26/01/2024
ଆଜି #କେନ୍ଦୁଝର_ଜିଲ୍ଲା_ଧକୋଠା_ଗ୍ରାମପଞ୍ଚାୟତ ଠାରେ ରେ #ଗଣତନ୍ତ୍ର_ଦିବସ_ଉପଲକ୍ଷେ
ଆମ ଅନୁଷ୍ଠାନ #ଐଶ୍ୱର୍ଯ୍ୟ_ସୋସିଆଲ_ଡେଭେଲପମେଣ୍ଟ_ଫାଉଣ୍ଡେସନ ତରଫରୁ ପିଲାଙ୍କ ମଧ୍ୟ୍ୟ ରେ ଦକ୍ଷତା ବୃଦ୍ଧି ନିମନ୍ତେ ଝୋଟି, ସଙ୍ଗୀତ, ନୃତ୍ୟ ଏବଂ ମା ମାନଙ୍କ ମଧ୍ୟ୍ୟରେ ମନୋରଞ୍ଜନ ନିମନ୍ତେ ମ୍ୟୁଜିକ ଚେୟାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ୍ୟ ବୋହୁତ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା