KALIA SEVA FOUNDATION

Call Directions

KALIA SEVA FOUNDATION ସେବା ହି ଧର୍ମ ସେବା ହି କର୍ମ

23/09/2026
23/09/2026

କେନ୍ଦ୍ରପଡ଼ା ଜିଲ୍ଳା,ରାଜନଗର ବ୍ଲକ, ନଗଡ଼ ଗ୍ରାମର ବେଣୁଧର ରାଉତ(ବୟସ 60) ଯେ କି ଗୋଟେ ଆଖି କି ଦେଖା ଯାଉ ନାହିଁ,ତାହା ସହିତ ବିଭିନ୍ନ ରୋଗରେ ପୀଡ଼ିତ,ତାଙ୍କ ର ଗୋଟେ ଝିଅ ସେ ମଧ୍ୟ ମାନସିକ ରୋଗ ରେ ପୀଡ଼ିତ,ପରିବାର ରେ କେହି ରୋଜଗାର କ୍ଷେମ ନାହାଁନ୍ତି ତାଙ୍କ ପତ୍ନୀ ଆମ କାଳିଆ ସେବା ଫାଉଣ୍ଡେସନ ପରିବାର କୁ ଯୋଗାଯୋଗ କରିଥିଲେ ସହଯୋଗ ପାଇଁ, ତତ୍କାଳୀନ କାଳିଆ ସେବା ଫାଉଣ୍ଡେସନ ପରିବାର ତାଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜ ସକ୍ଷମ ଅନୁସାରେ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଛି,ଆପଣ ମାନେ ଆଗେଇ ଆସନ୍ତୁ ତାଙ୍କ ସହଯୋଗ ପାଇଁ ପରିବାର ଟି ବହୁତ୍ ଅସୁବିଧା ରେ ଅଛି😢🙏

ଅସହାୟ ର ସାଥୀ ବିପଦ ର ବନ୍ଧୁ ଓଡ଼ିଶା ର ଅଗ୍ରଣୀ ସମାଜ ସେବା ସଂଗଠନ କାଳିଆ ସେବା ଫାଉଣ୍ଡେସନ  ସଂଗଠନ ଗତ କାଲି କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନ...
18/08/2026

ଅସହାୟ ର ସାଥୀ ବିପଦ ର ବନ୍ଧୁ ଓଡ଼ିଶା ର ଅଗ୍ରଣୀ ସମାଜ ସେବା ସଂଗଠନ କାଳିଆ ସେବା ଫାଉଣ୍ଡେସନ ସଂଗଠନ ଗତ କାଲି କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ଵର ପୁର ପଞ୍ଚାୟତ ର ବଳଭଦ୍ରପୂର୍ ଗ୍ରାମର ଅଜୟ ମହାକୁଡ ଙ୍କ ୫ ବର୍ଷ ନାବାଳକ ଆୟୁଷ ମହାକୁଡ ବ୍ରେନ୍ ଟ୍ୟୁମର ରେ ଆକ୍ରାନ୍ତ ଙ୍କୁ ନିଜ ସକ୍ଷମ ଅନୁସାରେ ଅର୍ଥରାଶି ସାହାଯ୍ୟ କରା ଯାଇ ଅଛି। କିନ୍ତୁ କି ଟଙ୍କା ତ ଆୟୁଷ ଙ୍କ ର ଅପରସେନ ଚିକିତ୍ସା ପାଇଁ ହେଇ ପାରିବନି ,ତେଣୁ କାଳିଆ ସେବା ସଂଗଠନ ସରକାରଙ୍କୁ ଏବଂ ଓଡ଼ିଶା ର ସମସ୍ତ ସେବା ସଂଗଠନ ଙ୍କୁ ନିବେଦନ କରୁଛି ସମସ୍ତେ କିଛି କିଛି ଅର୍ଥ ରାଶି ସାହାଯ୍ୟ କଲେ ପିଲାଟି ର ଜୀବନ ବଞ୍ଚି ଯିବ।।

#କାଳିଆ_ସେବା_ଫାଉଣ୍ଡେସନ

Address

Kendrapara
754211

Telephone

+919818462932

Website

Alerts

Be the first to know and let us send you an email when KALIA SEVA FOUNDATION posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share