28/02/2025
କଟକ SCB medical ରେ ଏକ ରୋଗୀ ଯିଏ ଫୁସଫୁସ୍ ଜନିତ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି।। ଡ଼ାକ୍ତର ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସେ ସୁସ୍ଥ ହେଇଥିଲେ ମଧ୍ୟ ସେ ଘରକୁ ଯାଇ ଆଜୀବନ ପର୍ଯ୍ୟନ୍ତ oxygen cylinder ଦ୍ଵାରା oxygen ନେବେ।। ଏହା ଜାଣିବା ଦ୍ବାରା ହେଲ୍ପ ଦ ହ୍ୟୁମାନିଟି ର ସଦସ୍ୟ ମାନେ ତାଙ୍କୁ ଏକ oxygen cylinder ଦେଇଛନ୍ତି।।
ଧନ୍ୟବାଦ ଦେବୁ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ର ସଦାଶିବ ଭାଇଙ୍କୁ ଯିଏ ଏହି oxygen cylinder ଦେଇଥିଲେ।।