16/12/2023
ଏବିଭିପିର ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ଵ ପାଇଥିବା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ରୀ ପ୍ରୀତିପଲ୍ଲବୀ ମହାପାତ୍ର ଓ କ୍ଷେତ୍ରବାସୀ ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିରାକାରପୁରର ଛାତ୍ର ରଶ୍ମୀରଞ୍ଜନ ପ୍ରଧାନଙ୍କୁ ବହୁତ ବହୁତ ଅଭିନନ୍ଦନ।