Alumni Association, Panchayat Samiti Degree College, Jharbandh,Bargarh

  • Home
  • India
  • Jharbandh
  • Alumni Association, Panchayat Samiti Degree College, Jharbandh,Bargarh

Alumni Association, Panchayat Samiti Degree College, Jharbandh,Bargarh get together, coordination among students, helping each other, social activities, awareness programm

14/08/2025
Vacancy of panchayat Samiti Degree College Jharbandh
02/06/2024

Vacancy of panchayat Samiti Degree College Jharbandh

07/01/2024

Please join the Discussion on Samarth Yuva -Samarth Bharat
Meeting Code: gas-cfki-nie

ସମ୍ବଲପୁରୀ ଦିନ୍ ତିହାର୍ସନ୍ଧ୍ୟା ୬.୫୫ ବଜେ ଯୋଗ୍ ଦେମା *୧ ଅଗଷ୍ଟ,  ୨୦୨୩ (ମଙ୍ଗଲବାର୍)*ଲିଙ୍କ:  https://meet.google.com/gas-cfki-nie...
01/08/2023

ସମ୍ବଲପୁରୀ ଦିନ୍ ତିହାର୍
ସନ୍ଧ୍ୟା ୬.୫୫ ବଜେ ଯୋଗ୍ ଦେମା
*୧ ଅଗଷ୍ଟ, ୨୦୨୩ (ମଙ୍ଗଲବାର୍)*
ଲିଙ୍କ: https://meet.google.com/gas-cfki-nie
ମିଟିଂ କୋଡ଼: gas-cfki-nie

15/03/2023

Say NoTo NoTo NoTo Drunk Driving !
🥃🚘🚫
Say NoTo NoTo NoTo Mobile while Driving 📵!
Say NoTo NoTo NoTo Overspeeding !

Responsible Road Rides can take you to your destination safely.





Commerce & Transport Department Government of Odisha

13/02/2023
27/01/2023
ଆସନ୍ତା ତା: ୨୭ ଜାନୁୟାରୀ ୨୦୨୩ ରିଖ ଓ ତା: ୨୮ ଜାନୁୟାରୀ ୨୦୨୩ ରିଖ ଦିନ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଅନୁ...
21/01/2023

ଆସନ୍ତା ତା: ୨୭ ଜାନୁୟାରୀ ୨୦୨୩ ରିଖ ଓ ତା: ୨୮ ଜାନୁୟାରୀ ୨୦୨୩ ରିଖ ଦିନ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଏଣୁ ନିମନ୍ତ୍ରଣ କରାଯାଉଅଛି ଯେ, ସମସ୍ତ କର୍ମଚାରୀ, ନୂତନ ଓ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିଦ୍ ତଥା ଶୁଭେଚ୍ଛୁ ଉକ୍ତ ଦିନ ମାନଙ୍କରେ ଉପସ୍ଥିତ ରହିବା ହେବେ । *ଏହି ଅବସରରେ ଯଦି କେହି କିଛି ସହଯୋଗ ରାଶି ଦେବାକୁ ଚାହାଁନ୍ତି ସେମାନେ 768-108-2424 (ଦୁର୍ଯୋଧନ ପାଣ୍ଡେ) ରେ P Pay/G pay କରି ପାରିବେ* ବା ସିଧାସଳଖ କଲେଜ ଅଫିସରେ ଜମା ଦେଇପାରିବେ ।

ସଭାପତି
ରୌପ୍ୟ ଜୟନ୍ତୀ ସମାରୋହ କମିଟି
ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ଝାରବନ୍ଧ

Address

Jharbandh
768042

Telephone

+918328903109

Website

Alerts

Be the first to know and let us send you an email when Alumni Association, Panchayat Samiti Degree College, Jharbandh,Bargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Alumni Association, Panchayat Samiti Degree College, Jharbandh,Bargarh:

Share