ ରେ ଯାହାକି ତାଙ୍କର ଦାବି ପତ୍ର ମଧ୍ୟ ମୁଁ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରିବି
ଶେଷରେ ଆମର ପଦଯାତ୍ରା ସଫଳ ହେବା ସହିତ ଆମ ଦାବି ପୁରଣ ହେଉ ବୋଲି ଆମକୁ ଶୁଭ କାମନା ଜଣାଇଥିଲେ l
ବହୁତ ବହୁତ ଧନ୍ୟବାଦ ପଟ୍ଟନାୟକ ଭାଇ l

ଝାଡ଼ଖଣ୍ଡ ର Prabhat Khabar   ନିରପେକ୍ଷ ସାମ୍ବାଦିକ ସତେନ୍ଦ୍ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ l ଆମର ପଦଯାତ୍ରା ଦେଖି ଖବର ପ୍ରକାଶ କରିଥିବାର...
09/01/2023

ଝାଡ଼ଖଣ୍ଡ ର Prabhat Khabar ନିରପେକ୍ଷ ସାମ୍ବାଦିକ ସତେନ୍ଦ୍ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ l ଆମର ପଦଯାତ୍ରା ଦେଖି ଖବର ପ୍ରକାଶ କରିଥିବାରୁ ବହୁତ ବହୁତ ବହୁତ ଧନ୍ୟବାଦ l
ମୟୂରଭଞ୍ଜ କୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ହେଲା ନବମ ଦିନ l

08/01/2023

ମୟୂରଭଞ୍ଜ ର ଶିକ୍ଷିତ ଯୁବ ଗୋଷ୍ଠୀ ଜାଗ୍ରତ ହେଲେଣି l
ମୟୂରଭଞ୍ଜ ବାସୀ ଏକ ହୁଅ ମୟୂରଭଞ୍ଜ ରାଜ୍ୟ କୁ ଫେରାଇ ଆଣିବା l ମୟୂରଭଞ୍ଜ କୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ବାମନଘାଟି ର ଖଡମବେଡା,ବିଶୋଇ,ଲୁହାକାନି,ବାଙ୍କି,ବିଜାତଳା,ମୁଣ୍ଢା ଠାକରା,ବାଘିୟାଟାଙ୍ଗର,ବଡାମ ତଳିଆ,ଆସନା,ରାଇରଙ୍ଗପୁର,ଦାଣ୍ଡବସ୍,ଗମ୍ଭାରୀଆ,ବାସିଙ୍ଗୀ,ବହଳଦା,ବାଗଡେଗା,Dl College,ବଡ ଡାଳିମା,ତିରିଂ ରେ ବିପୁଳ ସମର୍ଥନ କରାଯାଇଛି l

ମୟୂରଭଞ୍ଜ କୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ମିଳୁଛି ବିପୁଳ ସମର୍ଥନ l ମୟୂରଭଞ୍ଜବା...
07/01/2023

ମୟୂରଭଞ୍ଜ କୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ଦାବିରେ ବାରିପଦା ରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ମିଳୁଛି ବିପୁଳ ସମର୍ଥନ l
ମୟୂରଭଞ୍ଜବାସୀ ଜାଗ୍ରତ ହୁଅ,ମୟୂରଭଞ୍ଜ ବାସୀ ଏକ ହୁଅ ମୟୂରଭଞ୍ଜ ରାଜ୍ୟ କୁ ଫେରେଇ ଆଣିବା l

05/12/2022
  Kherwal Jumid Birsole (Big Get Together)Programme ଆସନ୍ତା ମାସ ଡିସେମ୍ବର 28 ତାରିଖ 2022 ରିଖ ମୟୂରଭଞ୍ଜ ର ଲୋକପ୍ରିୟ ପର୍ଯ୍ୟଟନ ସ...
03/12/2022

Kherwal Jumid Birsole (Big Get Together)Programme ଆସନ୍ତା ମାସ ଡିସେମ୍ବର 28 ତାରିଖ 2022 ରିଖ ମୟୂରଭଞ୍ଜ ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଠାରେ ରଖା ଯାଇଛି l
ସମସ୍ତଙ୍କୁ ସାମିଲ ହେବା ପାଇଁ ନିମନ୍ତ୍ରଣ ରହିଲା l

Address

Baripada
Mayurbhanj
757001

Telephone

+918917535896

Website

Alerts

Be the first to know and let us send you an email when Mayurbhanj Adibasi Students Association-MASA Army posts news and promotions. Your email address will not be used for any other purpose, and you can unsubscribe at any time.

Share