28/11/2025
ରାଜସ୍ତାନ ପରିଭ୍ରମଣର ଚାରି ଦିନ ୨୪.୧୧.୨୫ ଠାରୁ ୨୭.୧୧.୨୫ ପର୍ଯ୍ୟନ୍ତ ଥିଲା l ଆଜି ଆମେ ସମସ୍ତ କୋରାପୁଟ ବାଲେଶ୍ୱର ଅନୁଗୁଲର ଲୋକପ୍ରତିନିଧି ସରକାରୀ କର୍ମଚାରୀ ଭଲରେ ଭୁବନେଶ୍ୱର ପହଞ୍ଚିଲୁ l ଜୟ ଜଗନ୍ନାଥ 🙏🙏🙏 ସମସ୍ତଙ୍କର ଆଶୀର୍ବାଦ ଭଲପାଇବା ରହିଥାଉ l