SOVA Foundation

SOVA Foundation SOVA Foundation Trust is a Social Organization for Voluntary Activities in Rural & Urban Area. Registed under Trust Act Reg.No- 41512301255.

Registered with NGO DARPAN Unique Id: OR/2024/0431272

ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ଦ୍ଵାରା କୋଣାର୍କ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବୃକ୍ଷ ରୋପଣ।
17/02/2026

ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ଦ୍ଵାରା କୋଣାର୍କ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବୃକ୍ଷ ରୋପଣ।

ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ଦ୍ଵାରା କୋଣାର୍କ ରାଉଳ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋ...
17/02/2026

ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ଦ୍ଵାରା କୋଣାର୍କ ରାଉଳ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଛି।

ଶୋଭା ଫାଉଣ୍ଡେସନ ପକ୍ଷରୁ ବାଲିଦୋକାନ ମେଡ଼ିକାଲରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ତତ...
17/02/2026

ଶୋଭା ଫାଉଣ୍ଡେସନ ପକ୍ଷରୁ ବାଲିଦୋକାନ ମେଡ଼ିକାଲରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ମେଡ଼ିକାଲ ଅଫିସର ଅବିନାଶ ସ୍ବାଇଁ ଓ କର୍ମଚାରୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

 #ପ୍ଲାଷ୍ଟିକ_ବର୍ଜ୍ୟବସ୍ତୁ_ସଫେଇ ପରିବେଶ ଓ ମୁର୍ତ୍ତିକା ସୁରକ୍ଷା ପାଇଁ ଆଜି ଏଣେତେଣେ ପଡ଼ି ପରିବେଶ ନଷ୍ଟ କରୁଥିବା ଅବ୍ୟବହୃତ ପ୍ଲାଷ୍ଟିକ, ପ...
18/01/2026

#ପ୍ଲାଷ୍ଟିକ_ବର୍ଜ୍ୟବସ୍ତୁ_ସଫେଇ
ପରିବେଶ ଓ ମୁର୍ତ୍ତିକା ସୁରକ୍ଷା ପାଇଁ ଆଜି ଏଣେତେଣେ ପଡ଼ି ପରିବେଶ ନଷ୍ଟ କରୁଥିବା ଅବ୍ୟବହୃତ ପ୍ଲାଷ୍ଟିକ, ପଲିଥିନ, ବିଭିନ୍ନ ପଲିଥିନ୍ ପାଉଚ ଖୋଳ ସହ ଦୁଇ ବସ୍ତା ବର୍ଜ୍ୟବସ୍ତୁ ସଫେଇ କରାଗଲା।
#ପ୍ଲାଷ୍ଟିକମୁକ୍ତପରିବେଶ

CMO Odisha Prabhati Parida Mohan Charan Majhi Puri District Admin SOVA Foundation

କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ଚିତ୍ରେଶ୍ଵରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୋଭା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।  ...
21/10/2025

କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ଚିତ୍ରେଶ୍ଵରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୋଭା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।

ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ  ଉପଲକ୍ଷେ ଶୋଭା ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସଫେଇ ।
20/09/2025

ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ଉପଲକ୍ଷେ ଶୋଭା ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସଫେଇ ।

ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ  ଉପଲକ୍ଷେ ଶୋଭା ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସଫେଇ ।
20/09/2025

ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ଉପଲକ୍ଷେ ଶୋଭା ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସଫେଇ ।

Address

Balidokan
Konarka
752111

Telephone

+919178050703

Website

Alerts

Be the first to know and let us send you an email when SOVA Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to SOVA Foundation:

Share