02/04/2023
ଏବିଭିପି କେନ୍ଦୁଝର ଜିଲ୍ଲା ତରଫରୁ ହୋଇଥିବା ଜିଲ୍ଲା ସମ୍ମିଳନୀରେ ରୋଜଗାର ବିଷୟକୁ ନେଇ ଜିଲ୍ଲାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ରଖାଯାଇଥିବା ଦାବିକୁ ସରକାର ଗ୍ରହଣ କରିଛନ୍ତି, ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। Keonjhar ABVP