25/02/2024
ପବିତ୍ର "ରାକ୍ଷୀ ପୂର୍ଣ୍ଣିମା"ର ଶୁଭଲଗ୍ନରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଶ୍ରୀ ସଂକଳ୍ପ"ର ଲୋକାର୍ପଣର ସ୍ମୃତିକୁ ଚିରସ୍ଥାୟୀ କରିବାପାଇଁ "ଜନ୍ମଦିନ ସ୍ମୃତି"ରେ ଦୁର୍ଲ୍ଲଭ ପାରିଜାତ ବୃକ୍ଷର ଚାରା ରୋପଣ ଓ ପୂଜନ....
କର୍ତ୍ତା : ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ - ଶ୍ରୀ ସଂଜୀବ ସାହୁ
ତାରିଖ : 11/08/2022